B ନାମର ବ୍ୟକ୍ତି ଆପଣଙ୍କ ପକାହରେ ଥିଲେ ଥରେ ନିଶ୍ଚୟ ଦେଖନ୍ତୁ- Name Astology

ପ୍ରତେକ ବ୍ୟକ୍ତି ଜୀବନରେ ନାମ ର ମହତ୍ଵ ଅଧିକ ରହିଥାଏ । ପ୍ରତେକ ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର ରୁ ହିଁ ବ୍ୟକ୍ତି ର ସ୍ଵଭାବ ବିଷୟରେ ଜଣ ପଡିଥାଏ । ପ୍ରାୟତ ପ୍ରତେକ ବ୍ୟକ୍ତି ନିଜ ନାମର ପ୍ରଥମ ଅକ୍ଷରରୁ ନିଜର ଭାଗ୍ୟ ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି । ଏହା ସତ ଯେ ବ୍ୟକ୍ତି ର ପ୍ରଥମ ଅକ୍ଷର ରୁ ହିଁ ତାର ସ୍ଵଭାବ ଓ ଭବିଷ୍ୟତ ବିଷୟରେ ଜଣା ପଡିଥାଏ । ଆଜି ଆମେ ଆପଣ ମାନଙ୍କୁ B ଅକ୍ଷର ରୁ ଆରମ୍ଭ ହେଉଥିବା ବ୍ୟକ୍ତି ବିଶେଷ ଙ୍କ ବିଷୟରେ କିଛି କହିବାକୁ ଯାଉଛୁ ।

୧- B ନାମର ବ୍ୟକ୍ତିର ଶାରୀରିକ ଗଠନ ଶୈଳୀ : ଏହି ନାମରୁ ଆରମ୍ଭ ହେଉଥିବା ବ୍ୟକ୍ତି ଦେଖିବାକୁ ସୁନ୍ଦର, ଆକର୍ଷକ ହୋଇଥାଏ । ଏମାନଙ୍କ ଆଖି ଦେଖିବାକୁ ମୁନିଆ ଆକାରର ହୋଇଥାଏ ।

୨- B ନାମର ବ୍ଯକ୍ତିର ସ୍ଵଭାବ କିପରି ହୋଇଥାଏ : ଏମାନେ କୌଣସି ଗୋଟିଏ କାମରେ ସନ୍ତୁଷ୍ଟ ହୁଅନ୍ତି ନାହି । ଏମାନେ ସର୍ବଦା କିଛି ନୂଆ କାମ ସନ୍ଧାନ କରିଥାନ୍ତି । ଏମାନଙ୍କୁ ନୂଆ ନୂଆ କାମ କରିବାକୁ ଆଗ୍ରହ ଲାଗିଥାଏ । ଏମାନେ ନିଜ ରାସ୍ତା ନିଜେ ହିଁ କରିଥାନ୍ତି । ଏମାନେ କୌଣସି ବ୍ୟକ୍ତି ଉପରେ ସହଜରେ ଭରସା କରନ୍ତି ନାହି । ତେଣୁ ଏମାନଙ୍କର ମିତ୍ର ସଂଖ୍ୟା ବହୁତ କମ ହୋଇଥାଏ । ଏମାନେ ସୋନ୍ଦାର୍ଜ୍ୟ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି । ଏମାନେ ପ୍ରକୃତି ସହ ରହିବା ଭଲ ପାଆନ୍ତି ।

ଏଥିପାଇଁ ଏମାନେ ଏପରତି ଜାଗା ବୁଲିବାକୁ ପସନ୍ଦ କରନ୍ତି ଯେଉଁ ଠାରେ ପ୍ରକୃତିର ସମାଗମ ଥିବ । ଏମାନେ ନିଜ ଚିନ୍ତା ଧାରା ନିଜ ମନରେ ଗୁପ୍ତ ଭାବେ ରଖିଥାନ୍ତି । ଏମାନେ ସର୍ବଦା ବାଦ ବିବାଦ ରୁ ନିଜକୁ ଦୂରେଇ ରଖନ୍ତି । ଏମାଙ୍କର ସ୍ଵାଭାବ ଶାନ୍ତ ହୋଇଥିଲେ ମଧ୍ୟ ଯେବେ କ୍ରୋଧ ଆସିଥାଏ ଏମାନେ କାହା କଥା ଶୁଣିବାକୁ ପସନ୍ଦ କରନ୍ତି ନାହି । ଏମାନକ ଠାରୁ କୌଣସି ତର୍କରେ ଜିତିବା ବହୁତ କଷ୍ଟକର ହୋଇଥାଏ । ଏମାନେ ନିଜ ରାଗକୁ ନିଜ ମନରେ ରଖିଥାନ୍ତି ।

B ନାମର ବ୍ଯକ୍ତିର କ୍ଯାରିୟର କିପରି ହୋଇଥାଏ : ଏମାନେ ନିଜ ଭବିଷ୍ୟତକୁ ନେଇ କରିଥିବା ଯୋଜନାକୁ ପୁରା କରିବା ପାଇଁ ପଛରେ ରହିଥାନ୍ତି । ଏମାନେ ନିଜ କାମ ଗୁପ୍ତ ଭାବେ ମନରେ ରଖି କରିଥାନ୍ତି । ଏମାନଙ୍କର ଏହି ଗୁଣ ପାଇଁ ଏମାନେ ସଫଳ ହୋଇଥାନ୍ତି । ନିଜ କାମ ପ୍ରତି ଏମାନେ ଅଧିକ ଆଗ୍ରହୀ ହୋଇଥାନ୍ତି ।

B ନାମର ଭଲ ପାଇବାର ସ୍ଵଭାବ କିପରି ହୋଇଥାଏ : ଏମାନେ କାହାକୁ ଭଲ ପାଇବା ପୂର୍ବରୁ ନିଜ ସାଥିର ସ୍ଵଭାବ ବିଷୟରେ ଜାଣିଥାନ୍ତି । ନିଜ ସମ୍ପର୍କକୁ ଏମାନେ ଅଧିକ ଗୁରୁତ୍ଵ ଦେଇଥାନ୍ତି । ଏହି କାରଣରୁ ଏମାନେ ଜଣଙ୍କୁ ଭଲ ପାଇବା ସହ ତାଙ୍କୁ ଜୀବନ ସାଥି ରୂପେ ପାଇବାକୁ ଇଚ୍ଛା ରଖିଥାନତି । ଭଲ ପାଇବା କ୍ଷେତ୍ରରେ ଏମାନେ ଉଚ୍ଚ କୋଟିର ହୋଇଥିଲେ ମଧ୍ୟ ଏମାନଙ୍କୁ ଅଧିକ ଧୋକ୍କା ମିଳିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *