କରୋନା ସୁସ୍ଥଙ୍କ ଠାରେ ଦେଖାଦେଲା ନୂଆ ଲକ୍ଷଣ, ଜାଣନ୍ତୁ କଣ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ଭାରତରେ ଭୂ-ତା-ଣୁ ସଂ-କ୍ର-ମି-ତଙ୍କ ସଂଖ୍ୟା ଦିନକୁ ଦିନ ବଢିପାରେ ଲାଗିଛି । ଯାହାକି ଭାରତ ସରକାର ପାଇଁ ଚିନ୍ତାର ବିଷୟ ହୋଇ ଯାଇଛି । ଏମିତିରେ ସରକାର ଏଥିରୁ ମୁ-କ୍ତି ପାଇବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରୁଛନ୍ତି । ଯେମିତି କି ପ୍ରତ୍ୟକ ବ୍ୟକ୍ତି ଖୁବ ଶୀଘ୍ର ଭୂ-ତା-ଣୁ ରୋ-ଗରୁ ମୁକ୍ତ ହୋଇ ଘରକୁ ଫେରିଯିବେ । ଏହା ସହିତ ଭ୍ୟାକସିନ ଦେବାର ପ୍ରକ୍ରିୟା ବି ଯୁ-ଧ୍ୟ-କା-ଳୀ-ନ ରୂପରେ କରାଯାଉଛି । କିନ୍ତୁ ଏହି ସବୁ ସତ୍ବେ ବି ଭାରତରେ ଦିନକୁ ଦିନ ଭୂ-ତା-ଣୁ ସଂ-କ୍ର-ମି-ତଙ୍କ ସଂଖ୍ୟାରେ କିଛି ବି ପ୍ରଭାବ ପଡୁ ନାହିଁ ।

ଏତଦ ବ୍ୟତିତ ସଂ-କ୍ର-ମ-ଣ ସଂଖ୍ୟା ଅଧିକ ବଢିବାରେ ଲାଗିଛି । ଏହା ସହିତ ମୃ-ତ-କଙ୍କ ସଂଖ୍ୟା ବି ବଢୁଛି । କିନ୍ତୁ ଏହି ସବୁ ମଧ୍ୟରେ ପୁଣି ଏକ ନୂଆ ପ୍ରକାରର ରୋ-ଗ ସାମ୍ନାକୁ ଆସୁଛି । ବିଶେଷ କରି ଏହି ରୋ-ଗ ଭୂ-ତା-ଣୁରୁ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ଲୋକମାନଙ୍କ ମଧ୍ୟରେ ଦେଖାଯାଉଛି । ଯାହାକି ଡାକ୍ତରମାନଙ୍କ ଚିନ୍ତା ଆହୁରି ଅଧିକ ବଢାଇ ଦେଇଛି ।

କହିବାକୁ ଗଲେ ଭୂ-ତା-ଣୁରେ ସଂ-କ୍ର-ମି-ତ ହୋଇଥିବା ଲୋକମାନଙ୍କ ଶରୀରରେ ବର୍ତ୍ତମାନ ଏକ ନୂତନ ପ୍ରକାରର ଲକ୍ଷଣ ଦେଖା ଯାଉଛି । ସଂ-କ୍ର-ମି-ତ ହୋଇଥିବା ବ୍ୟକ୍ତିମାନଙ୍କ ଶରୀରରେ କଳା ରଙ୍ଗର ଦାଗ କିମ୍ବା ଯାଦୁ ଭଳି ଚିହ୍ନ ଦେଖା ଯାଉଛି । ଯାହାକୁ ବ୍ଲକ ଫଙ୍ଗସ ବୋଲି ବି କୁହାଯାଏ । ଗୁଜୁରାଟରେ ଏହିଭଳି ମାମଲା ସାମ୍ନାକୁ ଆସିହକି । ଭୂ-ତା-ଣୁରୁ ଠିକ ହୋଇସାରିଥିବା ରୋ-ଗୀମାନଙ୍କ ଶରୀରରେ ବ୍ଲାକ ଫଙ୍ଗସ ଦେଖା ଯାଉଛି । ଏହା ସହିତ ଏହି ମାମଲା ଦିନକୁ ଦିନ ବଢିପାରେ ଲାଗିଛି କାରଣ ଗୁଜୁରାଟରେ ଭୂ-ତା-ଣୁର ମାମଲା ବି ବଢିବାରେ ଲାଗିଛି ।

କହିଦେଉଛୁ କି ଗୁଜୁରାଟରେ ବ୍ଲାକ ଫଙ୍ଗସରେ ୮ ଜଣ ରୋ-ଗୀ ନିଜର ଦ୍ରୁଷ୍ଟିଶକ୍ତି ହରାଇ ଦେଇଛନ୍ତି । ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତି କରଯାଇଛି । ଗତ ୧୫ ଦିନ ହେବ ସୁରତରେ ବ୍ଲାକ ଫଙ୍ଗସର ୪୦ ଟି ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ୮ ଜଣ ବ୍ୟକ୍ତିଙ୍କ ଆଖିର ଦ୍ରୁଷ୍ଟିଶକ୍ତି ଚାଲି ଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ଦୁଇ ସପ୍ତାହ ମଧ୍ୟରେ ଏହିଭଳି ଲକ୍ଷଣ ଥିବା ଲୋକମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ବ୍ଲାକ ଫଙ୍ଗସ ଏକ ପ୍ରକାରର ଚରମ ସଂ-କ୍ର-ମ-ଣ ରୋ-ଗ ଅଟେ ।

ପୋଡିଯିବା ଓ କଟିଯିବା ପରେ ଯେଉଁ ସ୍ଥାନରେ ଏହା ହୋଇଥାଏ ସେହି ସ୍ଥାନରେ କଳା ଦାଗ ହୋଇଯାଏ । ଏହି ସଂ-କ୍ର-ମ-ଣ ଭୂ-ତା-ଣୁ କାରଣରୁ ବ୍ୟାପୁଛି । ଏହାର ଚିକିତ୍ସା ସମ୍ଭବ । କିନ୍ତୁ ଯଦି ଚିକିତ୍ସାରେ ଡେରି ହୋଇଯାଏ କିମ୍ବା ଯଦି ଚିକିତ୍ସା ନ କରାଯାଏ ତେବେ ଏହା ଦ୍ଵାରା ରୋ-ଗୀର ମୃ-ତ୍ୟୁ ବି ହୋଇପାରେ ।

କହିଦେଉଛୁ କି କମଜୋର ରୋ-ଗ ପ୍ରତିରୋଧକ ଶକ୍ତି ବାଲା ଲୋକମାନଙ୍କୁ ଏହାର ଅଧିକ ଭୟ ଥାଏ । ଡାୟେବିଟିଜ ରୋ-ଗୀମାନଙ୍କ ଉପରେ ଏହାର ଅଧିକ ପ୍ରଭାବ ପଡିପାରେ ଓ ଯେଉଁମାନଙ୍କୁ ସ୍ୱାସ୍ଥ୍ୟଗତ କିଛି ବି ସମସ୍ୟା ଅଛି ସେମାନେ ଏହାର ଶି-କା-ର ହୋଇ ପାରନ୍ତି । ଏହା ସାମାନ୍ୟ ରୂପରେ ସେହି ରୋ-ଗୀମାନଙ୍କ ମଧ୍ୟରେ ଦେଖା ଯାଇଛି ଯେଉଁମାନେ ଭୂ-ତା-ଣୁରେ ଠିକ ଘରକୁ ଫେରିଛନ୍ତି ଓ ଯେଉଁମାନେ ପୂର୍ବରୁ ବିଭିନ୍ନ ରୋ-ଗରେ ଶି-କା-ର ଥିଲେ ।

Leave a Reply

Your email address will not be published. Required fields are marked *