କିଛି ଏମିତି ପରମ୍ପରା ଯାହା ବିଷୟରେ ଜାଣି ଆପଣଙ୍କ ମୁଣ୍ଡ ଘୁରେଇବ… 1 ମିନିଟ ସମୟ କାଢି ନିଶ୍ଚୟ ଦେଖନ୍ତୁ

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ବିଷୟ ବସ୍ତୁ ନେଇ ଆସିଛୁ ଯେଉଁଠାରେ ବିଭିନ୍ନ ଦେଶ ମାନଙ୍କରେ କେଉଁ ପ୍ରକାରର ପରମ୍ପରା ରହିଛି ସେହି ବିଷୟରେ କହିବାକୁ ଯାଉଛୁ । ୧- ପ୍ରଥମ ଭିଡିଓ ରେ ଡେନମାର୍କରେ କବର ସ୍ଥାନରେ ସେଠିକାର ଲୋକ ମାନେ ପିକନିକ ମନାଇବାକୁ ଯାଇଥାନ୍ତି । ଯେଉଁ ଠାରେ ବ୍ୟକ୍ତିର ମୃ-ତ୍ୟୁ ପରେ ତାକୁ ନିଆ ଯାଇଥାଏ । କବରକୁ ଯାଇ ଡେନମାର୍କର ଲୋକ ମାନେ ସେଠାରେ ବୁଲିବା ସହ ମଜାମସ୍ତି କରିଥାନ୍ତି ।

୨- ଦିତୀୟ ଭିଡିଓ ରେ ଆଫ୍ରିକାରେ ଏମିତି ଏକ ଆଦିବାସୀ ସମୁଦାୟ ଅଛି ଯେଉଁଠାରେ ବାହାରୁ ଆସିଥିବା ଲୋକଙ୍କୁ ସ୍ଵାଗତ ଜଣାଇବା ପାଇଁ ବା ଆଶୀର୍ବାଦ ଦେବା ପାଇଁ ତାଙ୍କ ଉପରେ ଛେପ ପକାଇଥାନ୍ତି । ସେଠାରେ ଯେତେବେଳେ ବିବାହ ହୋଇଥାଏ ତେବେ ବୃଦ୍ଧ ବ୍ୟକ୍ତି କନ୍ୟା ଉପରେ ଛେପ ପକାଇ ତାକୁ ଆଶୀର୍ବାଦ ଦେବାର ପ୍ରଥା ରହିଛି ।

୩- ତୃତୀୟ ଭିଡିଓ ରେ ଚୀନ ରେ ଏମିତି ଏକ ସମୁଦାୟ ଅଛି ଯେଉଁଠାରେ ନୂଆ ପ୍ରଥା ରହିଛି ବିବାହକୁ ନେଇ । ସେଠାରେ ବିବାହ ପୂର୍ବରୁ ଝିଅକୁ ୧୦ ଦିନ ଆଗରୁ କାନ୍ଦିବାକୁ ପଡିଥାଏ ଯାହା ତାଙ୍କ ଜାତିର ପରମ୍ପରା ଅଟେ । ଯଦି ଏପରି ନ ହୁଏ ତେବେ ଝିଅ ସହ ତା ଅପରିବାରକୁ ସମାଜରେ ଅ-ପ-ମା-ନି-ତ ହେବାକୁ ପଡିଥାଏ । ତେଣୁ ଝିଅ କୁ ବିବାହ ପୂର୍ବ ରୁ ଦୁଖ ଭରା ଗୀତ ଶୁଣାଯାଏ ଯାହା ଦ୍ଵାରା ଝିଅ ଟି ପ୍ରତି ଦିନ ଗୋଟେ ଘଣ୍ଟା ଯାଏଁ କାନ୍ଦିବ ।

୪- ଚତୁର୍ଥ ଭିଡିଓ ରେ ଚୀନ ଓ ସାଉଥ କୋରିୟା ରେ ଏମିତି ଏକ ପ୍ରଥା ରହିଛି ଯେ ଯେବେ ପିଲା ଟି ଜନ୍ମ ହୁଏ ତେବେ ସେହି ଦିନରୁ ପିଲା କୁ ୧ ବର୍ଷ ହୋଇଗଲା ବୋଲି ମାନାଯାଏ । ଏହି ଦୁଇ ଟି ଦେଶରେ ପିଲାର ୩୬୫ ଦିନ ପରେ ବର୍ଷକ ର ନୁହେଁ ବରଂ ଦିତୀୟ ଜନ୍ମ ଦିନ ପାଳନ କରାଯାଏ ।

୫- ପଞ୍ଚମ ଭିଡିଓ ରେ ଇଜିପ୍ଟ ରେ ଏକ ଅଲଗା ପ୍ରକାରର ପରମ୍ପରା ରହିଛି । ଯଦି ସେଠାରେ କୌଣସି ହୋଟେଲ ରେ ଖାଦ୍ଯ ରେ ଲୁଣ କମ ଥାଏ ତେବେ ସ୍ଵାଦ ଅନୁଯାୟୀ ଲୁଣ ମାଗି ପାରିବେ ନାହିଁ । କାରଣ ଏହା ଦ୍ଵାରା ସେଠାରେ କାମ କରୁଥିବା ସେଫ ମାନେ ନିଜକୁ ଅ-ପ-ମା-ନି-ତ ମନେ କରିଥାନ୍ତି ଯାହା ଏକ ଅଦ୍ଭୁତ ପରମ୍ପରା ରହିଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *