କାହାର ନାମ ଭାବି ବାଛନ୍ତୁ ଗୋଟେ ନମ୍ବର ଓ ଦେଖନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Tarot Card Reading

ଦର୍ଶକ ବନ୍ଧୁ ଆପଣଙ୍କ ଲାଇଫ ପାର୍ଟନର କେମିତି ହୋଇଥିବେ, କଣ କରୁଥିବେ, କେଉଁ ଭଳି ସ୍ଵଭବା ବ୍ୟକ୍ତି ହୋଇଥିବେ ତାହା ଆପଣ ନିଶ୍ଚୟ ଜାଣିବାକୁ ଇଚ୍ଛୁକ ଥିବେ ଯଦି ଆପଣ କାହାକୁ ଲଭ କରୁଛନ୍ତି ତ ? ତେବେ ଆଜିର ସମୟରେ କାହାର ଗାର୍ଲଫ୍ରେଣ୍ଡ କି ବଏଫ୍ରେଣ୍ଡ ନାହି କହିଲେ ଭୁଲ ହେବ । ନିଶ୍ଚୟ ଆପଣ ବି କାହାକୁ ଜୀବନରେ ଲଭ କରୁଥିବେ ।ଯଦି କରୁଛନ୍ତି ତେବେ ଆପଣଙ୍କ ସାଥିର ମନ କଥା ଜାଣିବାକୁ ଚାହୁଁ ଛନ୍ତି କି ? ସେଥିପାଇଁ ଆପଣଙ୍କୁ 3 ଟି ଫୁଲ ର ଚିତ୍ର ମଧ୍ୟରୁ କୌଣସି ଗୋଟେ ବାଛିବାକୁ ପଡିବ । ଯାହା ପରେ ଆପଣ ନିଜ ସାଥିଙ୍କ ମନର ସ୍ଥିତି ବିଷୟରେ ଜାଣି ପାରିବେ । ତେବେ ଆପଣ ବାଛି ନେଲେ କାର୍ଡ । ଏବେ ଆସନ୍ତୁ ଜାଣିବା ।

୧- ଆପଣ ଯାହାଙ୍କ ପାଇଁ ପ୍ରଥମ ନମ୍ବର ଟି ବାଛି ଛନ୍ତି ସେ ଆପଣଙ୍କ ସହ ବନ୍ଧୁତା, ରିଲେସନସିପ ରଖିବାକୁ ଚାହୁଁଛନ୍ତି । ଆପଣ ଏତେ ଭଲ ମଣିଷ ଯିଏ ଆପଣଙ୍କ ସହ ରହିବେ ତାଙ୍କ ଜୀବନରେ ଖୁସି ହିଁ ଖୁସି ଆସିବ । ଈଶ୍ବରଙ୍କ କୃପା ଆପଣଙ୍କ ଉପରେ ରହିଛି । ଆପଣ କାହାକୁ ଦେଖାଇ ହୁଅନ୍ତି ନାହିଁ । ଆପଣ କାହାର ମନ ଦୁଖ କରନ୍ତି ନାହି । ସମସ୍ତଙ୍କର କେୟାର ନିଅନ୍ତି । ଆପଣ ଅନ୍ୟଙ୍କୁ ସମ୍ମାନ ଦିଅନ୍ତି ଯାହା ତାଙ୍କୁ ଆପଣଙ୍କ ଆଡକୁ ଆକର୍ଷିତ କରୁଛି । ଆପଣଙ୍କର ଶିକ୍ଷା ଏତେ ଭଲ ଆଉ ଅନୁଭବ ଏତେ ଅଧିକ ରହିଛି ଯାହା ପାଇଁ ସେ ଫିଦା ହୋଇଯାଇଛନ୍ତି ।

୨- ଆପଣ ନିଜ ପର୍ଶନଙ୍କ ପାଇଁ ଦ୍ଵିତୀୟ ନମ୍ବରଟି ଚୁଜ କରିଥିଲେ ଆପଣ ବହୁତ ଭଲ ମଣିଷ । ଆପଣଙ୍କର ସ୍ଵଭାବ ଏମିତି କି କାହା ସହ ଭୁଲ କରିବେ ନାହିଁ । କାହା ପ୍ରତି ଅନ୍ୟାୟ କରନ୍ତି ନାହିଁ । ତାଙ୍କୁ ଲାଗୁଛି ଆପଣ କେବେ କେବେ ବୁଝିବା ଦରକାର ସବୁବେଳେ ଆପଣ ଠିକ ନୁହନ୍ତି । ସେ ଆପଣଙ୍କ ପ୍ରତି ଆକର୍ଷିତ ଅଛନ୍ତି । ସେ ଆପଣଙ୍କ ସହ ବନ୍ଧୁତା ରଖିବାକୁ ଚାହୁଁଛନ୍ତି । ଆପଣ ଗୋଟେ ଜିନିଷ ପ୍ରତି ଧ୍ୟାନ ଦେଉଛନ୍ତି ଯାହା ଆପଣଙ୍କର ଭୁଲ । ଆପଣ ବୁଝି ନିଅନ୍ତୁ ଆପଣ କଣ ଭୁଲ କରୁଛନ୍ତି ।

୩- ଆପଣ ଯଦି ତୃତୀୟ ନମ୍ବରଟି ଚୟନ କରିଛନ୍ତି ଆପଣ ପ୍ରତେକ ଜିନିଷ ଏମିତି କରୁଛନ୍ତି ଯାହା ଅନ୍ୟକୁ ଦୁଖ ଦେବ ନାହିଁ । ସେ ଆପଣଙ୍କ ବିଷୟରେ ବହୁତ ଅଧିକ ଚିନ୍ତା କରୁଛନ୍ତି । ତାଙ୍କ ମନରେ କେତେ ଭଲ ପାଇବା ଅଛି ସେ ଦେଖାଇ ହେବାକୁ ଚାହୁଁଛନ୍ତି । ଆପଣ କାହା ସହ ଛଳ କପଟ କରନ୍ତି ନାହିଁ । ଆପଣଙ୍କୁ କେହି ପ୍ରେମ କରିବେ ଏମିତି ସେ ଭାବୁଛନ୍ତି । ଆପଣଙ୍କ ମନରେ ଯାହା ଚାଲିଥାଏ ତାହା ସେୟାର କରନ୍ତି ନାହିଁ । ଆପଣଙ୍କ ବ୍ୟକ୍ତିତ୍ବ ପ୍ରତି ସେ ଆକର୍ଷିତ ହେଉଛନ୍ତି । ସେ ଆପଣଙ୍କର ଲଭ ପାର୍ଟନର ଅଟନ୍ତି । ଆପଣ ଦୁହିଙ୍କ ମଧ୍ୟରେ ପ୍ରେମ ଅଛି କିନ୍ତୁ ସବୁ କିଛୁ ଲୁଚିକି ଅଛି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *