ମୃତ୍ୟୁ ପରେ ନିଜ ପରିବାର ପାଇଁ Mihir Das ଛାଡିଗଲେ ଏତେ ସମ୍ପତ୍ତି

ଆପଣ ମାନେ ଏବେ ଜାଣି ସାରିଥିବେ କି ମିହିର ଦାସ ଏବେ ଆଉ ଦୁନିଆରେ ନାହାନ୍ତି । କିନ୍ତୁ ଆମେ ତାଙ୍କୁ ଆମ ମନରୁ କାଢି ଦେବା ସମ୍ଭବ ନୁହେଁ । କୁହାଯାଏ କି ସେ ଜଣେ ଭଲ ଅଭିନେତା ହେବା ସହ ଭଲା ସମାଜ ସେବୀ ମଧ୍ୟ  ସେ ତାଙ୍କ ସଖ୍ୟମ ଅନୁସାରେ ସମାଜ କଲ୍ୟାନ କରିବା ପାଇଁ ଚେଷ୍ଟା କରି ଥାଆନ୍ତି । ତେବେ ତାଙ୍କର ସ୍ତ୍ରୀ ଙ୍କ ନାଁ ହେଉଛି ସଂଗୀତା ଓ ଏକ ମାତ୍ର ପୁଅ ଯିଏ କି ଅମ୍ଳାନ ଅଟନ୍ତି ।

କୁହାଯାଏ କି ତାଙ୍କ ପୁଅ ତାଙ୍କ ଭଳି ନାଁ କମାଇବାରେ ମାହୀର ନୁହଁନ୍ତି । ଯେଉଁ ଭଳି ଭାବେ ଅମିତାଭ ବଚନ ସେହି ଭଳି ଭାବେ ଓଡ଼ିଆ ଜଗତର ମିହିର ଦାସ । କୁହା ଯାଏ କଳା ପ୍ରତିଭା ଲୁଚିବା ସମ୍ଭବ ନୁହେଁ ତଥାପି ମିହିର ଦାସ ନିଜ କଳାକୁ ଲୋକ ଲୋଚନକୁ ଆଣିବା କରି ଥିବା ଚେଷ୍ଟା ସଫଳ ହୋଇଛି । ସେ ନିଜର ଏକ ଚାପ ଛାଡି ଯିବାରେ ସଫଳ ହୋଇ ଛନ୍ତି ।

ହୁଏ ତ ସେ ଏହି ଦୁନିଆରେ ନାହାନ୍ତି କିନ୍ତୁ ତାଙ୍କୁ ଆମେ ସବୁ ଦିନ ଦେଖି ପରିବା ନିଜ ମନର ଆଇନାରେ । ସେ ଅଭିନୟ କରିଥିବା ଚଳଚ୍ଚିତ୍ର ରେ ଆମେ ତାଙ୍କୁ ମନେ ରଖି ପରିବା । କେବଳ ଚଳଚ୍ଚିତ୍ର ନୁହେଁ ସେ ଶିରୀୟଲ ଓ ନାଟକ ଦୁନିଆରେ ମଧ୍ୟ ପ୍ରସିଦ୍ଧ ଅଟନ୍ତି ।

ମିହିର ଦାସଙ୍କୁ ତାଙ୍କ ୟୁନିଟ ଲୋକ ମାନେ ଅଧିକା ବ୍ଯଲ ପାଇଁ ଥାନ୍ତି କିନ୍ତୁ ଦେଖିବା ପାଇଁ ଯିବା ତ ଆମେ ଜାଣି ପରିବା କି ସେ ବୁଝାଇବା ଶକ୍ତି ମଧ୍ୟ ଖୁବ ଭଲ । ସେ ଯାହା କୁହନ୍ତି ରୋକ ଥୋକ ମୁହଁରେ କହି ଥାନ୍ତି । କିନ୍ତୁ କିଛି ଲୋକମ୍ମାନେ କୁହନ୍ତି କି ତାଙ୍କ ବୁଝାଇବା ଶୈଳୀ ଖୁବ ଭଲ ।

ଏହା ମଧ୍ୟ କୁହାଯାଏ କି ସେ ନିଜର ରୋଜଗାରରେ ନିଜର ମହଲ କରିଚନ୍ରି । ସେ ତାଙ୍କ ଜୀବନରେ 61 ବର୍ଷ ବୟସ ମଧ୍ୟରେ 150 ରୁ ଚଳଚ୍ଚିତ୍ରରେ କାମ କରିବା ସହ ଅନେକ ଧାରାବାହିକ ରେ ଓ ନାଟକରେ ମଧ୍ୟ କାମ କରିଛନ୍ତି । ସେ ଏକ ଚଳଚ୍ଚିତ୍ର ରେ କାମ କରିବା ପାଇଁ 5ଲକ୍ଷ ରୁ 7 ଲକ୍ଷ ଟଙ୍କା ନେଉଥିଲେ ।

ସେ ପ୍ରାୟ 35 କୋଟି ଟଙ୍କାର ସମ୍ପତ୍ତି ରଖିଛନ୍ତି ଓ ଏହା ସହ ସେ ନିଜ ଗାଁରେ ଓ ଏହା ସହ ସେ ନିଜ ଘର ଯାହା କଟକରେ ଅଛି ତାକୁ ତିଆରି କରିଥିଲେ । ଏହା ସହ ସେ ଏକ ଗାଡି ମରସିଡିଜେ ମଧ୍ୟ ରଖିଛନ୍ତି । ଏହା ସ୍ଵ ଅର୍ଜିତ ପଇସାରେ ସେ କରିଛନ୍ତି ।

ସତରେ ସେ ଜଣେ ମହାନ ପ୍ରତିଭା ଥିଲେ ଯିଏ କି ନିଜ ପ୍ରତିଭା ଦ୍ୱାରା ନିଜ ପଇସା ରେ ଏତେ ସବୁ କିଛି କରିଛନ୍ତି । ତେବେ ଆପଣ ମାନେ ଭି ଯଦି ମିହିର ଦାସଙ୍କ ଚଚ୍ଚିତ୍ର କୁ ଦେଖିବା ପାଇଁ ଭଲ ପାଆନ୍ତି ଆପଣଙ୍କୁ କେଉଁ ଚଚ୍ଚିତ୍ର ପସନ୍ଦ ନିଜର ମତ ଦେବା ସହ ଜଗନ୍ନାଥ ଙ୍କ ପାଖରେ ତାଙ୍କ ଆତ୍ମାର ସଦ୍ଗତି ପାଇଁ ପ୍ରାଥନା କରିବେ ।

Leave a Reply

Your email address will not be published. Required fields are marked *