ଦେଖନ୍ତୁ ବିରଳ ଦୃଶ୍ୟ, ଛେଳି ଛୁଆ ପାଇଁ ମା’ ସାଜିଲା କୁକୁର… ଦେଖନ୍ତୁ Video

ଏହି ଦୁନିଆରେ ଯଦି ସବୁଠୁ ଅଧିକ ଆପଣଙ୍କୁ କିଏ ଭଲ ପାଏ ତେବେ ସେ ହେଉଛି ମା । ମା ର ମ-ମ-ତା ଆଗରେ ସମସ୍ତେ ମୁଣ୍ଡ ତଳକୁ କରିଥାନ୍ତି । ମା କେବେ ବି ନିଜର ସନ୍ତାନଙ୍କୁ ଭୋକିଲା ରଖେ ନାହିଁ । ସେ ନିଜ ପେଟ କା-ଟି ନିଜର ସନ୍ତାନକୁ ଖାଇବା ପାଇଁ ଦେଇଥାଏ । ମା’ ର ମମତା ଆଗରେ ସମସ୍ତେ ହା-ର ମାନନ୍ତି । ଯେତେ କ-ଷ୍ଟ, ଅସୁବିଧା ସମସ୍ୟା ଆସିଲେ ବି ମା ସର୍ବଦା ନିଜର ସନ୍ତାନକୁ ରକ୍ଷା କରିଥାଏ ।

ଯଦି ପଶୁମାନଙ୍କ ବିଷୟରେ କହିବା ତବେ ପଶୁମାନଙ୍କ କ୍ଷେତ୍ରରେ ବି ଏହିଭଳି ଦେଖାଯାଏ । ପଶୁମାନେ ମଣିଷଙ୍କ ଭଳି ନିଜ ସନ୍ତାନର ସୁରକ୍ଷା କରିଥାନ୍ତି ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଦୃଶ୍ୟ ବିଷୟରେ କହିବୁ ଯାହାକୁ ଆପଣ ଆଗରୁ କେବେ ବି ଦେଖି ନ ଥିବେ । କହିବାକୁ ଗଲେ ଏହା ଏକ ଭା-ଇ-ରା-ଲ ଭିଡିଓ ଅଟେ । ଯେଉଁଥିରେ ଆପଣ ଦେଖି ପାରିବେ କି ଗୋଟିଏ ମା କୁକୁର ଦୁଇଟି ଛେଳି ଛୁଆକୁ ନିଜର କ୍ଷୀର ଦେଉଛି । କହିବାକୁ ଗଲେ ଏହା କେଉଁ ସ୍ଥାନର ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । କିନ୍ତୁ ଏଥିରେ ଆପଣ କୁକୁରର ଛେଳି ଛୁଆ ପ୍ରତି ମାମତା ଦେଖି ପାରିବେ ।

କହିବାକୁ ଗଲେ ଏହିଭଳି ଦୃଶ୍ୟ ବହୁତ ହିଁ ବିରଳ ଅଟେ । ଯେତେବେଳ ଗୋଟିଏ ଜାତିର ଜୀବ ଜନ୍ତୁ ଅନ୍ୟ ଏକ ଜୀବ ଜନ୍ତୁ ସହ ଏହିଭଳି କିଛି ବ୍ୟବହାର କରୁଛି । କହିଦେଛୁକୁ କି ଛେଳିର ମାର କୌଣସି ଠିକଣା ନାହିଁ । କିନ୍ତୁ ଏହି ସମୟରେ ଅଚାନକ ଛେଳି ଛୁଆ ଦୁଇ ଜଣ ଭୋକିଲା ଅବସ୍ଥାରେ ବୁଲୁ ଥିଲେ । ଏହା ପରେ ସେହି ସମୟରେ ଅଚାନକ ତାଙ୍କ ସାମ୍ନାକୁ ଗୋଟିଏ କୁକୁର ଆସିଗଲା ଓ ଛେଳିମାନେ ତାକୁ ନିଜର ମା ଭାବି ତାର କ୍ଷୀର ପିଉଛନ୍ତି ।

ଏହି ସମୟରେ ଏହି ସବୁ ଦୃଶ୍ୟକୁ ଜଣେ ବ୍ୟକ୍ତି ଭିଡିଓ କରି ନେଇଛି । କହିବାକୁ ଗଲେ ଏଠି ଆପଣ ମାର ମମତା ରଖିଥିବା କୁକୁରକୁ ଦେଖନ୍ତୁ । ଯିଏକି ଛେଳି ଛୁଆକୁ ବି ନିଜ ଛୁଆ ଭାବି କ୍ଷୀର ଦେଉଛି । ଯଦି ଏହିଭଳି ଭବାନା ଆମ ମଣିଷଙ୍କ ଭିତରେ ବି ଚାଲି ଆସିଥାନ୍ତା ତେବେ ଏହି ଦୁନିଆ ବଦଳି ଯାଇଥାନ୍ତା ।

Leave a Reply

Your email address will not be published. Required fields are marked *