ଏବେ ଯୁଗ ବହୁତ ବଦଳି ଗଲାଣି କିନ୍ତୁ ବହୁତ ଲୋକ ଏମିତି ଅଛନ୍ତି ଯେଉଁ ମାନଙ୍କର ଚିନ୍ତାଧାରା ଯେମିତି ପୂର୍ବ କାଳରେ ଥିଲା ଏବେବି ସେମିତି ଅଛି । ଆଜି ମଧ୍ୟ ବହୁତ ଜାଗାରେ ଝିଅ ହେବାରେ ଖୁସି ହେଉ ନାହାନ୍ତି ଲୋକ । ଯଦି କାହା ଘରେ ଝିଅ ଜନ୍ମ ହେଉଛି ତାର ଶିକ୍ଷା ଦିଆଯାଉ ନହିଁ । ଏହିସବୁ କଥାକୁ ଧ୍ୟାନରେ ରଖି ଝିଅ ଜନ୍ମ ବୃଦ୍ଧି କରିବା ପାଇଁ ଓ ତାକୁ ଆତ୍ମା ନିଭର କରିବା ପାଇଁ ସରକାର ମୁଖ୍ୟମନ୍ତ୍ରୀ ଯୋଜନାର ଆରମ୍ଭ କରିଛନ୍ତି ।
ସରକାରଙ୍କ ଏହି ଯୋଜନାର ଅନ୍ତର୍ଗତ ଯଦି କାହା ଘରେ ଝିଅର ଜନ୍ମ ହେଉଛିତା ତାକୁ ସରକାର ୩୬ ହଜାର ତାଙ୍କର ଆର୍ଥିକ ସହାୟତ କରିବେ । ହଁ, ଝିଅର ଜନ୍ମ ହେବାଠୁ ନେଇ ପଢା ପର୍ଯ୍ୟନ୍ତ ଏହି ତାଙ୍କ ଦେବେ କିନ୍ତୁ ଏହି ଟଙ୍କା ଆପଣଙ୍କୁ ଗୋଟେଥରେ ଦିଆଯିବ ନାହିଁ । ଏହାକୁ ଅଲଗା ଅଲଗା କିସ୍ତିରେ ଧନରାଶି ଆପଣଙ୍କୁ ପ୍ରାପ୍ତ ହେବ ।
ଲାଡଲି ଯୋଜନା କଣ ଅଟେ ?
ଏହି ଯୋଜନାରେ ବ୍ୟାଙ୍କ ଆକାଉଣ୍ଟରେ ଧନରାଶି ଯିବ । ଝିଅକୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ତାର ଆବଶ୍ୟକତା ଅନୁସାରେ ବାହାର କରିପାରିବେ । ଏହି ଯୋଜନା ଅନ୍ତର୍ଗତ ଛୁଆମାନଙ୍କୁ ୩୫ ହଜାରରୁ ୩୬ ହଜାର ଟଙ୍କା ପର୍ଯ୍ୟନ୍ତ ଦିଆଯିବ ।
ପ୍ରଥମ କିସ୍ତି ଜନ୍ମ ସମୟରେ ମିଳିବ
ମୁଖ୍ୟମନ୍ତ୍ରୀ ଲାଡଲି ଯୋଜନା ଅନ୍ତର୍ଗତ ପ୍ରଥମ କିସ୍ତି ଝିଅର ଜନ୍ମ ସମୟରେ ମିଳିବ । ଯଦି ଝିଅର ଜନ୍ମ ହସ୍ପିଟାଲରେ ହେଉଛି ସେହି ସମୟରେ ୧୧୦୦୦ ଟଙ୍କା ଦିଆଯିବ । ଯଦି ଝିଅର ଜନ୍ମ ଘରେ ହେଉଛିତ ସେହି ସମୟରେ ୧୦୦୦୦ ଦିଆଯିବ, ଏହା ପରେ ସରକାର ଝିଅର ପ୍ରଥମ ଶ୍ରେଣୀରେ ଆଡମିସନ ସମୟରେ କିଛି ଆର୍ଥିକ ସହାୟତା କରିବେ । ଏହି ଯୋଜନା ଦ୍ଵାରା ଲାଭ ଷଷ୍ଠ, ନବମ, ଦଶମ, ଓ +୨ ହେବା ପରେ ମିଳିବ । ସରକାର ସବୁ ସମୟରେ ୫-୫ ଟଙ୍କା ଦେବେ ।
ଜାଣନ୍ତୁ ଏହି ଯୋଜନା ସହିତ ଜଡିତ କିଛି ସର୍ତ :-
ଛୁଆର ଜନ୍ମର ଗୋଟେ ବର୍ଷ ଭିତରେ ଆପଣ ଲାଡଲି ଯୋଜନାର ଲାଭ ଉଠାଇବା ପାଇଁ ଆବେଦନ କରିପାରିବେ
ଯଦି ଆପଣଙ୍କୁ ଏହି ଯୋଜନାର ଲାଭ ନେବାର ଅଛି ତ ଏଥିପାଇଁ ଆବେଦନ କାରୀଙ୍କୁ ଦିଲ୍ଲୀର ନିବାସୀ ହେବାର ଆବଶ୍ୟକ ରହିଛି ।
ଯେଉଁ ଘରେ ଝିଅର ଜନ୍ମ ହୋଇଛି ତାର ପରିବାରର ଆୟ ବର୍ଷକୁ ୧୦୦୦୦୦ ରୁ ଅଧିକ ନଥିବ ।
ଗୋଟେ ଘରେ ଦୁଇଟି ଝିଅ ଜନ୍ମ ହେବାପରେ ଏହି ଯୋଜନାର ଲାଭ ଉଠାଇ ପାରିବେ ।
ଦିଲ୍ଲୀ ସରକାରଙ୍କ ମାନ୍ୟତା ପ୍ରାପ୍ତ ସ୍କୁଲରେ ପଢୁଥିବା ଝିଅଙ୍କୁ ହି ଏହି ଲାଭ ମିଳିପାରିବ । ଆବେଦନ କରିବା ସମୟରେ ଛୁଆର ବାପା ମାଙ୍କୁ ଦିଲ୍ଲୀରେ ୩ ବର୍ଷ ରହିବାର ପ୍ରମାଣ ପତ୍ର, ଝିଅର ପରିବାରର ଫୋଟ, ଆବେଦକର ଜାତି ପ୍ରମାଣ ପତ୍ର ଓ ଆଧାର କାର୍ଡର ଆବଶ୍ୟକତା ପଡିବ ।
ଆପଣ ଏହି ଯୋଜନା ଜରିଆରେ ସେବେ ଲାଭ ଉଠାଇ ପାରିବେ ଯଦି ଠିକ ସମୟରେ ଏହି ଯୋଜନା ପାଇଁ ଆବେଦନ କରିପାରିବେ । ଯଦି ଆପଣଙ୍କ ଝିଅ ସ୍କୁଲ ଯିବା ଆରମ୍ଭ କରିଦେଇଛି, ସ୍କୁଲରେ ଆଡମିସନର ୯୦ ଦିନ ଭିତରେ ଆବେଦନ କରିବା ଆବଶ୍ୟକତା ଅଛି ।
ଆସନ୍ତୁ ଜାଣିବେ କେଉଁ ଭଳି କରିବେ ଆବେଦନ :-
ଯଦି ଆପଣ ଲାଡଲି ଅନ୍ତର୍ଗତ ଲାଭ ଉଠାଇବା ପାଇଁ ଚାହୁଁଛନ୍ତିତ ଆବେଦନ କରିବା ପାଇଁ ଆପଣଙ୍କୁ ଏସବିଆଇ ସହିତ ସମ୍ପର୍କ କରିବାକୁ ହେବ । ଏହାଛଡା ସରକାରୀ ବା ମାନ୍ୟତା ପ୍ରାପ୍ତ ସ୍କୁଲ ଓ ଦିଲ୍ଲୀ ସରକାରର ସାମାଜିକ କଲ୍ୟାଣ ବିଭାଗର କାର୍ଯ୍ୟଲୟକୁ ଆପଣ ସମ୍ପର୍କ କରିକି ସବୁ ସୂଚନା ଜାଣିପାରିବେ ।
ଏହି ଯୋଜନାରେ ଝିଅକୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ତାର ବ୍ୟାଙ୍କ ଆକାଉଣ୍ଟ ଜମା ଧନରାଶିର ପ୍ରବନ୍ଧନ ଏସବିଆଇ ଲାଇଫ କର୍ପୋରେସନ କମ୍ପାନୀ କରିଥାଏ । ଛୁଆକୁ ୧୮ ବର୍ଷ ପୁରା ହେଲା ପରେ ଓ ଆପଣ ଏହି ଧନ ରାଶିକୁ ବାହାର କରିପାରିବେ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।