କୁକୁର କୁ କେଉଁ ଦେଶରେ ପୂଜା କରାଯାଏ ? ଏହା ସହ ଆହୁରି 10+ GK Quiz

ନମସ୍କାର ବନ୍ଧୁଗଣ, ଦୁନିଆ ହେଉଛି ଏକ ବଡ ପ୍ରଶ୍ନ । କାରଣ ପ୍ରଶ୍ନ ବିନା କିଛି ସମ୍ଭବ ନୁହେଁ । ଯଦି ପ୍ରଶ୍ନ ନ ରହିବ ତେବେ ଉତ୍ତର କେଉଁଠାରୁ ଆସିବ । ତେଣୁ ଆପଣ ମାନଙ୍କ ମନରେ ରହିଥିବା ପ୍ରଶ୍ନ ସ୍ଵାଭାବିକ ଯାହାର ଉତ୍ତର ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ । ଯାହାର ଉତ୍ତର ଜାଣିବା ପରେ ଆପଣ ନିଜର ଜ୍ଞାନ ଏବଂ ବୁଦ୍ଧିକୁ ନିହାତି ଭାବରେ ବିକଶିତ କରି ଏହାକୁ କୌଣସି କାର୍ଯ୍ୟରେ କାର୍ଯ୍ୟକାରୀ କରିପାରିବେ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନର ଉତ୍ତର । ଜୀବନରେ ଆଗକୁ ବଢିବା ପାଇଁ ତଥା ଗୋଟିଏ ସଫଳ ମନିଷଟିଏ ହେବା ପାଇଁ ପାଠ ନିହାତି ଆବଶ୍ୟକ । ଆଉ ବିନା ପ୍ରଶ୍ନରେ ତ ଆଜି ଯାଏ କେହି ଜ୍ଞାନୀ କି ବିଦ୍ଵାନ ହୋଇପାରି ନାହାନ୍ତି ।

ତେଣୁ ସବୁବେଳେ ମନରେ କିଛି ନା କିଛି କଥାକୁ ନେଇ ପ୍ରଶ୍ନ ଉଠିଥାଏ । ସେହି ଅଜଣା ପ୍ରଶ୍ନର ଉତ୍ତର ହିଁ ମଣିଷକୁ ଜ୍ଞାନୀ ହେବାର ପରିଚୟ ଦେଇଥାଏ । ତେଣୁ ଆଜି ଆମ ଆପଣ ମାନଙ୍କୁ ଏଭଳି କିଛି ଅଜଣା ପ୍ରଶ୍ନର ଉତ୍ତର ଜଣାଇବା ପାଇଁ ଯାଉଛୁ ଯାହା ଆପଣଙ୍କ ପାଠ ପଢାରେ ଆଗକୁ ବଢିବା ପାଇଁ ସହାୟ ହେବ । ଏହି ସବୁ ପ୍ରଶ୍ନ ଓ ଉତ୍ତର ଗୁଡିକ ଅନେକ ସମୟରେ ପରୀକ୍ଷା ରେ ପଡିଥାଏ । ଯାହାକୁ କିଛି ପିଲା ମାନେ ଜାଣି ପାରନ୍ତି ନାହିଁ । ତେଣୁ ଏହି ସବୁ ପ୍ରଶ୍ନ ଓ ତାହାର ଉତ୍ତର ଗୁଡିକ ନିଶ୍ଚୟ ଆପଣ ମାନଙ୍କ କାମରେ ଆସିବ ।

୧- ଅଙ୍ଗୁର ଚାଷ ପାଇଁ କେଉଁ ସହର ପ୍ରସିଦ୍ଧ ଅଟେ ?

ଉତ୍ତର- ନାସିକ ।

୨- କେଉଁ ରାଜ୍ୟ ସର୍ବାଧିକ କାଜୁ ଉତ୍ପାଦନ କରିଥାଏ ?

ଉତ୍ତର- ମହାରାଷ୍ଟ୍ର ।

୩- ଭାରତରେ କେଉଁ ରାଜ୍ୟରେ ସବୁଠାରୁ କମ ବର୍ଷା ହୁଏ ?

ଉତ୍ତର- ରାଜସ୍ଥାନ ।

୪- କେଉଁ ଦେଶ ରେ ସର୍ବାଧିକ ଘୁଷୁରି ଅଛି ?

ଉତ୍ତର- ଚୀନ ।

୫- ଚୀନ ର ଜାତୀୟ ଖେଳ ର ନାମ କଣ ?

ଉତ୍ତର- ଟେବଲ ଟେନିସ ।

୬- ସୂର୍ଯ୍ୟ କିରଣରେ କେତେ ପ୍ରକାରର ରଙ୍ଗ ଥାଏ ?

ଉତ୍ତର- ୭ଟି ।

୭- କେଉଁ ରାଜ୍ୟରେ ଚନ୍ଦନ ର ଘନ ଜଙ୍ଗଲ ଅଛି ?

ଉତ୍ତର- କର୍ଣ୍ଣାଟକ ।

୮- କେଦାରନାଥ ମନ୍ଦିର କେଉଁ ରାଜ୍ୟରେ ଅବସ୍ଥିତ ଅଟେ ?

ଉତ୍ତର- ଉତ୍ତରଖଣ୍ଡ ।

୯- କୃଷ୍ଣ ଭଗବାନ କାହାକୁ ବଧ କରିଥିଲେ ?

ଉତ୍ତର- କଂସ ।

୧୦- କେଉଁ ଭଗବାନଙ୍କର ବଡ ଭକ୍ତ ହେଉଛନ୍ତି ହନୁମାନ ?

ଉତ୍ତର- ଶ୍ରୀ ରାମ ।

୧୧- ବିମାନ ଟାୟାର କେଉଁ ଗ୍ଯାସ ରେ ପୂର୍ଣ୍ଣ ହୁଏ ?

ଉତ୍ତର- ନାଇଟ୍ରୋଜେନ ।

୧୨- କାହାକୁ ମସାଲା ର ରାଣୀ କୁହାଯାଏ ?

ଉତ୍ତର- ଅଳେଇଚ ।

୧୩- କେଉଁ ଦେଶରେ କୁକୁର କୁ ପୂଜା କରାଯାଏ ?

ଉତ୍ତର- ନେପାଳ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *