Mihir Dasଙ୍କ ମୃତ୍ୟୁ ପରେ କିଛି ଏମିତି କହିଲେ Kuna Tripathy…. ଦେଖନ୍ତୁ Video

ଅସୀମିତ କଳାର କଳାକାର ମିହୀରଦାସ ଆଉ ଏହି ଦୁନିଆରେ ନାହାନ୍ତି । ତାଙ୍କୁ ଅନେକ ଲୋକମାନେ ମନେ ପକାଇ ନିଜର ବ୍ୟକ୍ତିଗତ ମନ୍ତବ୍ୟ ଦେଇଛନ୍ତି । ଦେଖିବା ଓଆଇଁ ଯିବା ତା ଆମେ ଜାଣି ପରିବା କି ତାଙ୍କର ଶତ୍ରୁ କେହି ନଥିଲେ ଓ ମିତ୍ର ଗଣିବାର ସମ୍ବଳ ହୁଏ ତା ଆମ ପାଖେ ନାଇଁ । ନିକଟରେ କୁନା ତ୍ରିପାଠୀ ନିଜ ମତ ଦେଇ କହିଛନ୍ତି ତାଙ୍କ ବିଷୟରେ କିକ୍ସହହି ।

ମିହିର ଦାସ ଯେତେବେଳେ ଭି ଯେଉଁ ପ୍ରକାର ଅଭିନୟ କରିଛନ୍ତି ତାକୁ ନିଜର ଜୀବନର ଏକ ପାର୍ଟ ବୋଲି ଭାବି ନେଇନଥିଲେ । କିନ୍ତୁ ଯଦି କେହି ତାଙ୍କୁ ସୁଧାରିବା ପାଇଁ ଚେଷ୍ଟା କରିଛି ସେ ସୁଧୁରିଛନ୍ତି ମଧ୍ୟ । ନିଜ କଳାକାର ଜୀବନରେ ସେ ଯାହା ଭି ଶିଖି ଛନ୍ତି ସେ ତାକୁ ନିଜ ଜୀବନର ଏକ ଅମୂଲ୍ୟ ଶିଖା ଭାବି ଅନ୍ୟମାନଙ୍କୁ ମଧ୍ୟ ଶିଖା ଦେଇ ଛନ୍ତି ।

ତେବେ ଆମେ କହିବା ପାଇଁ ଯାଉଥିବା କୁନା ତ୍ରିପାଠୀ ଙ୍କ ମତରେ ମିହିର ଦାସ ହେଉଛନ୍ତି ତାଙ୍କ ବଡ ଭାଇ ଭଳି । ସେ କାନ୍ଦ କାନ୍ଦ କାନ୍ଥରେ ଏହାକୁ ସ୍ୱୀକାର କରିଛନ୍ତି କି ସେ ତାଙ୍କ ସହ ପିଲା ବେଳୁ ବନ୍ଧୁ ଥିଲେ । ଏହା ମଧ୍ୟ କହିଛନ୍ତି କି ସେ ଯେତେବେଳ ସତେଜ ରେ ରହିଥିଲେ କୁନା ତ୍ରିପାଠୀ ପଛ ଶ୍ରେଣୀର କଳାକାର ଥିଲେ । କିନ୍ତୁ ଏହା ପାଇଁ ତାଙ୍କର ଓ ମିହିର ଦାସଙ୍କ ମଧ୍ୟରେ କେବେଭି ଝଗଡା ହୋଇନି ।

କୁନା ତ୍ରିପାଠୀଙ୍କ ଏବେ ଭି ମନେ ଅଛି କି ସେ କେଉଁ ଡ୍ରେସ ପିନ୍ଧିକି ମିହିର ଦାସଙ୍କ ବିଭାଗରୀ ଯାଇ ଥିଲେ । ଏହା ସହ ସେ କହି ଛନ୍ତି କି ସୁଟିଂ ସମୟରେ ସେ ଯାହା ଠିକ ଲାଗେ ସେୟା କୁହନ୍ତି ଏହା ସହ ସେ ସବୁ ବେଳେ ନିଜ ତଳେ ଥିବା କଳାକାର ମାନଙ୍କୁ ସାହାଯ୍ୟ କରିଥାନ୍ତି । କୁନା ତ୍ରିପାଠୀଙ୍କ ମତରେ ମିହିର ଦାସ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଏକ ବଡ ଭାଇ ଓ ସାନ ଭାଇ ଭଳି ଥିଲା ।

ମିହିର ଦାସଙ୍କ ବୁଝାଇବା ଶୈଳୀ ଏତେ ଭଲ ଥିଲା କି ସେ ଯାହାକୁ ଯାହାଭି କହୁଥିଲେ ସଭିଏଁ ତାଙ୍କୁ ମାନୁ ଥିଲେ । ଏହା ସହ ସେ କହିଛନ୍ତି କି ଘରୋଇ ଝଗଡା ହେଲେ ମଧ୍ୟ ସେ ମିହିର ଦାସଙ୍କୁ ନିଜ ବଡ ଭାଇ ଭାବେ କହି ଦେଇ ଥାନ୍ତି ତାଙ୍କ ପତ୍ନୀ ମଧ୍ୟ ତାଙ୍କୁ ନିଜର ବଡ ଭାଇ ବୋଲି ଭାବୁ ଥିଲେ ।

ଏହା ମଧ୍ୟ କୁହାଯାଇଛି କି ମିହିର ଦାସ କେବେହେଲେ ନିଜ ଗର୍ବ ଆଣିକି ରଖି ନାହାନ୍ତି କାହା ଆଗରେ । ସେ ସାଧା ଭାବେ ବଂଚିବା ପାଇଁ ଭଲ ପାଉ ଥିଲେ । ରାସ୍ତାରେ ଯିବା ବେଳେ ସେ ତାଙ୍କ କାଳର ଟେକିକି ଚାଲନ୍ତି ନି ବରଂ ସବୁଙ୍କ ସହ କାନ୍ଧ ମିଶ୍ରିକି ଚଳନ୍ତି । କୁନା ତ୍ରିପାଠୀ କହିଛନ୍ତି ଗୋଟି ଗୋଟି କରି ତାଙ୍କର ମନେ ପଡ଼ୁଛି ଏହି ପୁରୁଣା କଥା ସବୁ । ଆଉ ସେ ଏବେ ଖୁବ ଦୁଃଖିତ ଓ ମର୍ମାହତ ମଧ୍ୟ ।

Leave a Reply

Your email address will not be published. Required fields are marked *