କୁମ୍ଭ ରାଶି ଜୁନ ମାସରେ ମିଳିବ 4ଟି ଖୁସି ଖବର, ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ 2023 ବର୍ଷର ଷଷ୍ଠ ମାସ ଜୁନ ମାସ ଟି କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ କିପରି ରହିବ ତାହା ଆଜି ଆମେ କହିବୁ । ଗ୍ରହ ମାନଙ୍କର ଗୋଚର ଆପଣଙ୍କୁ କିପରି ଫଳ ପ୍ରଦାନ କରିବ । କିଛି ଗ୍ରହ ଆପଣଙ୍କୁ ଶୁଭ ଫଳ ଦେଉଥିବା ବେଳେ ଆଉ କିଛି ଗ୍ରହ ଅଶୁଭ ଫଳ ଦେବ । କୁମ୍ଭ ରାଶିର ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ବ୍ୟାପାର, ବାଣିଜ୍ୟ, ପ୍ରେମ ଜୀବନ, ଚାକିରି, ଦାମ୍ପତ୍ୟ ଜୀବନ ଏବଂ କିଛି ପ୍ରତିକାର ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

ଜୁନ ମାସରେ କୁମ୍ଭ ରାଶିରେ ପ୍ରଥମ ଭାବରେ ଶନିଦେବ, ତୃତୀୟରେ ବୁଧ, ଗୁରୁ ଓ ରାହୁ, ଚତୁର୍ଥରେ ସୂର୍ଯ୍ୟଦେବ, ଷଷ୍ଠରେ ଶୁକ୍ରଙ୍କ ସହ ମଙ୍ଗଳ ଦେବ। ନବମରେ କେତୁଦେବ ବିରାଜିତ ଅଛନ୍ତି । ଜୁନ ମାସରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ବୁଦ୍ଧଦେବ ଆପଣଙ୍କର ତୃତୀୟ ଘରେ ବିରାଜିତ ଅଛନ୍ତି । ଜୁନ 8 ପରେ ପାଠ ପଢାରେ ମନ ଲାଗିବ । ଅନଲାଇନରେ ଟ୍ରାଭେଲ କରିବାକୁ ମନ ବଳାଇବେ ।

ପ୍ରେମ ଆଡକୁ ବିଦ୍ୟାର୍ଥୀଙ୍କ ମନ ଯାଇପାରେ । ବୁଧ ଗ୍ରହ କେନ୍ଦ୍ରକୁ ଆସିବେ ତେବେ ପଞ୍ଚମ ଭାବକୁ ବହୁତ ଭଲ ରହିବ । ଜୁନ 24 ପରେ ଶିକ୍ଷା କ୍ଷେତ୍ରରେ ସ୍ଥିତି ଭଲ ରହିବ । କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ବ୍ୟାପାର ବାଣିଜ୍ୟର ସ୍ଥିତି ବହୁତ ଭଲ ରହିବ । ବ୍ୟାପାର କ୍ଷେତ୍ରରେ ନୂଆ ନିବେଶ କରିବା ସହ ଦୁଇ ଗୁଣା ଧନ ଲାଭ ହେବ । ଆପଣଙ୍କ ପ୍ରେମ ଜୀବନ ବହୁତ ଭଲ ରହିବ ।

ପରସ୍ପର ପ୍ରତି ପ୍ରେମ ବଢିବ । ଜୁନ 16ରେ ସୂର୍ଯ୍ୟଦେବ ରାଶି ପରିବର୍ତ୍ତନ କରିବ କାରଣରୁ ଦାମ୍ପତ୍ୟ ଜୀବନ ଭଲ ରହିବ । କିନ୍ତୁ କଳହ ଦେଖା ଯାଇପାରେ । ଜୀବନସାଥିଙ୍କ ସ୍ୱାସ୍ଥ୍ୟ ରେ ଚେଞ୍ଜ ଆସିପାରେ । ଜୁନ 16 ପରେ ଦାମ୍ପତ୍ୟ ଜୀବନ ବହୁତ ଭଲ ରହିବ । ଭାଗ୍ୟ ସ୍ଥାନର ମାଲିକ ଅଟନ୍ତି ସୁକରଦେବ । ଶୁକ୍ର ଓ ମଙ୍ଗଳଙ୍କର ସ୍ଥିତି ଷଷ୍ଠ ଭାବରେ ଅଛନ୍ତି ।

ଯଦି ଆପଣ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଶୁକ୍ରଙ୍କ ସ୍ଥିତି ମଜବୁତ ନାହିଁ । ଲଟେରୀ ଠାରୁ ଦୂରେଇ ରୁହନ୍ତୁ । ଶତ୍ରୁ ଆପଣଙ୍କର ବଢିପାରନ୍ତି । ବଡ କାମର ଆରମ୍ଭ କରିପାରନ୍ତି । ମଙ୍ଗଳ ଦେବ ନିଚ୍ଚସ୍ଥା ଅଛନ୍ତି ତେଣୁ ଅପାନଙ୍କ ମନ କାମରେ ନ ଲାଗିପାରେ । ତେଣୁ ଧ୍ୟାନ ଦିଅନ୍ତୁ । ଦେଖି ଚାହିଁ ସବୁ କାମ କରନ୍ତୁ । ତରବର ହୋଇ ନିସ୍ପତି ନିଅନ୍ତୁ ନାହିଁ ।

କ୍ୟାରିୟରକୁ ନେଇ ବାହାରକୁ ଯାଇପାରନ୍ତି । ଯେଉଁ ମାନଙ୍କର ଚାକିରି ନାହିଁ ସେମାନେ ଚେଷ୍ଟା କରିବା ଉଚିତ । ଜୁନ ମାସ ଅପେକ୍ଷା ଜୁଲାଇ ମାସ ଆପଣଙ୍କ ପାଇଁ ଭଲ ରହିବ । ଜୁନ 16 ପରେ ଆପଣଙ୍କ ବ୍ୟାପାର ଭଲ ରହିବ । ରାଜନୀତି, ଇଲେକ୍ଟ୍ରି, ମେଡିକାଲ ଲାଇନରେ କାମ କରୁଥିଲେ ସମୟ ଭଲ ରହିବ । ଶନି, ଶୁକ୍ରଙ୍କ ବୀଜ ମନ୍ତ୍ର 108 ଥର ସୂର୍ଯ୍ୟାସ୍ତ ପରେ ଜପ କରନ୍ତୁ । ଭଗବାନ ଗଣେଶଙ୍କ ପୂଜା କରନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *