ସବୁବେଳେ ଖୁସି କେମିତି ରହିବେ, ରାଗକୁ କନ୍ଟ୍ରୋଲ କେମିତି କରିବେ ?

ବହୁତ ଲୋକଙ୍କର କହିଥାନ୍ତି ଆମେ ଖୁସି କାହିଁକି ରହିପାରୁନୁ । ଚିଡ ଚିଡ ଲାଗିଥାଏ, ରାଗ ଆସିଯାଏ ଓ ଦିମାଗ ଖରାପ ରହିଥାଏ । କୌଣସି କାମ କରିବାକୁ ମନ ଲାଗିନଥାଏ, ମଜା ଆସିନଥାଏ ଜୀବନରେ କଣ ପାଇଁ ବହୁତ ମାୟୁଷ ଆସିଥାଏ । ସବୁ କିଛି ଥାଇ ମଧ୍ୟ କିଛି ନଥିଲା ଭଳି ଲାଗେ । କୌଣସି କାମ କରିବାକୁ ଭଲ ଲାଗିନଥାଏ । ସମସ୍ତ ସହ ରହି ମଧ୍ୟ ବହୁତ ଏକେଲା ଲାଗିଥାଏ ।

ଏମିସବୁ କିଛି କଣ ପାଇଁ ହୋଇଥାଏ। ଏମିତି ଲାଗିଥାଏକି ମଣିଷ ଡିପ୍ରେସ ହୋଇଥାଏ । ମନ ବହୁତ ଭାରି ଭାରି ଲାଗିଥାଏ । ଆଜି ଜାଣିବା ଏଥିରୁ କେମିତି ବାହାରିବା ।


ବ୍ୟାୟାମ :- ଦିନରେ କିଛିନା କିଛି ବ୍ୟାୟାମ କରନ୍ତୁ । ଶରୀର ଗୋଟିଏ ଏମିତି ମସିନ ହୋଇଥାଏ, ତାକୁ ପରିଶ୍ରମ କରିବାକୁ ପଡିଥାଏ କିନ୍ତୁ ମନ କେବେବି ପରିଶ୍ରମ କରିବାକୁ ପସନ୍ଦ କରିନଥାଏ । ମନ କହେକି ଆରେ ଜମାବି କରନି । ଆମ ଶରୀର ସବୁବେଳେ କିଛି ନା କିଛି କାମ କରିବାକୁ ଚାହିଁଥାଏ । ବଡିକୁ ସବୁବେଳେ ଏକ୍ଟିଭ ରଖନ୍ତୁ । ଶାରୀରିକ କୌଣସିବୀ କାମ ମସ୍ତିସ୍କ ସହିତ ଋଲେଟେଡ ହୋଇଥାଏ । ଯେବେ ଆପଣ କିଛି ବ୍ୟାୟମ କରୁଛନ୍ତି ତେବେ କିଛି କେମିକାଲ୍ସ ରିଲିଜ ହୋଇଥାଏ ।

ଆପଣଙ୍କ ମାଇଣ୍ଡରେ ଯାହା ଖୁସି ମିଳିଥାଏ, ଯଦି ଦିନସାରା ଠିକ କାମ କରିଥିବେ ତାହେଲେ ରାତିରେ ବହୁତ ଖୁସି ମିଳିଥାଏ । ନିଜେ କିଛିନା କିଛି କାମ କାଲେ ବହୁତ ଭଲ ଫିଲ ହୋଇଥାଏ ଆଉ ଖୁସି ମିଳିଥାଏ ନିଜ ଭିତରେ । ଘରେ ଯଦି ଏମିତି ପଡି ରହିବେ କାମଧ-ନ୍ଦା କିଛି କରିବେ ନାହିଁ ତେବେ ଆପଣଙ୍କୁ କେବେବି ଖୁସି ମିଳିବ ନହିଁ । ସେଥିପାଇଁ ବ୍ୟାୟାମ କରିବା ବହୁତ ଆବଶ୍ୟକତା ରହିଛି ।

ନେଗେଟିଭ ଲୋକ :- ଯେଉଁ ମାନେ ନେଗେଟିଭ ବିଚାର ଧାରା ରଖୁଛନ୍ତି ସେହି ଭଳି ଲୋକଙ୍କଠୁ ସବୁବେଳେ ଦୂରରେ ରୁହନ୍ତୁ । ନେଗେଟିଭ କଥା ଯେଉଁ ମାନେ ନେଗେଟିଭ କଥା କହିଥାନ୍ତି ବା ନେଗେଟିଭ ଭାଇବ ଦେଇଥାନ୍ତି ସେହି ଲୋକଙ୍କ ଠାରୁ ସବୁବେଳେ ଦୂରେଇ ରୁହନ୍ତି ।

ରିଏଲିଷ୍ଟିକ :- ନିଜ ବିଚାରକୁ କେବେବି ମେଟେରିଆଲିଷ୍ଟିକ ବନାନ୍ତୁ ନହିଁ । ଭାବନା ଦୁନିଆରେ ଜମାବି ରୁହନ୍ତୁ ନାହିଁ ଜାତ ସତ କଥା ତାକୁ ଜାଣନ୍ତୁ ବୁଝନ୍ତୁ । ପଇସାରେ ଖୁସି କିଣା ଯାଇପାରିବ କିନ୍ତୁ ଗୋଟିଏ ଲିମିଟ ପର୍ଯ୍ୟନ୍ତ । ଯଦି ଆପଣ ଖାଲି ପଇସା ଇନକମ କରିବା ବିଷୟରେ ଭାବିବ ଆପଣ କେବେବି ଖୁସି ରହି ପାରିବ ନାହିଁ । କାରଣ ଇଛା ସବୁବେଳେ ଅଧିକ ଅଧିକ ହୋଇଥାଏ କେବେ କମି ନଥାଏ ସେଥିପାଇଁ କମରେ ମଧ୍ୟ ଖୁସି ମିଳିପାରେ ଏହା ନିଜ ଚିନ୍ତାଧାରା ଉପରେ ନିର୍ଭର କରେ । ଅବଶ୍ୟକରୁ ଅଧିକ କରିବାକୁ ଚେଷ୍ଟା କରନ୍ତୁ ନହିଁ ନହେଲେ ପସ୍ତେଇବାକୁ ପଡିଥାଏ ।


ଆସା :- ଲୋକଙ୍କ ଠାରୁ ଆସା କରିବା ବନ୍ଦ କରି ଦିଅନ୍ତୁ । କାରଣ ବ-ନ୍ଦ କରିବା ଏତେ ସହଜ ନୁହେଁ । କହିବାର ମାନେ ଏଇଆକି ଆସା ରକ୍ଷା ବହୁତ କମ ରଖ ଯଦି ନମିଳିଲା ଆପଣଙ୍କୁ କୌଣସି ପ୍ରଭାବ ପକାଇବ ନାହିଁ । ଯେତେ ଆସା ରଖିବ ଜିନିଷ ସହିତ କି ମଣିଷ ସହିତ ଆପଣ ଖତମ ହୋଇଯିବେ । ଶେଥି ପ୍ରତି ସା-ବ-ଧା-ନ ରୁହନ୍ତୁ । ଏମିତି ହୋଇଥାଏ ଆମେ ସମ୍ପର୍କରେ ବହୁତା ଆସ ରଖିଥାଉ ଆଉ ଯଦି ଆମକୁ ନମିଳେ ଆମେ ନି-ରା-ଶା ହୋଇଥାଏ ।

Leave a Reply

Your email address will not be published. Required fields are marked *