ନବରାତ୍ରିରେ ମା ଦୂର୍ଗା ଏହି ରାଶିମାନଙ୍କର ବଦଳାଇବେ ଭାଗ୍ୟ, ମିଳିବ ସମସ୍ତ ଖୁସି, ଦୂର ହେବ କଷ୍ଟ

ମନୁଷ୍ୟ ନିଜ ଜୀବନକୁ ସୁଖମୟ କରିବା ପାଇଁ ଯେତେ ସମ୍ଭବ ଚେଷ୍ଟା କରିଥାଏ । ପରନ୍ତୁ ବ୍ୟକ୍ତିକୁ ଅନିଚ୍ଛା ଥିବା ସତ୍ବେ ବି ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ବ୍ୟକ୍ତିର ଜୀବନରେ ଯାହା ବି ସୁଖ ଦୁଃଖ ଆସିଥାଏ ତାହା ସବୁ ଗ୍ରହ ମାନଙ୍କର ଗତି ଉପରେ ନିର୍ଭର କରିଥାଏ । ଗ୍ରହ ମାନଙ୍କର ଗତି ପରିବର୍ତ୍ତନ ହେବ କାରଣରୁ ରାଶିମାନଙ୍କ ଉପରେ କିଛି ନା କିଛି ପ୍ରଭାବ ଅବଶ୍ୟ ପଡିଥାଏ । ଏହି କାରଣରୁ ବ୍ୟକ୍ତିଙ୍କ ଜୀବନରେ ବିଭିନ୍ନ ପ୍ରକାରର ପରିସ୍ଥିତି ଉତ୍ପନ୍ନ ହୋଇଥାଏ ।

ଜ୍ୟୋତିଷ ଗଣନା ଅନୁସାରେ ନବରାତ୍ରି ଦିନ ଠାରୁ କିଛି ରାଶି ଏମିତି ଅଛି ଯାହାର ଶୁଭ ସମୟ ଆରମ୍ଭ ହୋଇ ଯାଉଛି । ଏହି ରାଶି ମାନଙ୍କର ଭାଗ୍ୟକୁ ମାତା ଦୂର୍ଗା ଠିକ କରିଦେବେ ।

ଆସନ୍ତୁ ଜାଣିବା ନବରାତ୍ରିରେ ମା ଦୂର୍ଗା କେଉଁ ରାଶିମାନଙ୍କର ଠିକ କରିବେ ଭାଗ୍ୟ

ମେଷ ରାଶି

ମେଷ ରାଶି ଲୋକମାନଙ୍କର ଜୀବନରେ ମାତା ଦୂର୍ଗାଙ୍କ କୃପାରୁ ଖୁସି ଆସିବାର ଅଛି । ସମାଜ କଲ୍ୟାଣ କାର୍ଯ୍ୟରେ ଆପଣ ନିଜକୁ ଉତ୍ସର୍ଗୀକୃତ କରିଦେବେ । ଅଟକିଥିବା କାର୍ଯ୍ୟ କୌଣସି ଏକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟରେ ପୂରଣ ହେବ । କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ସଫଳତା ମିଳିବ ।

ବୃଷ ରାଶି

ବୃଷ ରାଶିର ଲୋକମାନଙ୍କୁ ମାତା ଦୂର୍ଗାଙ୍କର ଆଶୀର୍ବାଦରେ ନିଜର କାର୍ଯ୍ୟରେ ଅପାର ସଫଳତା ମିଳିବାର ଯୋଗ ଅଛି । ଆପଣଙ୍କର ମନ ନିଜର କାମଧନ୍ଦାରେ ଲାଗି ରହିବ । ଭାଗୀଦାରି ବ୍ୟବସାୟରେ ଲାଭବାନ ହେବେ । ଆୟ ଉପାର୍ଜନରେ ବାଧା ନାହିଁ । ନୂଆ ନୂଆ ଲୋକଙ୍କ ସହ ସମ୍ପର୍କ ଓ ସାକ୍ଷାତରେ ଉନ୍ନତି ହେବ ।

