ଏହି ରାଶି ଲୋକଙ୍କ ପାଇଁ ଅତି ଭାଗ୍ୟଶାଳୀ ଅଟେ କଳା ରଙ୍ଗ- ସବୁ ଦିଗରୁ ହୁଏ ଧନ ବର୍ଷା

ସବୁ ରଙ୍ଗ କିଛି ନା କିଛି କହିଥାଏ ଓ ସବୁ ରଙ୍ଗର ନିଜର ଗୋଟେ ଶକ୍ତି ଥାଏ । ତେବେ କିଛି ରଙ୍ଗ କାହା ପାଇଁ ଲକି ହୋଇଥାଏ ଓ କିଛି ରଙ୍ଗ କାହା ପାଇଁ ଅଶୁଭ ବା ଅନଲକି ହୋଇଥାଏ । ଜ୍ୟୋତିଷ ଅନୁଯାଇ ଯଦି ସଫଳତା ପ୍ରାପ୍ତ କରିବାର ଅଛି ତେବେ ନିଜ ରାଶି ଅନୁଯାଇ ରଙ୍ଗ ବ୍ୟବହାର କରିବା ଉଚିତ । କାହିଁକିନା ଏହି ରଙ୍ଗ ଆପଣଙ୍କ ଜୀବନ ରେ ସୁଖ ଆଣିଥାଏ ଓ ଆପଣଙ୍କ ଜୀବନକୁ ସୁଖମୟ କରିଥାଏ ।

କେତେକ ଥର ଆପଣ ଭୁଲ ରଙ୍ଗ ବ୍ୟବହାର କରିଥାନ୍ତି ଯାହା ପ୍ରଭାବ ଆପଣଙ୍କ ରାଶି ଉପରେ ପଡିଥାଏ, ଏମିତି କିଛି ରଙ୍ଗ ନାହିଁ ଯାହା ଆପଣଙ୍କ ରାଶି ଅନୁଯାଇ ଶୁଭ ବା ଅଶୁଭ ହୋଇ ନଥାଏ ।

କଳା ରଙ୍ଗ ସବୁ ଧର୍ମ ରେ ନଜର ଦୋଷ ରକ୍ଷକ ଭଳି ମାନ୍ୟତା ଅଟେ, ଏହି ରଙ୍ଗକୁ ଶାଣିଦେବଙ୍କ ସୂଚକ ମଧ୍ୟ କୁହା ଯାଏ, ଏହି ରଙ୍ଗ ସହ ସାଙ୍ଗ ହବା ଅର୍ଥ ଆପଣ ସବୁ ପ୍ରକାର ଖରାପ ଜିନିଷ ଠାରୁ ସୁରକ୍ଷିତ ଅଛନ୍ତି । ତେବେ ଏହି ରଙ୍ଗ ପ୍ରୟୋଗ ସବୁ ପ୍ରକାର ପୂଜା ଇତ୍ୟାଦି କାମ ପାଇଁ ବର୍ଜିତ ଅଟେ ।

ତେବେ ଆସନ୍ତୁ ଜାଣିବା କେଉଁ ରାଶି ପାଇଁ କଳା ରଙ୍ଗ ଶୁଭ ଅଟେ :

ମିଥୁନ ରାଶି :

ମିଥୁନ ରାଶି ଗ୍ରହ ସ୍ଵାମୀ ବୁଧ ଅଟନ୍ତି ଓ ଏହି ରାଶି ଶୁଭ ରଙ୍ଗ କଳା ହୋଇଥାଏ । ଯଦି ଆପଣ ମଧ୍ୟ ମିଥୁନ ରାଶି ଜାତକ ଅଟନ୍ତି ଓ କଳା ରଙ୍ଗ ବସ୍ତ୍ର ଧାରଣ କରନ୍ତି ତେବେ ଆପଣଙ୍କ ଉପରୁ ସବୁ ପ୍ରକାର ନକାରାତ୍ମକ ଶକ୍ତି ଦୂରେଇ ଯାଇଥାଏ ଏବଂ ଜୀବନ ରେ ବହୁତ ପ୍ରକାର ସଫଳତା ପ୍ରାପ୍ତ ହୋଇଥାଏ ।

କନ୍ୟା ରାଶି :

କନ୍ୟା ରାଶି ସ୍ଵାମୀ ବୁଧ ଗ୍ରହ ଅଟନ୍ତି ଓ ଏହି ରାଶି ଜାତକଙ୍କ ପାଇଁ କଳା ରଙ୍ଗ ପିନ୍ଧିବା ବହୁତ ଶୁଭ ଅଟେ । ଏହି ରାଶି ଜାତକଙ୍କ ପାଇଁ କଳା ରଙ୍ଗ ବହୁତ ଭାଗ୍ୟଶାଳି ଅଟେ, ଏହି ରାଶି ଲୋକଙ୍କ କଳା ରଙ୍ଗ ଧାରଣ କରିବା ଦ୍ଵାରା ଆର୍ଥିକ ସ୍ଥିତି ଭଲ ହୋଇଥାଏ ସେଥିପାଇଁ କନ୍ୟା ରାଶି ଜାତକମାନେ କଳା ବସ୍ତ୍ର ଅବଶ୍ୟ ପିନ୍ଧନ୍ତୁ ।

ମକର ରାଶି :

ଜ୍ୟୋତିଷ ଶାସ୍ତ୍ର ଅନୁଯାଇ କଳା ରଙ୍ଗ କପଡା ପିନ୍ଧିବା ବହୁତ ଶୁଭ ଅଟେ, ଏହା ସହ ତାଙ୍କ ଉପରେ ସୂର୍ଯ୍ୟଦେବଙ୍କ କୃପା ଅସିମ ହୋଇଥାଏ ଓ ଏହି ରାଶି ଜାତକଙ୍କ କେରିୟର ବହୁତ ଭଲ ହୋଇଥାଏ । ଯଦି ଆପଣଙ୍କ ରାଶି ମକର ଅଟେ ତେବେ ଆପଣଙ୍କୁ ମଧ୍ୟ କଳା ରଙ୍ଗ ବସ୍ତ୍ର ଧାରଣ କରିବା ଉଚିତ ଅଟେ ।

Leave a Reply

Your email address will not be published. Required fields are marked *