Special Report: କଣ ଜୁଲାଇ 1 ରୁ ଅନଲକ ହେବ ଓଡିଶା ନା ବଢିବ Lockdown ?

କାରୋନା ଦିନକୁ ଦିନ ତାର ଭୟାବହ ରୂପ ଦେଖାଇ ଚାଲିଛି । କରୋନା ମହାମାରୀରେ ଲୋକ ଏତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ବିଶ୍ଵାସ ବାହାରେ । ଦିନକୁ ଦିନ ତାର ରୂପ ବଦଳାଇବାରେ ଲାଗିଛି । ଜନ ଜୀବନ ଶେଥି ପାଇଁ ବହୁତ ପ୍ରଭାବିତ ହୋଇଚାଲିଛି । ଆଉ ବହୁତ ଲୋକ ନିଜର ପରିବାର ଲୋକଙ୍କୁ ହରାଇ ଦୁଃଖରେ ଅଛନ୍ତି ।

କେବେ କାରୋନା ମୂଳରୁ ଜୀବ ତାହା ଲୋକ ଭାବୁଛନ୍ତି । ତୃତୀୟ ଲହର ଘାତକ ହେବ ନହିଁ ବୋଲି ବିଶେଷଜ୍ଞ ସୂଚନା ଦେଇଛନ୍ତି । ଆଂଶିକ ଲକ ଡାଉନ ସମୟ ସୀମା ସଋ ଆସୁଛି ଏବେ ଜଣ ପଡିବ ଜୁଲାଇରେ କଣ ହେବ । ଲକ ଡାଉନ ଖୋଲିବା ନା ବଢିବ ।

କଣ ହେବ ଜୁଲାଇ ଗାଇଡ ଲାଇନ ତା ଉପରେ ସମସ୍ତଙ୍କ ଧ୍ୟାନ ରହିଛି । ରାଜ୍ୟରେ କେଉଁ ଜିଲ୍ଲାରେ କଟକଣା ରହିବ ଆଉ କେଉଁ ଜିଲାରେ ହଟିବ । ଏଇ ତିନିରୁ ଚାରିଦିନ ଭିତରେ ନିସ୍ପତି ନେବେ ସରକାର । କୋଭିଦ ସ୍ଥିତିକୁ ଦେଖିଲେ ରାଜ୍ୟର କୋଡିଏ ଜିଲା ଗ୍ରୀନ ଜୋନରେ ରହିଛି । ଗତ କିଛିଦିନ ହେବ ଦୈନିକ ସଂକ୍ରମଣ ଚାରି ହଜାର ତଳେ ରହିଛି ।

ତଥାପି ସାମାନ୍ଯ ତଳ ଉପର ହେଉଛି । 24 ଘଣ୍ଟାରେ 3554 ଆକ୍ରାନ୍ତ ଚିହ୍ନଟ ହୋଇଛି । ଦିନକରେ ପ୍ରାଣ ହରାଇଛନ୍ତି ଆଉ 47 କାରୋନା ଆକ୍ରାନ୍ତ । ପଜିଟିଭ ରେଟରେ ବୃଦ୍ଧି ହୋଇଛି । ଆଜି ପଜିଟିଭର ରେଟ ରହିଛି ୫.୧୭ ପ୍ରତିଶତ । ଯାହା ଗତ କାଲି ଥିଲା ୪.୫୩ ପ୍ରତିଶତ । ଟପ ପାଞ୍ଚଟି ଜିଲ୍ଲାରେ ଖୋର୍ଦ୍ଧା, କଟକ, ବାଲେଶ୍ଵର , ଯାଜପୁର ଏବଂ ପୁରୀ ରହୁଛି । ଖୋର୍ଦ୍ଧାରୁ ସର୍ବାଧିକ ୬୫୧ କାରୋନା ପଜେଟିଭ ଚିହ୍ନଟ ହୋଇଛି । କେବଳ ଏହି ପାଞ୍ଚଟି ଜିଲାରୁ ୧୯୧୨ ସଙ୍କ୍ରମିତ ହୋଇଛନ୍ତି ।

ତେବେ ୧୯ ଜିଲାରେ ସହେ ତଳେ ରହିଛି ଦୈନିକ ସଂକ୍ରମଣ ଶହେ ତଳେ ରହିଛି । ଏକ୍ଟିଭ ଆଉ ପଜେଟିଭ ଜୋନରେ ଦୁଇଟି ଜିଲା ରହିଛି । ୧୭ ଜିଲା ଗ୍ରୀନ ଜୋନରେ ରହିଛି । ତେବେ ଉଭୟ ଆକ୍ଟିବ ଏବଂ ପଜେଟିଭିଟି ସହିତ ଟିକାକରଣ ମାନଦଣ୍ଡ କୁ ନେଇ ଜୁଲାଇ ରଣ ନୀତି ସ୍ଥିର ହୋଇପାରେ ଯାହା ବର୍ତମାନ ଚର୍ଚା ହେଉଛି । ଖୋର୍ଦ୍ଧା ଜିଲାରେ ପଜେଟିଭ ୧୦.୧ ରହିଛି । ତେବେ ଲୋକଙ୍କ ମନରେ ଆଶଙ୍କା ରହିଛି ଖୋଲିବ କି ରାଜଧାନୀ ଏହିଭଳି ପ୍ରଶ୍ନ ଉଠୁଛି । ଲକଡାଉନ କୋହଳ ହେବାକୀ ।


ଲୋକ ମାନଙ୍କ ପ୍ରତିକ୍ରିୟା ରହିଚିକି ଟିକେ କୋହଳ କରିବା ଦରକାର କାରଣ ଜୀବନ ଜୀବିକାର କଥା ଉଠୁଛି । ଗରିବ ଲୋକ ମାନେ ବହୁତ ହଇରାଣ ହୋଇଗଲେଣି । ଶେଥି ପାଇଁ କିଛି ସମୟ ଆହୁରି ବଢାଇବା ପାଇଁ ଲୋକ ମାନେ ନିଜ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଏହା ସହିତ କୋଭିଡ ଗାଇଡ ଲାଇନ ହିସାବରେ ଚାଲିବା ପାଇଁ ମଧ୍ୟ କହିଛନ୍ତି । କେଣ୍ଡାପଡା ଗ୍ରୀନ ଜୋନରୁ ବାହାରି ଏବେ ୟେଲ୍ଲୋ ଜୋନରେ ରହିଛି ।

ତେବେ ଏଥିରେ ଆପଣ ମାନଙ୍କ ମତାମତ କଣ କଣ ଆମ ରାଜ୍ୟରୁ ଏଥର ଲକଡାଉନ ଉଠିବା ଉଚିତ କି ନୁହେଁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *