10ଟି ଜିଲ୍ଲାରେ Lockdown କୋହଳ

ବର୍ତମାନ ବାତ୍ୟା ସ୍ଥିତି ପାଇଁ ଲୋକ ବହୁତ ହଇରାଣ ଅଛନ୍ତି, ତେବେ ଏହି ପରିସ୍ଥିତିରେ ଲୋକଙ୍କ ମନରେ ବହୁତ ଡର ରହିଛି ଆଜି ଠାରୁ ପବନ ବର୍ଷା ଆରମ୍ଭ ହୋଇଛି ଯାହାକୁ ଦେଖି ଲୋକଙ୍କ ମନରେ ଡର ଆସି ଯାଇଛି । ତେବେ ବାତ୍ୟାକୁ ଦେଖି ସରକାର କିଛି ଜିଲାରେ ଲକଡାଉନ କଟକଣାକୁ ଢିଲା

କରିଛନ୍ତି ଆଉ ଆବଶ୍ୟକ ଜିନିଷ କିଣିବା ପାଇଁ ଦୋକାନ ବଜାର ଅନ୍ୟ ସବୁ ଖୋଲା କରିଛନ୍ତିଇ । ତେବେ ଖାଇବା ଛଡା ଅନ୍ୟ ସାମଗ୍ରୀ ମଧ୍ୟ ଦୁଇ ଦିନ ପାଇଁ ମିଳିବ ବୋଲି କୁହା ଯାଇଛି । ତେବେ ସରକାର ମଧ୍ୟ ବାତ୍ୟାକୁ ନେଇ ବହୁତ ଚିନ୍ତାରେ ଅଛନ୍ତି ଆଉ ରିଲିଫ ପାଇଁ ବ୍ୟବସ୍ଥା ମଧ୍ୟ ଚାଲିଛି, ଲୋକଙ୍କୁ ସତର୍କ ରହିବା ପାଇଁ କୁହା ଯାଇଛି । ତେବେ ଖବର ଅନୁଯାଇ ସରକାର କିଛି ଜିଲା ମାନଙ୍କରେ କଟକଣା କୋହଳ କରିଛନ୍ତି ଯାହା ଦ୍ଵାରା ଲୋକ ନିଜ ଆବଶ୍ୟକ ଜିନିଷ ନେଇ ପାରିବେ ।

ଏହି ଜିଲା ଗୁଡିକ ହେଲେ ବାଲେଶ୍ଵର, ଭଦ୍ରକ, ଜଗତସିଙ୍ଘପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, କଟକ ଓ ଯାଜପୁରରେ ମଧ୍ୟ କୋହଳ କରା ଯାଇଛି । ବାତ୍ୟା ପାଇଁ ସରକାର ଏହି ୧୦ଟି ଜିଲା ମାନଙ୍କରେ କଟକଣା କୋହଳ କରିଛନ୍ତି ବୋଲି ସୂଚନା ଆସିଛି, ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୭ରୁ ଦିନ ୧ତ ଯାଏଁ ଖୋଲା ରହିବ ବୋଲି ଓଡିଶା ସରକାର ଦ୍ଵାରା ନିର୍ଦେଶ ଦିଆ ଯାଇଛି ।

ଏହି ସ୍ଥାନ ଗୁଡିକରେ କଟକଣା କୋହଳ କରିବାକୁ ନେଇ ଏସଆରସିଙ୍କ କାର୍ଜ୍ଯାଲୟ ପକ୍ଷରୁ ସୂଚନା ମିଳିଛି । ବାତ୍ୟା ପାଇଁ ଏହି ସବୁ ଜିଲାରେ ସରକାର ଦ୍ଵାରା ନିର୍ଦେଶ ମଧ୍ୟ ଦିଅ ଯାଉଛି ତେବେ ପରିସ୍ଥିତି ଯେମିତି ରହିବ ତାହା ଲୋକଙ୍କୁ କୁହା ଜୀବ ଏହା ଛଡା ଲୋକଙ୍କ୍ଜୁ ଆବଶ୍ୟକ ଜିନିଷ ଘରେ ରଖିବାକୁ ସରକାର କହିଛନ୍ତି ଯାହା ଦ୍ଵାରା ତାଙ୍କୁ ଖାଇବା ପିବାରେ କୌଣସି ପ୍ରକାର ଅସୁବିଧା ନହେଉ ।

ତେବେ ଆପଣଙ୍କୁ ଆମେ ଏହା କହିବାକୁ ଚାହୁଞ୍ଚୁ ଯେ ପରିସ୍ଥିତି ଖରାପ ରହି ପାରେ ବର୍ଷ ଆଉ ପବନ ଆରମ୍ଭ ହବା ପରେ ଘରୁ ବାହାରିକି କୁଆଡେ ଯାଅନ୍ତୁ ନାହିଁ ଏହା ଆପଣଙ୍କ ପାଇଁ ଭଲ ନୁହଁ ଆଉ ଯାହା ଆବଶ୍ୟକ ସାମଗ୍ରୀ ଆପଣଙ୍କୁ ଦରକରା ତାହା ଆପଣ କିଣିକି ଆଣି ଘରେ ରଖନ୍ତୁ । ଆସନ୍ତା ସମୟ କେତେ ଜଟିଳ ହବ ତାହା କହିବା ବହୁତ କଠିନ ଅଟେ କିନ୍ତୁ ସତରକାତା ଅବଲମ୍ବନ କରିବା ଆମ ଦାଇତ୍ଵ ଅଟେ ସେଥିପାଇଁ ସଚେଟ ରୁହନ୍ତୁ ଆଉ ଉଞ୍ଚା ସ୍ଥାନକୁ ଜୀବ ପାଇଁ ଚେଷ୍ଟା କରନ୍ତୁ ।

Leave a Reply

Your email address will not be published. Required fields are marked *