କୌଣସି ଶୁଭ କାମରେ ଗଲା ବେଳେ ବାଟରେ ଗୋବର ମାଡିଲେ କେଉଁ ସଂକେତ ମିଳିଥାଏ ? Aajira Anuchinta

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ଅନୁଚିନ୍ତା ନେଇ ଆସିଛୁ ଯାହା ଆପଣଙ୍କର ଦୈନିକ ଜୀବନରେ ବହୁତ ଉପକାରରେ ଆସିବ । ଏହି ଅନୁଚିନ୍ତା ଗୁଡିକରୁ ଆପଣ ମାନେ ବହୁତ କିଛି ଶିଖିବା ସହ ନୂଆ କଥା ଜାଣି ପାରିବେ । ଯାହା ଆପଣଙ୍କ ଘର ଓ ଜୀବନ ପାଇଁ ବହୁତ ଜରୁରୀ ଅଟେ । ଏହାର ପାଳନ କରିଲେ ଆପଣଙ୍କ ଜୀବନ ସୁଖ ସମୃଦ୍ଧିରେ ଭାରି ଯିବ । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

୧- ଘରର ପଶ୍ଚିମ ଦିଗରେ ଭୋଜନ କରିଲେ ଘରେ ସୁଖ ସମୃଦ୍ଧି ଲାଭ ହୋଇଥାଏ । ଘରର ଐଶାନ୍ୟ କୋଣ ଅପରିଷ୍କାର ରଖିଲେ ଅନେକ ସମସ୍ୟା ଦେଖାଯାଏ । ଗୋଟିଏ ମାଠିଆରେ ବର୍ଷା ପାଣି ସଂଗ୍ରହ କରି ରଖିଲେ ଅନେକ ସମସ୍ଯା ଦୂର ହୋଇଥାଏ ।

୨- ଘରର ମୁଖ୍ୟ ଦ୍ଵାରା କେବେ ଭଙ୍ଗା ହେବା ଉଚିତ ନୁହେଁ । ଏହା ଦ୍ଵାରା ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ରହିଥାଏ । ଶରୀରରେ ଯନ୍ତ୍ରଣା କମ ନ ହେଉଥିଲେ ସନା କରିବା ସମୟରେ ଗଙ୍ଗାଜଳ ମିଶାଇଲେ ଭଲ ହୋଇଥାଏ ।

୩- ରୋଗ ଭଲ ହେଲା ପରେ ଯଦି ବାରମ୍ବାର ହେଉଥାଏ ତେବେ ଅସହାୟଙ୍କୁ ଦାନ କରନ୍ତୁ । ସନ୍ଧ୍ୟା ସମୟରେ ଶୋଇବା, ପଢିବା ବା ଖାଇବା ଅନୁଚିତ । ଶୋଇବା ସମୟରେ ଓଦା ଗୋଡରେ ଶୋଇବା ଅନୁଚିତ ।

୪- ରାତିରେ ଦହି, ଭାତ ବା ଛତୁଆ ଖାଇଲେ ମା ଲକ୍ଷ୍ମୀଙ୍କ ଅପମାନ ହେବା ସହ ଆର୍ଥିକ ସାମସ୍ୟା ଦେଖାଯାଏ । ସକାଳେ ଉଠିବା ପରେ ମୁହଁ ନ ଧୋଇ ଚାହା ସେବନ କରିବା ଅନୁଚିତ ।

୫- ପୂଜା ଫୁଲ ଘରେ ରଖିବା ଅଶୁଭ ହୋଇଥାଏ । ଘରେ ନଦୀରୁ ଜଳ ସଂଗ୍ରହ କରି ଐଶାନ୍ୟ କୋଣରେ ରଖିଲେ ଶୁଭ ହୋଇଥାଏ । ଶୁଭ କାମରେ ବାହାରିବା ପୂର୍ବରୁ କାଉକୁ ରୋଟି ଖାଇବାକୁ ଦେଲେ ଯାତ୍ରା ଶୁଭ ହୋଇଥାଏ ।

୬- ବାରମ୍ବାର ଧନହାନୀ ହେଉଛି ତେବେ କଳାଖସାକୁ ଘରର ଲୋକଙ୍କ ମୁଣ୍ଡ ଚାରିପାଖରେ ୭ଥର ବୁଲାଇ ଉତ୍ତର ଦିଗକୁ ପିଙ୍ଗିଦେଲେ ଦୂର ହୋଇଥାଏ । ବେପାରରେ କ୍ଷତି ହେଉଥାଏ ତେବେ ଓସ୍ତ ଗଛରେ ବୁଧବାର ଦିନ ଧଳା ପତାକା ଲାଗିଲେ ଦୂର ହୋଇଥାଏ ।

୭- ଘରର ମୁଖ୍ୟ ଦ୍ଵାରରେ ଅଶୋକ ଗଛ ଲଗାଇଲେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଘରୁ ଭୋର ସମୟରେ ବାହାରିବା ଅଶୁଭ ହୋଇଥାଏ । ଘରେ କାଚ ଜିନିଷ ଭାଙ୍ଗିଲେ ବିପଦା ଆସିବାର କାରଣ ହୋଇଥାଏ ।

୮- ରାସ୍ତାରେ ଗୋଡରେ ଗୋବର ମାଡିଲେ ବା କାଦୁଅରେ ଗୋଡ ପଡିଲେ ସମସ୍ୟା ଆସିବାର ସୂଚନା ମିଳିଥାଏ । ଘରୁ ବାହାରିବା ସମୟରେ ଭିକାରିଙ୍କୁ ଦେଖିଲେ ଶୁଭ ହୋଇଥାଏ । ମୁହଁରେ ବ୍ରଣ ହେଉଥିଲେ ଅମୃତଭଣ୍ଡା ଫୁଲକୁ ବାଟି ଲଗାଇଲେ ଭଲ ହୋଇଥାଏ ।

୯- ଜ୍ଵର ହୋଇଥିଲେ ଗଙ୍ଗଶିଉଳି ପତ୍ର ଓ ମହୁ ମିଶାଇ ସେବନ କରିଲେ ଭଲ ହୋଇଥାଏ । ଯଦି କୃମି ହୋଇଥାଏ ତେବେ ହଳଦୀ ଗୁଣ୍ଡ ୩ଗ୍ରାମ ଦିନକୁ ୩ ଥର ୭ଦିନ ଖାଇଲେ ଦୂର ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *