ପୁରା ପରିବାରକୁ କରୋନା, ଏହି ଦେଶୀ ଉପାୟ ଦ୍ଵାରା ବଞ୍ଚାଇ ଦେଲେ ପୁରା ପରିବାରର ଜୀବନ- ଦେଖନ୍ତୁ ଭିଡିଓ

ଭୂ-ତା-ଣୁକୁ ନେଇ ସମସ୍ତ ଚିନ୍ତିତ ଅଛନ୍ତି । କିନ୍ତୁ ଏହା ସହିତ ଏହାର ସମଧାନ ଉପରେ ବି ଧ୍ୟାନ ଦେବାକୁ ପଡିବ ଯାହା ଦ୍ଵାରା ଦେଶ ଭୂ-ତା-ଣୁରୁ ମୁ-କ୍ତ ହୋଇ ପାରିବ । ଆପଣଙ୍କର ଅନିୟମତା ଆପଣଙ୍କୁ ଭୂ-ତା-ଣୁରେ ସଂ-କ୍ର-ମି-ତ କରି ପାରେ କିନ୍ତୁ ଅଳ୍ପ ସଚେତନ ଦ୍ଵାରା ଆପଣ ନିଜ ସହିତ ନିଜର ପୁରା ପରିବାରକୁ ସୁରକ୍ଷିତ କରି ପାରିବେ । କହିବାକୁ ଗଲେ ବର୍ତ୍ତମାନ ସମୟରେ ଏକ ଭିଡିଓ ଭା-ଇ-ରା-ଲ ହେଉଛି । ଯାହାକି ମଥୁରାର ଲକ୍ଷ୍ମୀ ସିଂହଙ୍କ ଅଟେ ।

ଯେଉଁଥିରେ ସେ କିପରି ଘରୋଇ ଉପଚାର କରି ଭୂ-ତା-ଣୁରୁ ମୁ-କ୍ତି ପାଇ ପାରିବେ ସେହି ବିଷୟରେ କହୁଛନ୍ତି । କହିଦେଉଛୁ କି ଲକ୍ଷ୍ମୀଙ୍କ ପୁରା ପରିବାରକୁ ଭୂ-ତା-ଣୁରେ ସଂ-କ୍ର-ମି-ତ ହୋଇଯାଇ ଥିଲେ । ଶାଶୁ, ଶଶୁର ଓ ସ୍ଵାମୀକୁ ବି କୋ-ଭି-ଡ ହୋଇଯାଇଥିଲା ।

ଏମିତିରେ ନିଜର ଦେଖାଶୁଣା ସହ ପରିବାର ଓ ପିଲାମାନଙ୍କୁ କେମିତି ସମ୍ଭାଳିଥିଲେ ସେହି ବିଷୟରେ ସେ ନିଜର ଏହି ଭିଡିଓରେ କହୁଛନ୍ତି । ଘରେ ରହି ଦେଶୀ ଘରୋଇ ଉପଚାର କରି ଭୂ-ତା-ଣୁକୁ ପରାଜୟ କରିବା ସହିତ ନିଜର ପରିବାରକୁ ସମ୍ଭାଳିଲେ ଓ ହସ୍ପିଟାଲରୁ ନିଜର ଶଶୁରକୁ ବି ସେ ଘରକୁ ନେଇ ଆସିଲେ । ଯାହାକି ଏକ ପ୍ରେରଣାଭରା କାହାଣୀ ଅଟେ । ଏମିତିରେ ଲକ୍ଷ୍ମୀଙ୍କ ଦ୍ଵାରା କୁହାଯାଇଥିବା କିଛି ଘରୋଇ ଉପଚାର ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

ଯାହା ମାଧ୍ୟମରେ ଆପଣ ଭୂ-ତା-ଣୁକୁ ହରାଇ ପାରିବେ । ଲକ୍ଷ୍ମୀ ନିଜର ଘରୋଇ ଉପଚାରରେ ପ୍ରଥମ ସେ ସ୍ଟିମ ନେଲେ । ସେ କେବଳ ଗରମ ପାଣିରେ, ଏହା ପରେ ଲେମ୍ବୁ ଚୋପା, କମଳା ଚୋପା ଦ୍ଵାରା ବି ସ୍ଟିମ ନେଲେ । ଲକ୍ଷ୍ମୀଙ୍କ କହିବା ଅଟେ କି ତାଙ୍କ ପାଇଁ ସବୁଠୁ ପ୍ରଭାବଶାଳି ସ୍ଟିମ ଥିଲା ଯେତେବେଳ ସେ ହଳଦୀ ଓ ଜୁଆଣୀ ପକାଇ ସ୍ଟିମ ନେଇଥିଲେ । ଏହା ସହିତ ସେ ବିଭିନ୍ନ ପ୍ରକାରର କାଢା ତିଆରି କରି ବି ସେବନ କରିଛନ୍ତି ।

ଲବଙ୍ଗ, ଗୋଲୋମରିଚ, ଅଦା, ମହୁକୁ ମିଶାଇ ସେ ଏକ କାଢା ତିଆରି କରି ତାହାର ସେବନ କରିଛନ୍ତି । ଏହା ଦ୍ଵାରା କଫର କୌଣସି ବି ସମସ୍ୟା ରହିବ ନାହିଁ । ଏହା ସହିତ ଆପଣ ଦିନକୁ ୨ ୩ ଥର ଗରମ ପାଣିରେ ଲୁଣ ପକାଇ ମୁହଁ ସଫା କରନ୍ତୁ । ଏହା ସହିତ ଆପଣ ଔଷଧର ସେବନ ବି କରନ୍ତୁ ଓ କିଛି ଭିଟାମିନ ଔଷଧର ବି ସେବନ କରନ୍ତୁ । କହିବାକୁ ଗଲେ ଏହି ସମସ୍ତ ଉପାୟ ଲକ୍ଷ୍ମୀ ନିଜ ଘରେ କରିଛନ୍ତି ।

ଲକ୍ଷ୍ମୀ ଆଗକୁ କହିଲେ କି ଯଦି ଆପଣ ଭୂ-ତା-ଣୁରେ ପଜିଟିବ ହୋଇଛନ୍ତି କିମ୍ବା ପଜିଟିବ ହୋଇ ନାହାନ୍ତି ତେବେ ବି ଆପଣ ଯଦି ଏହି ସମସ୍ତ ଘରୋଇ ଉପଚାର କରୁଛନ୍ତି ତେବେ ଆପଣ ସମସ୍ତ ପ୍ରକାରର ରୋ-ଗର ବଞ୍ଚି ପାରିବେ ।

Leave a Reply

Your email address will not be published. Required fields are marked *