କାଳୀଙ୍କ ରୂପ ନେଇ ଜନ୍ମ ହେଲା ଏହି ଝିଅ, ତା ପରେ ଯାହା ହେଲା ଜାଣି ଚକିତ ରହିଯିବେ ଆପଣ

ମଣିଷ ଯେତେବେଳେ ନିଜକୁ ଜାଣିବା ପାଇଁ ଲାଗିଲା ସେ ନିଜ ପାଇଁ ନିଜେ ନିୟମ ମାନ କରିଥିଲା । ତାହା ତାକୁ ହିଁ ଭୁଲ କାମରୁ ଦୂରେଇ ରଖିବା ପାଇଁ ହୋଇଥିଲା । କିନ୍ତୁ ଦେଖିବା ପାଇଁ ଗଲେ ବେଳେ ବେଳେ ନିଜେ କରିଥିବା କାମ ଉପରେ ସେ ନିଜେ ମନ ଦୁଃଖ ନ କରି ଏହାକୁ ଅଧିକ କରିବାରେ ଲାଗିଲା ,

ଏହାକୁ ଅଟକାଇ ବା ପାଇଁ ଆଉ କିଛି ନୂଆ ନିୟମ ହୋଇ ଥିଲା ଏହି ଭଳି ନିୟମ ଉପରେ ନିୟମ ଆସିଲା ସେ ଭି ଭଗବାନ ଙ୍କ ନାମରେ କହିବା ପାଇଁ ଗଲେ ଭଗବାନ ନା ରେ ଅନେକ କିଛି ନୂଆ ନିୟମ ତିଆରି ହୋଇଥିଲା ଯାହାକୁ ଆମେ ଅନ୍ଧ ବିଶ୍ଵାଶ କହିବା । ଯଦି ଜଣେ ଏକ କାମ ତା ନିଜ ଇଛା ରେ କରୁଛି ତ ସେହି କାମ ଠିକ ଥାଏ ମାତ୍ର ତାକୁ ଅଧିକ ବାଧ୍ୟ କରି ଯଦି ଆମେ କରାଉ ଏହା ଆମକୁ ଖୁବ କଷ୍ଟ ଦିଏ ।

ଏହି ଭଳି ଅନେକ ଅନ୍ଧ ବିସବାଶ ଆମ ଦେଶହରୁ ଯାଇଛି ଓ କିଛି ଆଜି ଯାଏ ମଧ୍ୟ ଅଛି ଯାହାକୁ ଲୋକମାନେ ଛାଡିବା ପାଇ ପ୍ରସ୍ତୁତ ନୁହଁନ୍ତି । ତେଣୁ କରି ଏହା ପାଇଁ ଅନେକ ଲୋକ ଏମାନେ ଅନେକ ଦୁଃଖ ଭୋଗ କରି ଥାନ୍ତି । କିଛି ଲୋକଙ୍କ ଜୀବନ ଶେଷ ମଧ୍ୟ ହୋଇ ଯାଇଥାଏ । ଆଜି ଆମେ ଆପଣଙ୍କୁ ସେହି ଭଳି ଏକ ଘଟଣା କହିବା ପାଇଁ ଯାଉଛୁ ।

କାନପୁର ର ଏକ ଗାଁ ରେ ରହୁଥିବା ସ୍ଵାମୀ ସ୍ତ୍ରୀ ଖୁବ ଖୁସି ରେ ରହୁଥିଲେ । ତାଙ୍କର ପିଲା ପିଲି ହେବାର ଥିଲା ଯେହେତୁ ପ୍ରଥମ ପିଲା କୁ ଜନ୍ମ ଦେବା ସମୟରେ ସବୁ ମହିଳା ମାନେ ନିଜ ପିତା ଓ ମାତା ଙ୍କ ଘରେ ରହିବା ପାଇଆନ ଭଲ ପାନ୍ତି ଓ ଏହା ଏକ ପ୍ରକାର ପ୍ରଥା ମଧ୍ୟ । ଏହାକୁ ମାନ୍ୟତା ଦେଇ ତାଙ୍କ ସ୍ତ୍ରୀ ଙ୍କୁ ନେଇ ନିଜ ଶ୍ଵଶୁର ଘରେ ଛାଡି ଦେଇ ଆସି ଥିଲେ ।

ଏହା ପରେ ତାଙ୍କର କନ୍ୟା ସନ୍ତାନ ଜନ୍ମ ହୋଇଥିଲା । କନ୍ୟା ଟି ଦେଖିବା ପାଇଁ ମୁହଁ ରୁ ବେକ ଯାଏ କଳା କିନ୍ତୁ ଶରୀର ର ବାକି ଭାଗ ଗୋରା ସେ ଜନ୍ମ ବେଳେ ଜିଭ ମଧ୍ୟ କାଢି ଥିଲା । ଯାହାକୁ ଦେଖିବା ପରେ ଜଣେ କେହି କହିଥିଲେ କି ୟେ ହେଉଛନ୍ତି ମା କଳାଇ ଏହା ପରେ ସାରା ଗାଁ ଲୋକ ମାନ ଏଆସିକି ତାକୁ ମୁଣ୍ଡିଆ ମାରିବା ରେ ଲାଗିଲେ ଓ ଏହା ପରେ ଘର ଲୋକ ମଧ୍ୟ ।

କିଛି ସମୟ ପରେ ଶିଶୁ ଟିର ମୃ-ତ୍ୟୁ ହୋଇଥିଲା । ଏହାକୁ ଶୁଣିବା ଲୋକମାନେ ଯେଉଁ ମାନେ ବିଜ୍ଞାନ କୁ ମାନନ୍ତି ନିଶ୍ଚିତ ଭାବେ ଏକ କଥା ଜାଣି ଥିବେ କି ଯଦି ପିଲାର ଏହି ଭଳି କିଛି ରଙ୍ଗର ଫରକ ଅଛି ତେବେ ଏହା ହରମୋନ କିମ୍ବା ଡିଏନଏ ପାଇଁ ହୋଇଥିବ । ମାତ୍ର କିଛି ଅନ୍ଧ ବିଶ୍ଵାଶୀ ଲୋକଙ୍କ ପାଇଁ ସେ ଥିଲେ ମା କଳାଇ କାରଣ ଆମେ ତାଙ୍କୁ ପୂଜା କରୁଛୁ ତାଙ୍କ ସ୍ୱରୂପ ଦେଖିଛୁ ସେ ଜିଭ କାଢିଥାନ୍ତି ଓ କଳା ମଧ୍ୟ ତେଣୁ ଏହାକୁ ଭି ସେୟା ପରିଚୟ ଦେଇଥିଲେ ।

Leave a Reply

Your email address will not be published. Required fields are marked *