ଏବେ ଏବେ ଆସିଲା ବଡ ଖବର, ଆଉ ନାହାନ୍ତି Legendry ସିଙ୍ଗର Lata Mangeshkar!

ନମସ୍କାର ବନ୍ଧୁଗଣ । ଆପଣ ମାନେ ବଲିଉଡ ଶିଂଗର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ବଲିଉଡ ଗାୟକ ଓ ଗାୟିକା ମାନେ ନିଜର ସୁମଧୁର କଣ୍ଠ ରେ ପୁରା ଭାରତବାସୀ ଙ୍କ ହୃଦୟ ଜିଣିଛନ୍ତି । ବର୍ତ୍ତମାନର ବଡ ଦୁଖଦାୟକ ଖବର ହେଉଛି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍କରଙ୍କର ପରଲୋକ ଘଟିଛି । ମୁମ୍ବାଇରେ ବୃଚ କାନ୍ଦି ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ଆଜି ସକାଳ ୮ଟା ରେ ନିଧନ ହୋଇଥିବାର ସୂଚନା ରହିଛି ।

ଦୀର୍ଘ ୨୯ ଦିନ ହେଲା ଲାଟ ମଙ୍ଗେସକର ଭେଣ୍ଟିଲେଟର ରେ ଚିକିତ୍ସାଧଇଁ ଅବସ୍ଥାରେ ହସପିଟାଲ ରେ ଥିଲେ । ତାଙ୍କର ନିଧନ ଖବର ଶୁଣିବା ପରେ ଅନେକ ରାଏ ଦେଇଛନ୍ତି ଯେ ତାଙ୍କ ଭଳି ଗାୟିକା ଛାଡି ଚାଲିଯିବା ପୁରା ଦେଶ ପାଇଁ ଏକେ ବଡ ଆଘାତ ହୋଇଛି । ଆଜି ଲତା ଜି ଆମ ସହ ନାହାନ୍ତି କିନ୍ତୁ ତାଙ୍କର ଗୀତ, ସ୍ଵର ଆଗକୁ ଏମିତି ପିଢୀ ଅନୁଯାୟୀ ରହିବ । ଲତା ଜି ଙ୍କର ଏପରି ଅକାଳ ବିୟୋଗରେ ସମସ୍ତଙ୍କୁ ବଡ ଆଘାତ ଲାଗିଛି ।

ଏହି ବଡ ଦୁଖକୁ ସହ୍ୟ କରିବା ପାଇଁ ତାଙ୍କ ପରିବାର ବର୍ଗକୁ ଭଗବାନ ଶକ୍ତି ଦିଅନ୍ତୁ । ମାତ୍ର ୯୨ ବର୍ଷ ବୟସରେ ଲତା ମଙ୍ଗେସ୍କରଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ତାଙ୍କର ମୃତ୍ୟୁ ରେ ସାରା ବଲିଉଡ ଇଣ୍ଡଷ୍ଟ୍ରି ରେ ଶୋକର ଛାୟା ଖେଳି ଯାଇଛି । ଏହା ସହ ତାଙ୍କ ପରିବାର ବର୍ଗ ମଧ୍ୟ ଦୁଖରେ ଭାଙ୍ଗି ପଦିହକନ୍ତି । ତେବେ ଲତା ମଙ୍ଗେସ୍କର ଏମିତି ଜେଣ ଗାଇକା ଥିଲେ ଯିଏ ନିଜର ସୁମଧୁର କଣ୍ଠ ରେ ଲକ୍ଷ ଲକ୍ଷ ଲୋକଙ୍କର ହୃଦୟ ଜିଣିଥିଲେ ।

ତାଙ୍କର ସଙ୍ଗୀତ ଆଜି ବି ଲୋକ ମାନଙ୍କ ମନରେ ରହିଛି । ସେ ଗାଇଥିବା ଅନେକ ଗୀତ ଆଜି ବି ସ୍ମୃତି ହୋଇ ତାଜା ରହିଛି । ତାଙ୍କର ଗୀତ ଜରିଆରେ ସେ ବଲିଉଡ ଇଣ୍ଡଷ୍ଟ୍ରି ରେ ଜଣେ ଜଣାଶୁଣା ତଥା ଲୋକପ୍ରିୟ ଗାୟିକା ଭାବେ ପରିଚିତ ଥିଲେ । ସେ ପ୍ରାୟ ୮୦ ବା ୯୦ ଦଶକର ଗାୟିକା ଥିଲେ ।

ବଲିଉଡ ଇଣ୍ଡଷ୍ଟ୍ରି ରେ ତାଙ୍କ ସ୍ଥାନ ଆଉ କେହି ନେଇ ପାରିବେ ନାହି ବୋଲି ମତଦାନ କରା ଯାଇଛି । ତେବେ ଆମେ ମାନେ ସମସ୍ତେ ଲତା ମଙ୍ଗେସକରଙ୍କର ଆତ୍ମା ର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଲତା ମଙ୍ଗେସ୍କର କେମିତି ଲାଗନ୍ତି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *