Ollywood ଜଗତରେ ଶୋକର ଛାୟା, ଆଉ ନାହାନ୍ତି ବରିଷ୍ଠ ଅଭିନେତା Mihir Das

ଏବେ କିଛି ମାସ ହେବ ସାରା ଦେଶ ଆମର କରୋନା ମହାମାରୀ ଦେଇ ଗତି କରୁଛି । ଏହି ସମୟରେ ଆମକୁ ଆମ ଚଳଚ୍ଚିତ୍ର ଦୁନିଆର ତାରକା ମାନେ ଅନେକ ସାହାଯ୍ୟ କରୁଥିଲେ । ଏହି ଭଳି ଅଭାବ ସମୟରେ ଏହି ଅଭିନେତା ମାନେ ଆମକୁ ସାହାଯ୍ୟ ଓ ସାହାସ ଦେଉ ଥିଲେ ତେବେ ଆଜି ଆମ ଅତି ପ୍ରିୟ ମିହିର ଦାସଙ୍କର ପରଲୋକ ହୋଇଛି ।

ଆଜି ଆମେ କହିବା କି ଏହିଭଳି ଅଭାବନୀୟ ଘଟଣା ଆମକୁ ମିଳି ଥିବାରୁ ଆମେ ଶୋକାକାର ହେବା ସହ ଅଶ୍ରୁଳ ଶ୍ରଦ୍ଧାଅଞ୍ଜଳି ଅର୍ପଣ କରୁଛୁ । SCB ରେ ଚିକିତ୍ସିତ ଅବସ୍ଥାରେ ସେ ପର ଲୋକ କୁ ସିଧରୀ ଛନ୍ତି । କୁହାଯାଏ କି ସେ କିଛି ଦିନ ତଳେ ଅଧିକ ଅସୁସ୍ଥ ଥିଲେ ଏହା ପରେ ସେ ଘରୋଇ ଚିକିସ୍ଛାଲୟରେ ଚିକିସ୍ଛା କରାଉ ଥିଲେ ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଡ ମେଡିକାଲ ରେ ଭର୍ତ୍ତି କରା ଯାଇଥିଲା ।

ଏଠାରେ ମଧ୍ୟ ପ୍ରଶିକ୍ଷିତ ଡାକ୍ତର ଙ୍କ ନଜର ସେ ରହି ଥିଲେ ମାତ୍ର ସେ ଏବେ ଆଉ ଆମ ସହ ନାହାନ୍ତି । ସେ କେତେବେଳ ଭୋଳା ଶଙ୍କର ହୋଇ ଆଖିରୁ ଲୁହ କାଢ଼ିବା ବେଳେ କେତେବେଳେ ଭିଲିୟନ ହୋଇ ଡ଼ରାଇ ଛନ୍ତି । କେତେବେଳ ହାସ୍ୟ ଅଭିନେତା ହୋଇ ସେ ହସାଇ ଥଲେ । ସେ ଅନେକ ଚଳଚ୍ଚିତ୍ର ପାଇଁ ପୁରସ୍କୃତ ମଧ୍ୟ ହୋଇଛନ୍ତି ।

ତେବେ ସେ 1958 ରେ ସମ୍ବଳ ପୁର ରେ ଜନ୍ମ ଗ୍ରହଣ କରିଥିଲେ ଏହା ପରେ ସେ ନିଜ ଭାଗ୍ୟ କୁ ଆପଣେଇ ମଡେଲ ହେଵା ସହ ଚଚ୍ଚିତ୍ର ମଧ୍ୟ କରିଥିଲେ । ଯେଉଁ ଭଳି ପାଣିକୁ ଯେଉଁ ପାତ୍ରରେ ରଖିଲେ ସେ ସେଇ ରୂପ ନିଏ ସେହି ଭଳି ମିହିର ଦାସ ମଧ୍ୟ କିକ୍ସହହି ଭି ଚରିତ୍ର ରେ ନିଜକୁ ସମ୍ଭାଳି ନେଇ ଥିଲେ ।

ଏହା ଥିଲା ଓଡିଶା ପାଇଁ ଏକ ସ୍ୱାଭିମାନ ଓ ଗୋୖରାବର ଦିନ ଯେଉଁ ଦିନ ସେ ଜନ୍ମ ହୋଇ ଥିଲେ । ମାତ୍ର ସମୟ ସଭିଙ୍କର ଆସିଥାଏ ଶରୀର ସାଥ ନ ଦେଉଥିବାରୁ ସେ icu ରେ ଚିକିସ୍ଛା ହେଉଥିବା ବେଳେ ଦୁନିଆରୁ ବିଦାୟ ନେଇଛନ୍ତି ଚିରଦିନ ପାଇଁ ଓ ଆମ ମନରେ ତାଙ୍କ ର ଛବି ଛାଡି ଯାଇଛନ୍ତି । ଭଗବାନ ତାଙ୍କ ଆତ୍ମାଙ୍କ ଶାନ୍ତି ଦିଅନ୍ତୁ ଏହା ଓଡିଶା ବାସୀଙ୍କ କାମନା ।

ମିହିର ଦାସ କିଛି ଦିନ ତଳେ ଆଶାର ଆଳିକରେ ମଧ୍ୟ କମ କେଉଁଥିବାର ଆପଣମାନେ ଦେଖି ଥିବେ । ଏହା ଏକ ମହାନ କାମ ଥିଲା ପରିବାର ଯୋଡିବା ଏକ ପୁଣ୍ୟର କାମ । ଯାହାକୁ ବହୁତ କମ ଲୋକମାନେ କରି ପାରନ୍ତି । ତେବେ ଏହି ବହୁମୁଖୀ ପ୍ରତିଭା କୁ ଆମେ ଚାହଜନ ନଥିଲେ ମଧ୍ୟ ହୃଦୟରୁ ବିଦାୟ ଦେବା ପାଇଁ ବାଧ୍ୟ ହୋଇଛେ । ଜଗନ୍ନାଥ ତାଙ୍କ ଆତ୍ମା କୁ ଶାନ୍ତି ପ୍ରଦାନ କରନ୍ତୁ ଓ ତାଙ୍କ ପରିବାର କୁ ଧାର୍ଯ୍ୟ ପ୍ରଦାନ କରନ୍ତୁ

Leave a Reply

Your email address will not be published. Required fields are marked *