କନ୍ୟା ରାଶି

କନ୍ୟା ରାଶିର ଲୋକମାନଙ୍କ ଉପରେ ମାତା ଦୂର୍ଗାଙ୍କର କୃପା ଦ୍ରୁଷ୍ଟି ଲଗାତାର ରହିବ । ନିଜ ବ୍ୟବସାୟରେ ଉନ୍ନତିର ନୂତନ ଅବସର ଦେଖାଯିବ । ପରିଜନମାନଙ୍କ ଠାରୁ ଶୁଭ ସମାଚାର ପାଇବେ । ବ୍ୟବସାୟରେ ଆୟ ବୃଦ୍ଧି ହେବ । ଦୂର ଯାତ୍ରାକରିବେ, ବହୁ କଷ୍ଟରେ କାର୍ଯ୍ୟ ପୂରଣ ହେବ । କୃଷିଜିବୀମାନେ ଲାଭବାନ ହେବେ ।

ବିଛା ରାଶି

ବିଛା ରାଶିର ଲୋକମାନଙ୍କର ଆସୁଥିବା ସମୟ ଅତି ଉତ୍ତମ ରହିବ । ମାତା ଦୂର୍ଗାଙ୍କର କୃପାରେ ଆପଣଙ୍କୁ ଆପଣଙ୍କର ଟଙ୍କା ଫେରସ୍ତ ମିଳିଯିବ । ପାରିବାରିକ କ୍ଷେତ୍ରରେ ସ୍ନେହ-ସଦ୍ଭାବର ବୃଦ୍ଧି ହେବ । ବିଦ୍ୟାର୍ଥିମାନେ ପରୀକ୍ଷା, ପ୍ରତିଯୋଗିତାରେ ବିଜୟୀ ହେବେ । ସ୍ୱାସ୍ଥ୍ୟ, ପରିବାର, କର୍ମକ୍ଷେତ୍ର, ଅର୍ଥ ସମ୍ପର୍କୀୟ ସମ୍ବନ୍ଧରେ କୌଣସି ବି ସମସ୍ୟା ଦେଖା ଯିବ ନାହିଁ ।

ଧନୁ ରାଶି

ଧନୁ ରାଶିର ଲୋକମାନଙ୍କୁ ନିଜ ଯୋଜନାରେ ମାତା ଦୂର୍ଗାଙ୍କର କୃପାରେ ସଫଳ ରହିବେ । ମାନସିକ ଶାନ୍ତି ଓ ସ୍ୱାସ୍ଥ୍ୟ ଭଲ ରହିବ । ସାମାଜିକ ଜୀବନରେ ନୂତନ ଗୁରୁଦାୟିତ୍ୱ ଗ୍ରହଣ କରିବେ । ଅଟକିଥିବା କାର୍ଯ୍ୟ ପୁନରାୟ ଚାଲୁ କରିବେ । ନୂତନ ବନ୍ଧୁଙ୍କ ସାହାଯ୍ୟରେ ନୂତନ ଯୋଜନା ପ୍ରସ୍ତୁତ କରି ଲାଭବାନ ହେବେ ଓ ଆୟ ବୃଦ୍ଧି ପାଇବ ।

କୁମ୍ଭ ରାଶି

କୁମ୍ଭ ରାଶିର ଲୋକମାନଙ୍କୁ ଆର୍ଥିକ ଲାଭ ମିଳିପାରେ । ନିଷ୍ଠାର ସହ ପରିଶ୍ରମ କରିଲେ କର୍ମକ୍ଷେତ୍ରରେ ସମ୍ପୂର୍ଣ୍ଣ ଲାଭ ପାଇବେ । ଶତୃମାନେ ବିପଦରେ ପକେଇବାକୁ ଚେଷ୍ଟା କରି ବିଫଳ ହେବେ । ବ୍ୟବସାୟିକ ଗତିବିଧି ଉତ୍ତମ ଭାବରେ ଚାଲିବା ଯୋଗେ ଲାଭବାନ ହେବେ । ଅଧ୍ୟୟନ ପାଇଁ ତତ୍ପର ହେବେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *