ଏହି ସବୁ ସଂକେତ ମିଳିଲେ ବୁଝିଯାଆନ୍ତୁ କି ଭବିଷ୍ୟତରେ ବହୁତ ଖରାପ ହେବାକୁ ଯାଉଛି, ହୋଇଯାନ୍ତୁ ସାବଧାନ! ନଚେତ ପସ୍ତେଇବେ

ଜୀବନରେ କିଛି ନା କିଛି ଏମିତି ଘଟିଥାଏ ଯାହା ଭବିଷ୍ୟତର ସୂଚନା ଦେଇଥାଏ । କିଛି ଲୋକ ଏମିତି ମାର୍ଗ ବାଛିଥାନ୍ତି ଯାହା ଭଲ ହୋଇଥାଏ । କିନ୍ତୁ ଅନ୍ୟ କିଛି ଲୋକ ଏମିତି ମାର୍ଗ ବାଛିଥାନ୍ତି ଯାହାର ପରିଣାମ ଖରାପ ହୋଇଥାଏଆ । ଅନେକ ସମୟରେ ଆମେ ଖରାପ ରାସ୍ତା ବାଛି ଭାବିଥାଉ କି ଆମେ ସଠିକ ରାସ୍ତା ଚୟନ କରିଛୁ । କିନ୍ତୁ ଆଉ କେତେକ ସମୟରେ ଆମେ ଦୁବିଧାରେ ଫଶୀ ଯାଇଥାଉ ଯେଉଁଥିରୁ ବାହାରିବା ଅମା ପାଇଁ କଷ୍ଟକର ହୋଇପଡେ ।

ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ସଂକେତ ବିଷୟରେ କହିବାକୁ ଯାଉଛୁ ଯାହା ଖରାପ ସମୟ ଆସିବା ପୂର୍ବରୁ ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ । ୧- ଅବହେଳା : ଯଦି ଆପଣଙ୍କର ରାସ୍ତାରେ ଯାଉଥିବା ସମୟରେ ଦୁର୍ଘଟଣା ହେଉଛି ତେବେ ଏହାକୁ ନଜର ଅନ୍ଦାଜ କରିବା ଅନୁଚିତ । ଯଦି ବାରମ୍ବାର ଦୁର୍ଘଟଣା ଘଟୁଛି ତେବେ ତାହା କୌଣସି ବିପଦ ଆସିବାର ସଙ୍କେତ ଦେଇଥାଏ ।

୨- ଭୁଲିଯିବା : ଯଦି ଆପଣ କୌଣସି କଥା ବୁଲି ଯାଉଛନ୍ତି ବା କୌଣସି କଥା ଅପାନଙ୍କର ମାନେ ରହୁନାହି ତେବେ ଆପଣଙ୍କୁ ନିଜ ସହ କିଛି ସମୟ ବିତାଇବାର ସୂଚନା ମିଳିଥାଏ । ଆପଣଙ୍କ ମସ୍ତିସ୍କରେ ଏମିତି କିଛି ଚାଲିଥାଏ ଯାହା ଆପଣଙ୍କୁ ବ୍ୟସ୍ତ ବିବ୍ରତ କରିଥାଏ । କିନ୍ତୁ ଏଥିରେ ଚିନ୍ତା କରିବାର ଆବଶ୍ୟକତା ନାହି ।

୩- ପ୍ରତେକ ଜାଗାରେ ବିଳମ୍ବରେ ପହଞ୍ଚିବା : ଆପଣ କୌଣସି ଜାଗାକୁ ଯିବା ପାଇଁ ବାହାରିଛନ୍ତି କିନ୍ତୁ ସମୟ ଅନୁସାରେ ସେଠାରେ ପହଞ୍ଚି ପାରିଲେ ନାହି । ଏହାର କାରଣ ଆପଣ ଅନେକ ସମୟରେ ଟ୍ରାଫିକରେ ଫସିଗଲେ ବା ଗାଡି ଖରାପ ହୋଇଗଲା ଏହା ସୂଚନା ଦେଇଥାଏ କି ଆପଣଙ୍କୁ ଆଗକୁ ନ ଯିବା ପାଇଁ ସୂଚନା ଦିଆ ଯାଉଛି । କାରଣ ଆପଣଙ୍କ ରାସ୍ତା ସଠିକ ନାହି ।

୪- ଅସ୍ତବ୍ୟସ୍ତ ବାତାବରଣ : ଆପଣ କୌଣସି କଥାକୁ ନେଇ ବା ଘଟଣାକୁ ନେଇ ସର୍ବଦା ବ୍ୟସ୍ତ ବିବ୍ରତ ରହୁଛନ୍ତି । ଯାହା ପାଇଁ ଆପଣ ମାନସିକ ଚିନ୍ତାରେ ରହୁଛନ୍ତି । ଏହାର କାରଣ ହେଉଛି ଆଜି ବି ଆପଣଙ୍କ ଅତୀତ ଆପଣଙ୍କୁ ବ୍ୟସ୍ତ ବିବ୍ରତ କରାଉଛି ।

୫- ପଞ୍ଚମ ସଂକେତ : ଯଦି ଆପଣଙ୍କ ହାତରୁ ବାରମ୍ବାର କୌଣସି ଜିନିଷ ଖସି ଯାଉଛି ଏହାର ଆର୍ଥ ହେଉଛି ଆପଣଙ୍କ ଜୀବନରେ ଖରାପ ସମୟ ଆସିବାକୁ ଯାଉଛି । ଏହାର ଅନ୍ୟ ଏକ ଅର୍ଥ ହେଉଛି ଆପଣ ଲାଳସାରେ ସଫଳତା ହାସଲ କରିବାକୁ ଚାହୁଁଛନ୍ତି ଯାହା ସମ୍ପୁର୍ଣ୍ଣ ଭୁଲ ।

୬- ଷଷ୍ଠ ସଂକେତ : ଯଦି ଆପଣ ବାରମ୍ବାର ରୋଗରେ ପଡୁଛନ୍ତି ତେବେ ସୂଚନା ମିଳିଥାଏ ଆପଣ ଯେଉଁ ମାର୍ଗରେ ଚାଲୁଛନ୍ତି ତାହା ଆପଣଙ୍କ ପାଇଁ ସଠିକ ନୁହେଁ । ଏହାର ଅନ୍ୟ ଏକ ଅର୍ଥ ହେଉଛି ଆପଣ ଅନ୍ୟର ନିର୍ଣ୍ଣୟ ଅନୁସାରେ ନିଜ ଜୀବନକୁ ଚଲାଉଛନ୍ତି ଯାହା ଠିକ ନୁହେଁ ।

୭- କଳହରୁ ବଞ୍ଚିବା : ଆପଣ କୌଣସି କଥାକୁ ଅଣଦେଖା କରିବା ବା କୌଣସି ସତ କଥାକୁ ସହଜରେ ଗ୍ରହଣ ନ କରିବା । ଯାହା ଦ୍ଵାରା ଆପଣ କଳହରୁ ବଞ୍ଚି ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *