ସକାଳୁ ଉଠି ବାସୀ ମୁହଁରେ 21 ଥର କହି ଦିଅନ୍ତୁ ଏହି ଶବ୍ଦ, ତା ପରେ ଦେଖନ୍ତୁ ଚମତ୍କାର

ଆପଣ ଯଦି ସକାଳୁ ଉଠିଲା ବେଳେ ଜଲ୍ଦି କିଛି ଖରାପ ହୋଇଥାଏ ତେବେ ଆପଣ ନିଶ୍ଚିତ ଭାବେ ଆପଣଙ୍କ ଜୀବନର ସବୁ ସମସ୍ଯା ଦୂର ହୋଇଯିବ । ଆପଣ ଯଦି ବିଦ୍ୟା ଚାହୁଁ ଛନ୍ତି ଆପଣ ଯଦି ବିଦ୍ୟା ଚାହୁଁ ଛନ୍ତି । ତେବେ ଆପଣ ନିଶ୍ଚିତ ଭାବେ ତାହାକୁ ପାଇ ଯିବେ , ଆପଣ ଜାଣିଛନ୍ତି କି ଭଗବାନ ହେଉଛନ୍ତି ସର୍ବ ବ୍ୟାପୀ ସେ ଯାହା ଭି ଚାହାଁନ୍ତି କିମ୍ବା ସେ ଯାହା ଭି କରିବା ପାଇଁ ଚାହୁଁ ଛନ୍ତି ଆପଣ ତାନକ ଅନୁସାରେ ଚାଲିବା ପାଇଆନ ପଡିବ ।

ଆପଣ ବୋଧେ ହୁଏ ଜାଣି ଥିବେ କି ଏହା କରିବା କିମ୍ବା ଏହା ଆପଣ ଭାବିବା ସହଜ କିନ୍ତୁ ଏହାକୁ କାମରେ କରିବା କଷ୍ଟ ହୋଇ ଥାଏ । ତେବେ ଆଜି ଆମେ ଆଖିବା ପାଇଁ ଯାଉଥିବା କଥା ଅନୁସାରେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ କଣ କଣ କମ କରିବା ଦରକାର ସକାଳୁ ଉଠିଲା ମାତ୍ରେ । ଆପଣ ସକାଳର ଆରମ୍ଭ ଯେତେ ଭଲ ଭାବେ କରିବେ ସେତେ ଭଲ ରହିବ ଆପଣଙ୍କ କିବାନର ଯାତ୍ରା ।

କୁହାଯାଏ କି ଭଗବାନ କହିଛନ୍ତି କି ଯଦି କେହି ସକାଳୁ ଉଠିବା ପାଇଁ ଚେଷ୍ଟା କରୁଛି ବ୍ରହ୍ମ ମୂହୁର୍ତ୍ତ ରେ ଏହା ଅଧିକ ଶୁଭ ଅଟେ । ଆପଣ ଯଦି ଏହାକୁ ମାନିବା ପାଇ ଚାହୁଁ ନାହାନ୍ତି ତେବେ ଆପଣ ନିଶ୍ଚିତ ଭାବେ ଏହା ଆପଣଙ୍କ ଇଚ୍ଛା କିନ୍ତୁ ଏହା ସତ୍ୟ ଅଟେ କି ଆମେ ଯାହାଭି ଚାହୁଁ ତାହା ଆମେ ପାଇ ଥାଉ ଏହାର ପ୍ରମାଣ ଆମ ପାଇଁ ଆମେ ନିଜେ ହୋଇ ଥାଉ ।

ଆଜି ଆମେ କହିବା କି ଯେଉଁ ମାନେ ବେଆର କରୁଛନ୍ତି କିମ୍ବା ଯେଉଁ ମାନେ ଆଉ କିଛି କରିବା ପାଇଁ ଚାହୁଁ ଛନ୍ତି ମାତ୍ର ନିଜର ଅନେକ ସଫଳତା ପରେ ମଧ୍ୟ ସେ ମାନେ କେବେହେଲେ ଜିତି ପାରୁ ନାହାଁନ୍ତି ସେମାନେ ନିଶ୍ଚିତ ଭାବେ ଏହି ମନ୍ତ୍ର କୁ ସକାଳୁ ଉଠିବ ଅପରେ ବାଶି ମୁହଁ ରେ କହିକି ଦେଖନ୍ତୁ ଜାଣି ପାରିବେ ଏହାର ପରିଣାମ । ତେବେ ଆସନ୍ତୁ ଜାଣିବା ଆଜି ଆମେ କହିବା ପାଇଁ ଯାଉଥିବା ମନ୍ତ୍ର କୂ ଆପଣ ନିଜ ହିସାବରେ ବ୍ୟବହାର କରି ପାରିବେ ।

କିନ୍ତୁ ସକାଳୁ ଉଠିବା ମାତ୍ରେ କି ନିଜ ହାତକୁ ମୁଣ୍ଡିଆ ମାରିକି ଆପଣ ଏହାକୁ କହିବା ନିହାତି ଭାବେ ଦରକାର । ତେବେ ଆସନ୍ତୁ ଜାଣିବା କଣ କଣ କରିବା ନିହାତି ଭାବେ ଦରକାର ଅଟେ ମୁଣ୍ଡିଆ ମାରିବା ପରେ ।

ଆପଣ ମୁଣ୍ଡିଆ ମାରିବା ପରେ ଆମକୁ ଆମ ଧାରିତ୍ରି ମା କୁ ପ୍ରଣାମ କରିବା ପାଇଁ ପଡିବ କାରଣ ହେଉଛି କି ଆମେ ଏହାକୁ ପ୍ରଣାମ କରିବା ଦ୍ଵାରା ଆମେ କରୁଥିବା ପାପ ସବୁ ନଷ୍ଟ ହୋଇଜିବ । ଆମେ ଯାହାଭି କରିବା ତାହା ପାଇଁ ଆମେ ଆଗୁଆ କ୍ଷମା ପ୍ରାର୍ଥନା କରିବା ଭଲ ହୋଇ ଥାଏ । ତେବେ ଏହା ପରେ ଆମେ ଏହି ମନ୍ତ୍ର ମାନ କହିବା “ଓମ ଶ୍ରୀ ଶ୍ରୀଏ ନମଃ”, “ଓମ ଶ୍ରୀ ଶ୍ରୀଏ ନମଃ ଧନ ଦେହି” ।

“ଓମ ଶ୍ରୀ ଶ୍ରୀଏ ନମଃ ବିଦ୍ୟା ଦେହି” । “ଓମ ଶ୍ରୀ ଶ୍ରୀଏ ନମଃ ରୂପମ ଦେହି” । ମନ୍ତ୍ର ଜପ କରିବା ଆକେବେହେଲେ ନିଷ୍ଫଳ ହୁଏନି ଏହା ଏକ ବୀଜ ମନ୍ତ୍ର ଅଛି ଯାହା ଦ୍ଵାରା ଆପଣ ଯାହା ଚାହିଁବେ ତାହା ଆପଣ ପାଇବେ । ଆପଣ ଯଦି ଆଉ କିଛି ଜିନିଷ ପାଇବା ପାଇଁ ଚାହୁଁ ଛନ୍ତି ଏହି ମନ୍ତ୍ର ପରେ ଆପଣ ଏହାକୁ କହି ପାରିବେ ।

Leave a Reply

Your email address will not be published. Required fields are marked *