ଆପଣଙ୍କ Aadhaar Card ଅସଲି କି ନକଲି ଓ Aadhaar Card କେତେ ସୁରକ୍ଷିତ କେମିତି ଜାଣିବେ ?

ନମସ୍କାର ବନ୍ଧୁଗଣ । ଆପଣଙ୍କ ଆଧାର କାର୍ଡ ଅସଲି ନାଁ ନକଲି ତାହା ଜାଣିବେ କେମିତି ଆଜି ଆମେ ଆପଣ ମାନଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ । ଆପଣଙ୍କ ଆଧାର ନମ୍ବରରେ ଅନ୍ୟ କେହି ଫାଇଦା ଉଠାଇ ନାହାନ୍ତି ତ ବା କେମିତି ଜାଣିବେ ଆପଣଙ୍କ ଆଧାର କାର୍ଡ କେତେ ସୁରକ୍ଷିତ ରହିଛି । ଏ ନେଇ UIDAI ପକ୍ଷରୁ ସ୍ପଷ୍ଟ ସୂଚନା ଦିଆ ଯାଇଛି ଯେ ଆପଣଙ୍କ ଆଧାର କାର୍ଡ କେତେ ସୁରକ୍ଷିତ ତାହା କେମିତି ଜାଣିବେ ।

ଆଜିର ସମୟରେ ଆଧାର କାର୍ଡ ଏକ ଜରୁରୀ ପ୍ରମାଣ ପତ୍ର ଭାବେ ଆବଶ୍ୟକ ରହିଛି । ଆଧାର କାର୍ଡ ଏକ ପରିଚୟ ପତ୍ର ଓ ପାର୍ଶ୍ଵ ସ୍ଥାନର ପ୍ରମାଣ ଭାବରେ ଉପୋଯୋଗୀ ହେବା ସହ ଯେ କୌଣସି ସରକାରୀ ଆର୍ଥିକ ଯୋଜନାର ଲାଭ ଉଠାଇବା ପାଇଁ ଆଧାର କାର୍ଡ ର ଆବଶ୍ୟକତା ପଡୁଛି ।

ବ୍ଯାଙ୍କ ଆକାଉଣ୍ଟ ଖୋଲିବା ଠାରୁ ନେଇ ପାସ୍ପୋର୍ଟ, ଡ୍ରାଇଭିଙ୍ଗ ଲା ଇସେ ନ୍ସ, ଏମିତିକି କୋ ଭି ଡ଼ ଟୀକା ପାଇବା ସହ ଆୟକର ଋଟର୍ନ ଦାଖଲ କରିବା କ୍ଷେତ୍ରରେ ଆଧାର କାର୍ଡ ଦରକାର ହେଉଛି । ତେଣୁ ଏହା ନିଶ୍ଚିନ୍ତ ଭାବେ ସୁରକ୍ଷିତ ରହିବା ଆବଶ୍ୟକ ।

ଆଧାର ହେଉଛି ସ୍ଵ ତ ନ୍ତ୍ର ପରିଚୟ ନମ୍ବର ଯାହା ଜାନୁଆରୀ ୨୦୦୯ ରେ ଆରମ୍ଭ କରା ଯାଇଥିଲା । ଆଧାର ପାଇଁ ତଥ୍ୟ UIDAI ଦ୍ଵାରା ସଂଗ୍ରହ କରା ଯାଇଛି । ଆଧାର ଉପୋଯୋଗୀତା ବଢୁଛି ତେଣୁ ଆଧାର ସହ ଜଡିତ ଜାଲିଆତି ମଧ୍ୟ ବଢିବାରେ ଲାଗିଛି ।

ୟୁନିକ ଆଦେନ୍ଟିଫିକେଶନା ଅ ର୍ଥରୀ ଟି ଅଫ ଇଣ୍ଡିଆ ବା UIDAI ର ସୂଚନା ଅନୁସାରେ ଦେଶରେ ଆଧାର ସମ୍ଭଧୀୟ ଜାଲିଆତି ଆମମାଳା ରିପୋର୍ଟ ହେବା ପରେ ସମସ୍ତ ୧୨ ଅଙ୍କ ବିଶିତ ସଂଖ୍ୟା ଆଧାର ଆଧାରିତ ନୁହେଁ । ଏହା ସହ ଆପଣ ଘରେ ବସି ଆଧାର ଅସଲି କି ନକଲି ମଧ୍ୟ ଜାଣି ପାରିବେ ।

ଏବେ ଆସନ୍ତୁ ଜାଣିବା ଆପଣଙ୍କ ଆଧାର କାର୍ଡ କେତେ ସୁରକ୍ଷିତ ରହିଛି । ପ୍ରଥମେ UIDAI ୱେବ ସାଇଟକୁ ଯାଇ uidai.gov.in କ୍ଲିକ କରନ୍ତୁ । ଏହା ପରେ My Aadhaar’ ରେ କ୍ଲିକ କରନ୍ତୁ । ମୋ ଆଧାର ଉପରେ କ୍ଲିକ କରିବା ପରେ ଅନେକ ଲିଷ୍ଟ ଆସିବ । ଏହା ପରେ ଭେରୀଫାଏ ଅନ ଆଧାର ନମ୍ବର ଉପରେ କ୍ଲିକ କରନ୍ତୁ ।

ଏହା ପରେ ନିଜର ୧୨ ଅଙ୍କ ବିଶିଷ୍ଟ ଆଧାର କାର୍ଡ ନମ୍ବର ମାରନ୍ତୁ ଓ ଆଧାର ଯା ଞ୍ଚ କରାନ୍ତୁ । ଏହା ପରେ ପ୍ରୋସିଡ ଟୁ ଭେ ରୀଫା ଏ ରେ କ୍ଲିକ କରନ୍ତୁ । ଯଦି ସେହି ଆଧାର କାର୍ଡ ସହ ମୋବାଇଲ ନମ୍ବର ରହିଥିବ ତେବେ ସେହି ମୋବାଇଲ ନମ୍ବରକୁ ଏକ ଓଟିପି ଯିବ । ଏହି ମ୍ଯାସେଜରେ ଆଧାର କାର୍ଡର ନମ୍ବର ସହ ଲିଙ୍କ ସହ ମୋବାଇଲ ନମ୍ବର ଆସିବା ସହ ପୂର୍ବରୁ ଏହାକୁ ଯାଞ୍ଚ କରା ଯାଇଛି କି ନାହି ସେ ନେଇ ସୂଚନା ଦିଆଯିବ । ଏହା ପରେ ଆପଣଙ୍କ ଆଧାର ନକଲି କି ଅସଲି ଜଣା ପଡିବ ।

ବନ୍ଧୁଗଣ ଆପଣଙ୍କର ଏହି ମାମଲାରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *