Lipsa Mishraଙ୍କ ଫ୍ୟାମିଲି Album, ଅଗାରୁ କେବେ ଦେଖି ନଥିବେ

ବର୍ତ୍ତମାନ ସମୟରେ ସମସ୍ତେ ସୋ-ସି-ଆ-ଲ ମି-ଡି-ଆରେ ଏକ୍ଟିବ ରହୁଛନ୍ତି ଓ ନିଜର ଫଟୋ ଓ ଭିଡିଓ ଶେୟାର କରି ଲୋକମାନଙ୍କ ମଧ୍ୟରେ ପରିଚିତ ହେଉଛନ୍ତି । କେତେକ ବ୍ୟକ୍ତି ଏମିତି ବି ଅଛନ୍ତି ଯେଉଁମାନେ ନିଜର ଭିଡିଓ ଓ ଫଟୋ ଶେୟାର କରି ଲକ୍ଷ ଲକ୍ଷ ଟଙ୍କା ଆୟ ମଧ୍ୟ କରୁଛନ୍ତି । ବର୍ତ୍ତମାନ ସମୟରେ ଓଲିଉଡ ଜଗତର କଳାକାରମାନେ ବି ନିଜର ପ୍ରାୟତଃ ଭିଡିଓ ଓ ଫଟୋ ଶେୟାର କରି ନିଜର ଫ୍ୟାନମାନଙ୍କ ସହ ଯୋଡି ହୋଇଛନ୍ତି ।

ଓଲିଉଡର ଅଭିନେତ୍ରୀମାନେ ନିଜର ଫଟୋସୁଟ ବି କରିଥାନ୍ତି । ଯାହାର ବି ଫଟୋ ସେ ନିଜର ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ ଶେୟାର କରିଥାନ୍ତି । ଯାହାକୁ ତାଙ୍କର ଫ୍ୟାନମାନେ ଲାଇକ ବି କରନ୍ତି । କହିବାକୁ ଗଲେ ଆଜିକାଲି ଓଲିଉଡର ସବୁ ହିରୋଇନମାନେ ନିଜର ଡାନ୍ସ ଭିଡିଓ ନିଜର ଫ୍ୟାନମାନଙ୍କ ସହ ଶେୟାର କରନ୍ତି ।

ଯାହାକି ଦେଖୁ ଦେଖୁ ଲକ୍ଷ ଲକ୍ଷ ଦର୍ଶକମାନଙ୍କ ପାଖକୁ ପହଞ୍ଚିଯାଏ । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଲିପ୍ସା ମିଶ୍ରଙ୍କ ବିଷୟରେ କହିବୁ । ଯିଏକି ନିଜର ପ୍ରାୟତଃ ଫଟୋ ସୋ-ସି-ଆ-ଲ ମି-ଡି-ଆରେ ଶେୟାର ନିଜର ଫ୍ୟାନମାନଙ୍କୁ ଅପଡେଟ ଦେଉଥାନ୍ତି । ଆପଣମାନେ ଓଲିଉଡ ଜଗତର ସବୁଠୁ ଚର୍ଚିତ ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କୁ ତ ନିଶ୍ଚିତ ରୂପରେ ଜାଣି ଥିବେ । ଯିଏକି ବହୁତ ଓଡିଆ ଫିଲ୍ମ ଓ ଟିଭି ସିରିଏଲରେ ଅଭିନୟ କରି ଦର୍ଶକମାନଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି ।

ସେ ବହୁତ ଫିଲ୍ମ ଓ ସିରିଏଲରେ ନିଜର ଦମଦାର ଅଭିନୟ ଦେଖାଇଛନ୍ତି । କହିଦେଉଛୁ କି କେତେକ ଆଲବମ ଗୀତରେ ବି ସେ ନଜର ଆସିଛନ୍ତି । ଯଦି ତାଙ୍କର ପରିବାର ବିଷୟରେ କହିବା ତେବେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ଓ ତାଙ୍କର ଗୋଟିଏ ଛୋଟ ଭଉଣୀ ବି ଅଛି ଯିଏକି ତାଙ୍କ ଭଳି ବହୁତ ସୁନ୍ଦର ଅଟନ୍ତି । ଆଜି ଆମେ ଆପଣଙ୍କ ପାଇଁ ଲିପ୍ସା ମିଶ୍ରଙ୍କ କିଛି ଫଟୋ ନେଇ ଆସିଛୁ । ଯେଉଁଥିରେ ସେ ନିଜର ଏକ ସିରିଏଲ ଶୁଟିଙ୍ଗ ସେଟର କିଛି ଫଟୋ ଅଟେ ।

ଯେଉଁଥିରେ ସେ ନିଜର ସହ କଳାକାର ଓ ଡାୟେରକ୍ଟର ସହ ନଜର ଆସୁଛନ୍ତି । ଏହା ଛଡା ସେ ଘରେ ପୂଜା କରୁଥିବା ସମୟର ବି କିଛି ଫଟୋ ବି ଶେୟାର କରିଛନ୍ତି । ଏହିଭଳି ଭାବରେ ଲିପ୍ସା ମିଶ୍ର ପ୍ରତି ମୁହୂର୍ତର ଫଟୋ ନିଜର ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ ଶେୟାର କରି ଦର୍ଶକମାନଙ୍କ ସହ ଯୋଡି ହୋଇ ଅଛନ୍ତି ।

Leave a Reply

Your email address will not be published. Required fields are marked *