୩ ଦିନ ଲଗାତାର ଖାଲି ପେଟରେ ଏହାର ୨ଟି ପତ୍ର ଖାଆନ୍ତୁ, ଲାଭ ଜାଣି ଆଶ୍ଚର୍ଯ୍ୟ ହେବେ- Health Tips

ଆଜିକା ସମୟରେ ଲୋକଙ୍କ ପାଖରେ ରୋ-ଗ ହବା ଆଗରୁ କିଛି ଚିନ୍ତା ନଥାଏ ଆଉ ରୋ-ଗ ହେଲା ପରେ ତା ଚିକିତ୍ସା ବିଷୟରେ ଭାବି ଆଉ ଟଙ୍କା ଯୋଗାଡ କରିବାରେ ତାଙ୍କ ସବୁ ଜମା ପୁଞ୍ଜି ସଋ ଯାଇଥାଏ । ତେବେ ଆଜି ଆମେ ଏମିତି ଗୋଟେ ଉପାୟ ଆଣିଛୁ ଯାହା ଆୟୁର୍ବେଦ ଅନୁଯାଇ ରୋ-ଗୀ ଆଉ ଯାହାକୁ ରୋ-ଗ ହେଇ ନାହିଁ ତାଙ୍କୁ ସମସ୍ତଙ୍କ ପାଇଁ ଲାଭକାରୀ ଅଟେ । ତେବେ ଆସନ୍ତୁ ଜାଣିବା ସେହି କଣ ଜିନିଷ ଅଟେ ଆଉ ଏହାର କିପରି ବ୍ୟବହାର କରିବା ଦ୍ଵାରା ଆମ ରୋ-ଗ ମୁକ୍ତ ରହି ପାରିବୁ ।

ଆମ ଭାରତୀୟ ସଂସ୍କୃତିରେ ଏମିତି କେତେକ ବେଦିକ ପୁରାଣ ଅଛି ଯାହା ଆୟୁର୍ବେଦ ବିଷୟରେ ବହୁତ କଥା ଲେଖିଛନ୍ତି ଆଉ ଏହି ଯଦି ବୁ-ଟୀ ବାହାର ଦେଶରେ ନୁହ ଆମ ଦେଶରେ ହୋଇଥାଏ ଆଉ ଏହାକୁ ବ୍ୟବହାର କରି ମଣିଷ ବହୁତ ପ୍ରକାର ରୋ-ଗରୁ ବଞ୍ଚିକି ରହି ପାରିବ । ତେବେ ଆପଣ ମାନେ ସମସ୍ତେ ଏହାକୁ ମାନିବେ ଯେ ଆଗ ସମୟରେ ଇଂରାଜୀ ଔଷଧ ରହୁ ନଥିଲା କିନ୍ତୁ ସେହି ସମୟରେ ମଧ୍ୟ ରୋ-ଗୀ ହେଉଥିଲେ ଆଉ ତାଙ୍କ ଚିକିତ୍ସା ବହୁତ ଭଲ ଭାବରେ କରା ଯାଉଥିଲା ।

ଆୟୁର୍ବେଦ ଦ୍ଵାରା କରା ଯାଇଥିବା ଚିକିତ୍ସା ଅନ୍ୟ କିଛି ସାଇଡ ଇଫେକ୍ଟ କରି ନଥାଏ କିନ୍ତୁ ଇଂରାଜୀ ଔଷଧ ଗୁରା ବହୁତ ହାନି କରିଥାନ୍ତି ଗୋଟେ ରୋ-ଗ ପାଇଁ ଔଷଧ ଖାଇଲେ ଅନ୍ୟ ବହୁତ ରୋ-ଗ ବଢାଇଥାନ୍ତି । ତେବେ ଆପଣ ମାନଙ୍କ ଘର ପାଖରେ ପିଜୁଳି ଗଛ ଥିବ ଆଉ ଆପଣ ସେହି ଗଚରୁ ପିଜୁଳି ମଧ୍ୟ ଖାଇଥିବେ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ପିଜୁଳି ଠାରୁ ଅଧିକ ଲାଭକାରୀ ପିଜୁଳି ପତ୍ର ହୋଇଥାଏ, ଯଦି ଜାଣି ନାହାନ୍ତି ତେବେ ଜାଣି ରଖନ୍ତୁ ।

ପିଜୁଳି ପତ୍ରରେ ସବୁଠାରୁ ଅଧିକ ମାତ୍ରାରେ ଫାଇବାର ରହିଥାଏ ଯାହା ଆମ ଶରୀରରେ ଖାଦ୍ୟକୁ ଊର୍ଜାରେ ପରିଣତ କରିବାରେ ସାହାଜ୍ଯ କରିଥାଏ, ତେବେ ଆପଣ ସକାଳେ ଖାଲି ପେଟରେ ଦୁଇଟି କହଳିଆ ପତ୍ର ଖାଇ ପାରିବେ ନଚେତ ୪ଟି ପତ୍ର କିଛି ପାଣିରେ ଫୁଟାଇ ସେହି ପାଣି ସେବନ କରି ପାରିବେ । ଏହା ଦ୍ଵାରା ମଧୁ ମେହ ଭଳି ବଡ ବଡ ରୋ-ଗ ଆଉ ହୃଦୟ ସମ୍ବନ୍ଧିତ ରୋ-ଗ ନିୟନ୍ତ୍ରଣରେ ଆସିଥାଏ ଆଉ ଯାହାକୁ ହେଇ ନାହିଁ ତାଙ୍କୁ ରକ୍ଷା ମଧ୍ୟ କରିଥାଏ ।

ଆଗକୁ ଏହିଭଳି ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *