ରାତିରେ ଶୋଇବା ପୂର୍ବରୁ ଚୁଟିରେ ଲଗାନ୍ତୁ ଏହି ତେଲ, 10 ଗୁଣା ଶୀଘ୍ର ବଢିବ ଚୁଟି ଓ ଝଡିବା ହେବ ସପ୍ତାହରେ ବନ୍ଦ- Hair Care

ଆଜିକାଲି କେଶ ସମସ୍ଯା ଅଧିକାଂଶ ପୁଅ ଓ ଝିଅ ମାନଙ୍କ କ୍ଷେତ୍ର ରେ ଦେଖା ଯାଉଛି । ଯାହା ଦ୍ଵାରା କେଶ ଝଡିବା ଠାରୁ ଆରମ୍ଭ କରି ରୂପୀ ଭଳି ସମସ୍ଯା ଦେଖା ଯାଉଛି । ଏଥିପାଇଁ କିଛି ଲୋକ ମାନେ ବଜାରରେ ମିଳୁଥିବା ଅନେକ ପ୍ରଡ଼କ୍ଟ ବ୍ୟବହାର କରୁଛନ୍ତି । କିନ୍ତୁ ଫଳରେ କେଶ ସମସ୍ୟା କମ ହେବା ବଦଳରେ ଅଧିକ ଝଡିବାରେ ଲାଗୁଛି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ତେଲ ବିଷୟରେ କହିବାକୁ ଯାଉଛୁ ଯାହାର ବ୍ୟବହାର କରିଲେ କେଶ ଝଡିବା ବନ୍ଦ ହେବ ସହ କେଶ ଅଧିକ ଲମ୍ବା ହେବାକୁ ଲାଗିବ ।

ଏଥିପାଇଁ ଆପଣ ଏକ ପାତ୍ର ରେ କିଛି ସୋରିଷ ତେଲ ନିଅନ୍ତୁ । ସୋରିଷ ତେଲେ ସାଧାରଣତ ଆମେ ଖାଇବାରେ ବ୍ୟବହାର କରିଥାଉ । କିନ୍ତୁ କେଶ ଝଡିବା ଭଳି ସମସ୍ୟା ଦୂର କରିବା ପାଇଁ ସୋରିଷ ତେଲ ବହୁତ ସହାୟକ ହୋଇଥାଏ । କାରଣ ସୋରିଷ ତେଲରେ ଥିବା ଓମେଗା-୩ କେଶ ସମସ୍ଯା ପାଇଁ ସାହାଜ୍ଯକାରୀ ହୋଇଥାଏ । ଏହା ସହ ଧଳା କେଶ କୁ କଳା କରିଥାଏ ସୋରିଷ ତେଲ ।

ଏହା ପରେ ଆଡ କରନ୍ତୁ ଆଲମଣ୍ଡ ତେଲ । ଏଥିରେ ଭିଟାମିନ-ଇ ଥିବାରୁ ଏହା କେଶ ଝଡିବା ବନ୍ଦ କରିବା ସହ କେଶ ଲାମ୍ବା କରିବାରେ ସାହାଜ୍ଯ କରିଥାଏ । ଏହା ସହ ଆମ ଚୁଟିକୁ ଘନ ଓ କଳା କରିଥାଏ । ଏହା ପରେ ଆଡ କାରନ୍ତୁ ରାଶି ତେଲ ।

ରାଶି ତେଲ ଆମ ମୁଣ୍ଡକୁ ଥଣ୍ଡା କରିବା ଦ୍ଵାରା ଚୁଟି ଝଡିବା ବନ୍ଦ ହୋଇଥାଏ । ଏହା ସହ ରାଶି ତେଲ ଧଳା ଚୁଟିକୁ କଳା କରିବାରେ ସହାୟକ ହୋଇଥାଏ । ଏହା ପରେ ଆଡ କରନ୍ତୁ ଭିଟାମିନ-ଇ କ୍ୟାପସୁଲ ଯାହା ଆମ ସ୍କିନ ସହ ହେୟାର ପାଇଁ ବେଷ୍ଟ ହୋଇଥାଏ । ଏହା ଆମ କେଶକୁ ସିଲକି, ସାଇନି ଓ ଷ୍ଟ୍ରାଙ୍ଗ କରିବାରେ ସହାୟକ ହୋଇଥାଏ । ଏହା ପରେ ଏହି ସବୁ ସାମଗ୍ରୀର ଭଲ ଭାବେ ମିଶ୍ରଣ କରନ୍ତୁ ।

ଆପଣ ପ୍ରତିଦିନ ଯେପରି କେଶରେ ତେଲ ଲଗାନ୍ତି ଠିକ ସେହିପରି ଏହି ତେଲର କେଶରେ ହଲାକ ଭାବେ ମଶାଚ କରନ୍ତୁ । ଏହାକୁ ୫ରୁ ୧୦ ମିନିଟ ଯାଏଁ ମଶାଚ କରନ୍ତୁ । ଆପଣ ଏହାକୁ ରାତିରେ ଲଗାଇ ଦୁଇ ଘଣ୍ଟା ଯାଏଁ ରଖନ୍ତୁ । ଏହି ତେଲ ଆମ ହେୟାର ପାଇଁ ବହୁତ ଉପକାରୀତା ଅଟେ ।

ଏହି ତେଲର ପ୍ରୟୋଗ କରିବା ଦ୍ଵାରା କେୟାର ସମସ୍ଯା ଦୂର ହେବା ସହ ଚୁଟି ଘନ ଓ ଲମ୍ବା ହୋଇଥାଏ । ଆପଣ ଏହି ତେଲକୁ ରାତି ସାରା ଲଗାଇ ରଖି ପାରିବେ । ଏହାକୁ ସପ୍ତାହକୁ ଦୁଇ ଥର ବ୍ୟବହାର କରନ୍ତୁ । ମଶାଚ କରିବା ଦ୍ଵାରା ଆପଣଙ୍କ ହେୟାର ଷ୍ଟ୍ରଙ୍ଗ ହୋଇ ପାରିବ । ତେଣୁ ଥରେ ଏହି ତେଲର ବ୍ୟବହାର ନିଜର କେଶରେ କରି ଦେଖନ୍ତୁ । କେଶ ଝଡିବା ଭଳି ସମସ୍ଯା ଦୂର ହେବା ସହ ଚୁଟି ବହୁତ ଜଲ୍ଦି ବଢିବାରେ ଲାଗିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *