ଘରେ କେଉଁ ମୂର୍ତ୍ତି ରଖିଲେ ବାସ୍ତୁ ଦୋଷ ଦୂର ହୋଇ ଧନବୃଦ୍ଧି ହୋଇଥାଏ, ଏହା ସହ ଆହୁରି 10+ Ajira Anuchinta

ବନ୍ଧୁଗଣ ମଣିଷ ଜୀବନରେ ସଫଳତା ପାଇବାକୁ ହେବେ ଏହି ସବୁ ଅନୁଚିନ୍ତା ଜାଣିବା ନିହାତି ଆବଶ୍ୟକ । ଯାହା ଆମେ ଆପଣଙ୍କୁ କହିବାକୁ ଯାଉଛୁ । ୧- ଶବ ଦାହର ଧୂଆଁ ନାକରେ ବାଜିବା ଅନୁଚିତ ଏହା କ୍ଷତିକାର ହୋଇଥାଏ । ଗାଲରେ କେବେ ହାତ ଦେଇ ବସନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ ।

୨- ବାମ ହାତରେ ପାଣି ଗ୍ଳାସ ଧରି ପିଅନ୍ତୁ ନାହି ଏହା ମଦ ତୁଲ୍ୟ ହୋଇଥାଏ । ନିଜ ଘରେ ପୂର୍ବକୁ, ଶ୍ଵଶୁର ଘରେ ଦକ୍ଷିଣ ଦିଗକୁ ମୁଣ୍ଡ ଦେଇ ସୋଇଲେ ମଙ୍ଗଳ ହୋଇଥାଏ ।

୩- ବରଗଛ ଓ ଓସ୍ତ ଗଛ ବିବାହ ଦେଲେ କନ୍ୟା ଦାନର ଫଳ ମିଳେ । ପୂର୍ଣ୍ଣିମାରେ ଦିନ ଦଶଟା ପରେ ଓସ୍ତ ଗଛ ମୂଳେ ଲକ୍ଷ୍ମୀଙ୍କ ନାମରେ ପୂଜା କରିଲେ ଆର୍ଥିକ ସଙ୍କଟ ଦୂର ହୁଏ ।

୪- ଝିଅ ପିଲାମାନେ ମନସ୍କାମନା ପୂରଣ କରିବା ପାଇଁ ଗୁରୁବାରରେ ଅରୁଆ ଚାଉଳରେ ହଳଦୀ ମିଶାଇ ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ । ଗ୍ରହଣ ଲାଗିବା ସମୟରେ ଲବଙ୍ଗ ବା ଗୁଜୁରାତି ଭସ୍ମ ପ୍ରସ୍ତୁତ କରି ମୁଣ୍ଡରେ ମାରିଲେ କାର୍ଯ୍ୟରେ ସଫଳତା ମିଳେ ।

୫- ଘରର ବଡ ଲୋକଙ୍କ ବେଡରୁମ ଉତ୍ତର ଦିଗକୁ କରିବା ଅଶୁଭ ହୋଇଥାଏ । ଘରର ଦକ୍ଷିଣ ଦିଗରେ ବେଡରୁମ କରିଲେ ଶୁଭ ହୋଇଥାଏ ।

୬- ବାସ୍ତୁ ଅନୁଯାୟୀ ରୋଷେଇ ଓ ଗାଧୁଆ ଘର ସାମ୍ନାସାମ୍ନୀ ରଖନ୍ତୁ ନାହିଁ । ସନ୍ଧ୍ୟା ସମୟରେ ଘର ଝାଡୁ ମାରନ୍ତୁ ନାହିଁ । ଏହା ଦାରିଦ୍ରତା ଓ ଋଣ ଭାର ବୃଦ୍ଧି କରିଥାଏ ।

୭- ସନ୍ଧ୍ୟା ସମୟରେ ତୁଳସୀ ପତ୍ର ଛିଡାନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ । ସନ୍ଧ୍ୟା ସମୟରେ କାହାରକୁ ଉଧାର ଦିଅନ୍ତୁ କି ନିଅନ୍ତୁ ନାହିଁ ।

୮- ଘରେ ଭଙ୍ଗା ଖଟ ବା ଚେୟାର ରଖିବା ଅଶୁଭ ହୋଇଥାଏ । ଘରେ ଅଶ୍ଵଗନ୍ଧା ଗଛ ଲଗାଇଲେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।

୯- ଘରେ ବାସ୍ତୁ ଦୋଷ ଦୂର କରିବାକୁ ହେଲେ ଦୁଆର ମୁହଁରେ ସ୍ଵସ୍ତିକ ଚିହ୍ନ ଆଙ୍କନ୍ତୁ । ସୂର୍ଯ୍ୟମୁଖ୍ୟ ଫୁଲର ଚିତ୍ର ଘରର ମୁଖ୍ୟ ଦ୍ଵାରରେ ଲଗାଇଲେ ବାସ୍ତୁ ଦୋଷ ଦୂର ହୁଏ ।

୧୦- ଘର ବାଲକୁନିରେ ସୁଖୀ ଯାଇଥିବା ଗଛ ରଖିବା ଅଶୁଭ ହୋଇଥାଏ । ପାଚିଲା ବେଲ ବ କଇଁଥ ଖାଇଲେ ଶୁଭ ହୋଇଥାଏ । ଦୁଇ ଚାମଚ ହରିଡା ଚୂର୍ଣ୍ଣ ସହିତ ମହୁ ଖାଇଲେ ଭଲ ହୁଏ ।

୧୧- କେଶ ଉପୁଡୁଥିଲେ ଆମ୍ବ ଆଚାର ତେଲ ଲେପ ଦେଲେ ତାହା ବନ୍ଦ ହୁଏ । ପିଲା ଜନ୍ମ ପରେ କ୍ଷୀର ବୃଦ୍ଧି ପାଇଁ ଖାଦ୍ଯ ଖାଇବା ପରେ କିଛି ରସୁଣ ଖାଇବା ଉଚିତ ।

୧୨- ଘରର ଉତ୍ତର ଦିଗରେ ଆଇନା ବା କୁବେର ଯନ୍ତ୍ର ଲଗାଇବା ଦ୍ଵାରା ଧନ ବୃଦ୍ଧି ହୋଇଥାଏ । ଘରେ ପଇସା ରଖୁଥିବା ଆଲମାରି ଦକ୍ଷିଣ-ପଶ୍ଚିମ କୋଣରେ ଉତ୍ତର-ପୂର୍ବକୁ ରଖିଲେ ଧନବୃଦ୍ଧି ହୋଇଥାଏ ।

୧୩- ଘରର ଡ୍ରଇଙ୍ଗ ରୁମରେ ବୁଦ୍ଧଙ୍କ ମୂର୍ତ୍ତି ରଖିଲେ ବାସ୍ତୁ ସମସ୍ଯା ଦୂର ହେବା ସହ ଆର୍ଥିକ ସ୍ଥିତି ଦୃଢ ହୁଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *