ମରିଗଲେବି ଏମିତି କରନ୍ତୁ ନାହିଁ ଲୁଗାସଫା, ହୋଇବା ସର୍ବନାଶ- Vastu Tips

ଜୀବନରେ ଏହିପରି କେତେ ଗୁଡିଏ କାର୍ଯ୍ୟ ରହିଛି ଯାହାର ଶୁଭ ଓ ଅଶୁଭ ଫଳ ମଣିଷ ଜୀବନ ଉପରେ ପଡିଥାଏ । ଆପଣ ଜାଣିଥିବେ ବାସ୍ତୁ ଶସ୍ତ୍ର ଗୋଟେ ଏମିତି ଶାସ୍ତ୍ର ଯେଉଁଥିରେ ଆପଣଙ୍କ ସହିତ ଘଟୁଥିବା ପ୍ରତେକ ଘଟଣା କିମ୍ବା ସମସ୍ୟାର କାରଣ ରହିଥାଏ ।

ଏହାଛଡା ଘର ମଧ୍ୟରେ ରହୁଥିବା ପ୍ରତେକ ବସ୍ତୁର ସ୍ଥିତି ଓ  ଘର ମଧ୍ୟରେ କରୁଥିବା ପ୍ରତେକ କାର୍ଯ୍ୟର କିପରି ମନୁଷ୍ୟ ଉପରେ ପଡିଥାଏ । ତାହାବି ମଧ୍ୟ ଭଲଭାବରେ ବର୍ଣିତ ରହିଛି ।  ଏହି ଶାସ୍ତ୍ରରେ ସେହି ପରି ଆପଣ ଧାରଣ କରୁଥିବା କପଡାଠୁ ଆରମ୍ଭ କରି କପଡା ସଫା ଓ ସୁଖିବା ପର୍ଯ୍ୟନ୍ତ ତାହାର ଅନେକ ପ୍ରଭାବ ଆପଣଙ୍କ ଜୀବନକୁ ନଷ୍ଟ କରିପାରେ ।

ସୁଖ ଶାନ୍ତି ଭାର ଜୀବନକୁ କ୍ଷଣ ମାତ୍ରେ ବଦଳାଇ ଦେଇଥାଏ । କପଡା ସହିତ ମୁଖ୍ୟ କରି ସ୍ତ୍ରୀ ମାନେ କଦାପି ଏହିପରି ଭୁଲ କରିବେ ନାହିଁ । ଯାହାର ଭୟଙ୍କର ପ୍ରଭାବ ଆପଣ କେବେ ଭାବିନଥିବେ । ଆଜି ଆମେ ଜାଣିବା କପଡା ସହିତ ଜଡିତ କିଛି ବାସ୍ତୁ ଜନିତ କଥା ଯାହାକୁ ସଠିକ ଭାବେ ଜୀବନରେ ପ୍ରୟୋଗ କରିବା ନିହାତି ଆବଶ୍ୟକ ହୋଇଥାଏ । ନଚେତ ଏହାର ବିପରୀତ ପ୍ରଭାବ ଆପଣଙ୍କ ପାଇଁ ବହୁତ ଭୟଙ୍କର ହୋଇପାରେ । ପ୍ରତେକ ଘର ମଧ୍ୟରେ ମନୁଷ୍ୟର ସ୍ବଚ୍ଛତା ରଖିବା ପାଇଁ କପଡା ଓ ଧାରଣ କରିଥିବା କପଡା ସଫା କରାଯାଇଥାଏ ।

କିନ୍ତୁ କଣ ଆପଣ ଜାଣନ୍ତି ଏହି ସମୟରେ କପଡା ଧାରଣ କରିଥିବା ଲୁଗକୁ ସଫା କରିବା ଅନୁଚିତ ହୋଇଥାଏ । ବ୍ୟସ୍ତତା ଜୀବନରେ ଦିନସାରା କାମକରି ରାତି କିମ୍ବା ସନ୍ଧ୍ଯା ସମୟରେ ପ୍ରତେକ ଘର ସ୍ତ୍ରୀ କିମ୍ବା ପୁରୁଷ ମାନେ ନିଜ ଘର ପରିବାରଙ୍କ କପଡା ବା ଧାରଣ କରିଥିବା ଲୁଗାକୁ ସଫା କରିଥାନ୍ତି କିନ୍ତୁ ଏପରି କରିବା ଅନୁଚିତ ହୋଇଥାଏ । ରାତ୍ରି କିମ୍ବା ସନ୍ଧ୍ଯା ସମୟ ଏହି ଦୁଇଟି ସମୟ ନକରାତ୍ମକ ସମୟ ହୋଇଥାଏ । ଏହିସମୟରେ କେବେବି ପିନ୍ଧିଥିବା ବସ୍ତ୍ରକୁ ସଫା କରିବା ଅନୁଚିତ ହୋଇଥାଏ ।

ଯାହାକି ଶାସ୍ତ୍ରରେ ବର୍ଣିତ ରହି ଅଛି । ଏମିତି କରିବା ଦ୍ଵାରା ଘରେ ସ୍ୱାସ୍ଥ୍ୟ ଜନିତ ସମସ୍ଯା ବୃଦ୍ଧି କରାଇବା ସହିତ ଘର ଉନ୍ନତିରେ ଅନେକ ବାଧା ସୃଷ୍ଟି ହୋଇଥାଏ । ସଫା କରୁଥିବା ଲୁଗା ବସ୍ତ୍ରକୁ ବାସ୍ତୁ ସାସ୍ତ୍ର ଅନୁସାରେ ଘର ଛାତ ଉପରେ ମଧ୍ୟ ସୁଖାଇବା ଅନୁଚିତ ହୋଇଥାଏ । ଏହା ଘରର ଆଯ ଓ ଇନକମ ମାର୍ଗକୁ ବନ୍ଦ କରିଦେଇଥାଏ । ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *