ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ସପ୍ତାହରେ ଏବେ ମିଳିବ ୩ ଛୁଟି… ଜାଣନ୍ତୁ ଆଉ କଣ ରହିଛି ନୂଆ ନିୟମ

ଭାରତର ନୂଆ ବେତନ ନିୟମ କୋଡ ଚର୍ଚାରେ ରହିଛି । ଏପ୍ରିଲ ୧ ରୁ ଲାଗୁ ହେବାର ଥିଲା ସରକାରଙ୍କ ତରଫରୁ ଡ୍ରାଫ୍ଟ ନମିଳିବା ଲାଗି ଏହି ନିୟମ ଲାଗୁ କରାଯାଇ ନହିଁ । ତେବେ ଏହାକୁ ଅକ୍ଟୋବରରେ ଲାଗୁ କରାଯିବାର ଆଶା କରାଯାଉଛି ।

କୁହାଯାଉଛି ଯେ ଅକ୍ଟୋବର ପର୍ଯ୍ୟନ୍ତ ସମସ୍ତ ରାଜ୍ୟ ନିଜର ଡ୍ରାଫ୍ଟ ନିୟମ ପ୍ରସ୍ତୁତ କରିଦେବେ । ଏହି ନୂଆ ନିୟମ ଅନୁସାରେ କର୍ମଚାରୀଙ୍କୁ ଛୁଟି, ଦରମା ଓ କାମ କରିବାର ସମୟକୁ ନେଇ ବହୁତ ପରିବର୍ତନ କରାଯିବ ।


ନୂତନ ବେତନ କୋଡ ଅନୁସାରେ କର୍ମଚାରୀଙ୍କ ଅନୁସାରେ କାମ କରିବାର ସମୟ ୯ ଘଣ୍ଟାକୁ ବଢାଇ ଦିଆଯାଇଛି । ଶ୍ରମ ଓ ରୋଜଗାର ମନ୍ତ୍ରଣା ଲୟର ସୂଚନା ଅନୁସାରେ ୟୀନିୟମର ୧୨ ଘଣ୍ଟା କାମ ଓ ୩ ଦିନ ଛୁଟିକୁ ନିୟମକୁ ନେଇ ପ୍ରଶ୍ନ ଉଠିଛି । ସରକାର କହିଛନ୍ତି ସପ୍ତାହରେ ୪୮ ଘଣ୍ଟା କାମ କରିବାର ନିୟମ ରହିବ, ଯଦି ୮ ଘଣ୍ଟା କାମ କରନ୍ତି ତେବେ ସପ୍ତାହରେ ୬ ଦିନ କାମ କରିବାକୁ ପଡିବ ଆଉ ଦିନେ ଛୁଟି ମିଳିବ । ଯଦି କେହି ୧୨ ଘଣ୍ଟା କାମ କରନ୍ତି ତେବେ ତାଙ୍କୁ ୩ ଦିନ ଛୁଟି ମିଳିବ ।

ନୂତନ ବେତନ ଅନୁସାରେ, ଏମିତି କିଛି ନିୟମ ରହିଛି ଯାହାଫଳରେ ଅଫିସର କାମ କରୁଥିବା ସାଲାରିଡ କ୍ଲାସ, ମିଲ, ଏବଂ ଫ୍ଯାକ୍ଟରି କାମ କରୁଥିବା ଲୋକ ମାନେ ଉପରେ ପଡିବ ପଡିବ କର୍ମଚାରୀଙ୍କ ଦରମାରୁ ନେଇ ଛୁଟି ଓ କାମର ଘଣ୍ଟାରେ ପରିବର୍ତନ କରାଯିବ । ନୂତନ ବେତନ ଅନୁସାରେ କର୍ମଚାରୀଙ୍କ ଦରମା ସ୍ଟ୍ରକଚରରେ ପରିବର୍ତନ କରିଦିଆଯିବ । କର୍ମଚାରୀଙ୍କ ଛୁଟି ୨୪୦ରୁ ବଢି ୩୦୦ ସହ ହୋଇପାରେ ।

ଲେବର କୋଡ ନିୟମ ପରିବର୍ତନକୁ ନେଇ ଶ୍ରମ ମନ୍ତ୍ରଣାଳୟ ଲେବର ଯୁନିଅନ ଓ ଉଦ୍ୟଗଜନକର ପ୍ରତିନିଧି ଙ୍କ ଭିତରେ ଆଲୋଚନା ହୋଇଛି । ଯାହା ଫଳରେ ଅର୍ନଡ ଲିଭ ୨୪୦ ରୁ ବଢି ୩୦୦ କରାଯିବାର ଦାବି କରାଯାଇଛି । ଯଦି ଏହି ଲେଖାଟି ଆପଣଙ୍କୁ ଭଲ ଲାଗୁଛି ଲାଇକ ଆଉ ସେୟାର କରନ୍ତୁ ଏମିତି ଆହୁରି ଭଲ ଭଲ ଲେଖା ଜାଣିବା ପାଇନାମ ସହିତ ଯୋଡି ହୋଇ ରହିଥାନ୍ତି ।

Leave a Reply

Your email address will not be published. Required fields are marked *