Lata Mangeshkarଙ୍କ ସ୍ୱାସ୍ଥ୍ୟବସ୍ଥା ଗରୁତର, ICUରେ ହେଲେ ଭର୍ତ୍ତି

ଚଳଚିତ୍ର ଦୁନିଆରା ପଛ ପରଦାରେ ରହି ଦୁନିଆକୁ ନିଜର କଣ୍ଠର ଜାଦୁରେ ବାନ୍ଧି ରଖୀ ଥିବା ଲତା ମଙ୍ଗେସ୍କର । ଯିଏ କି ଅନେକ ଗିତ ଗାଇ ଆମ ମନକୁ ମୋହୀ ପାରିଛନ୍ତି । ଏବେ କୋରୋନାରେ ଆକ୍ରାନ୍ତ ହେବାର ସୂତ୍ରରୁ ଜଣ ପଡିଛି । ସେ ନିଜର ସ୍ୱାସ୍ଥ୍ୟ ଅବସ୍ତାକୁ ଆଉ ସମ୍ଭାଳି ନ ପାରିବା ପରେ ତାଙ୍କୁ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଇ ଥିଲେ । ତାଙ୍କୁ ବର୍ତ୍ତମାନ ହେଉଛି 92 ବର୍ଷ ହୋଇ ସାରି ଲାଣି ।

କେବଳ କୋରନା ନୁହେଁ ତାଙ୍କୁ ଅନ୍ୟାୟ ରୋଗ ଥିବାରୁ ତାଙ୍କର ଚିକିସ୍ଛାର ବିଶେଷ ଧ୍ୟାନ ରକ୍ଷା ଯାଉଛି । ଡାକ୍ଟର ମାନେ ରଖିଛନ୍ତି କି ଆଗରୁ ତାଙ୍କର ଅନେକ ବେମାରି ଅଛନ୍ତି ତେବେ ଏବେ ତାଙ୍କ ଅବସ୍ଥା କୁ ଭଲ କରିବା ପାଇଁ ଆମେ ଦେଖି ଚାହିଁ ପଦକ୍ଷେପ ନେଉଛୁ ।

କିଛି ସ୍ପେଶାଲ ଟିମ ମଧ୍ୟ ରହି ସେହି ଠାରେ ତାଙ୍କ ଚିକିସ୍ଛା କୁ ଧ୍ୟାନ ଦେଉଛନ୍ତି ତେବେ ଗତ ବର୍ଷ ମଧ୍ୟ ତାଙ୍କ ଛାତିରେ କିଛି ସଂକ୍ରମଣ ହୋଇ ଥିଲା ଓ ଗୁରୁତର ଭାବେ ତାଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରା ଯାଇ ଥିଲା କିନ୍ତୁ ସେହି ସମୟରେ ଡାକ୍ଟର ମାନଙ୍କ ଚେଷ୍ଟା ଭଗବାନଙ୍କ ଦୟା ଓ ଭରତ ବାଶିଙ୍କ ଭଲ ପାଇବାରେ ସେ ଭଲ ହୋଇ ଘର କୁ ଫେରି ଆସିଥିଲେ ।

ହେଲେ ଏବେ ପୁଣି ଠାରେ କୋଭିଡ ଚିହ୍ନଟ ପରେ ତାଙ୍କୁ ପୁଣି ହସ୍ପିଟାଲ ରେ ରକ୍ଷା ଯାଇଛି । ଏହା ସହ ସାରା ଚଳଚ୍ଚିତ୍ର ଜଗତର ତାଙ୍କ ଫ୍ୟାନ୍ସ ମାନେ ଓ ସାଧାରଣ ଫ୍ୟାନ୍ସ ମାନେ ମଧ୍ୟ ତାଙ୍କର ସୁସ୍ଥ ହେବାର ବାଟକୁ ଅନାଇ ଭଗବାନଙ୍କ ପାଖରେ ପାର୍ଥନା କରୁଛନ୍ତି ।

ତେବେ ଏକ ପୁରାତନ ଓ ବହୁମୂଖୀ ଗୁଣର ପ୍ରତିଭା ହେଉଛନ୍ତି ଲତା ପିଲା ଦିନୁ ବାପାଙ୍କ ପ୍ରୋଶ୍ଚାହନରେ ସେ ଗୀତା ଗାଇବା ଆରମ୍ଭ କରିଥିଲେ । ଧୀରେ ଧୀରେ ସେ ଚଳଚ୍ଚିତ୍ର ରେ ସେ ଦୁନିଆରେ ପାଦ ଦେଇଥିଲେ । ଏହି ପାଇଁ ତାଙ୍କୁ ଭାରତର କୋଇଲି ବୋଲି ମଧ୍ୟ କୁହାଯାଉଛି ।

ଏବେ ତାଙ୍କୁ ଭାରତର ଏକ ଗୌରବ ମଧ୍ୟ କୁହାଯାଏ । ଆପଣମାନେ ଜାଣି ଥିବେ ମଧ୍ୟ ଭାରତ ଏହି ଗାଇକା ଙ୍କୁ ଭାରତ ଛଡା ଅନ୍ୟ ଦେଶ ମାନଙ୍କରେ ମଧ୍ୟ ସମ୍ମାନ ପ୍ରଦାନ କରା ଯାଇଛି । ବୟଶ ସଭିଙ୍କୁ ହାରାଇ ଦେଇଥାଏ ମାତ୍ର କିଛି ଜଣ ଅଛନ୍ତି ଯେଉଁମାନେ ନିଜର ଉପରେ ବୟଶର ଚାପ ରହିବା ପାଇ ଦିଅନ୍ତିନି ।

ଲତା ସେମାନଙ୍କ ମଧ୍ୟରୁ ଜଣେ ଯିଏ କି ନିଜର କଣ୍ଠ ରୁ ଆଜିଭି ସେହି ଭଳି ଭାବେ ଗିତ ଗାଇ ପାରୁଛନ୍ତି । ସେ ନିଜର ଜୀବନ ନିଜ ସଙ୍ଗୀତ କୁ ଦାନ କରି ଦେଇଛନ୍ତି । ତେବେ କାରୋନା ରେ ଏବେ ଲତାଙ୍କ ଅବସ୍ଥା ଭଲ ରହୁ ଏହା ଆମର କାମନା ଓ ପ୍ରାର୍ଥନା ଭଗବନଙ୍କ ପାଖରେ ।

Leave a Reply

Your email address will not be published. Required fields are marked *