ସ୍ଵୟଂ ମା’ ଲକ୍ଷ୍ମୀ କହିଛନ୍ତି ଯିଏ ଗୁରୁବାର ଦିନ ହଳଦିରେ ଏହି ଉପାୟ କରିଥାଏ, ତାଙ୍କ ଘରେ ହୋଇଥାଏ ଧନର ବର୍ଷା…. 7 ଜନ୍ମ ପର୍ଯ୍ୟନ୍ତ ଦେଖାଦିଏ ନାହିଁ ଦାରିଦ୍ର୍ୟତା

ଗୁରୁବାର ଦେବଗୁରୁ ବୃହସ୍ପତି ମା ଲକ୍ଷ୍ମୀଙ୍କର ଦିନ ହୋଇଥାଏ । ଏହି ଦିନ ମା ଲକ୍ଷ୍ମୀଙ୍କୁ ପୂଜା ଆରାଧନା କରିଲେ ବ୍ୟକ୍ତି ଜୀବନରେ ଅନେକ ସମସ୍ଯା ଦୂର ହେବ ସହ ଧନ ବୃଦ୍ଧି ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ହଳଦିର ପ୍ରୟୋଗ ବିଷୟରେ କହିବାକୁ ଯାଉଛୁ ଯଦି ଗୁରୁବାର ଦିନ ପ୍ରୟୋଗ କରାଯାଏ ତେବେ ଏହାର ବିଶେଷ ଫଳ ପ୍ରାପ୍ତ ହୋଇଥାଏ । କିନ୍ତୁ କିଛି ଖାସ ପ୍ରୟୋଗ ହଳଦିର ଗୁରୁବାର ଦିନ କରିଲେ ଜୀବନରେ ଧନ, ସନ୍ତାନ, ସୁଖ ଶାନ୍ତି ଲାଭ ହୋଥାଏ ।

ପୂଜା ସମୟରେ ହଳଦି ଟୀକା ଲଗାଇବା ଦ୍ଵାରା ଦେବଗୁରୁ ବୃହସ୍ପତି ପ୍ରସନ୍ନ ହୋଇଥାନ୍ତି । ବିବାହରେ ପୁଅ ଝିଅକୁ ହଳଦି ଲଗାଇଲେ ଖରାପ ଦ୍ରୁଷ୍ଟି ରହିବ ନାହି । ଚାକିରୀ କ୍ଷେତ୍ର ସଫଳତା ପ୍ରାପ୍ତ ପାଇଁ ହଳଦିର ବ୍ୟବହାର କରାଯାଏ । ସୂର୍ଯ୍ୟ ଭଗବାନଙ୍କୁ ହଳଦୀ ମିଶା ଜଳ ଅର୍ପଣ କରିଲେ ମନସ୍କାମନା ପୂରଣ ହୋଇଥାଏ । ଯଦି ଆପଣଙ୍କ ଘରେ କୌଣସି ଖରାପ ଶକ୍ତିର ବାସ ରହିଥାଏ ତେବେ ଏହି ଛୋଟିଆ ଉପାୟ କରି ପାରିବେ ।

ଯଦି ଆପଣ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି ତେବେ ଆପଣ ପିସି ହଳଦିର ଦାନ କରନ୍ତୁ । ପ୍ରତେକ ଦିନ ମଥାରେ ହଳଦି ଟୀକା ଲଗାଇଲେ ଖରାପ ଶକ୍ତି ନଷ୍ଟ ହେବା ସହ ସାକାରାତ୍ମକ ଊର୍ଜା ସୃଷ୍ଟି ହୋଇଥାଏ । ଯଦି ଆପଣଙ୍କର ବେପାର କ୍ଷେତ୍ର ରେ ହାନି ହେଉଛି ବା ଧନ ଜନିତ ସମସ୍ଯା ଦେଖା ଯାଉଛି ତେବେ ହଳଦି ଖଣ୍ଡ ନେଇ ଏହାକୁ ହଳଦିଆ କପଡାରେ ବାନ୍ଧି ଗୁରୁବାର ଦିନ ନିଜର ବେକ ବା ହାତରେ ବାନ୍ଧି ପାରିବେ ।

ଯଦି ଆପଣ ଏପରି କରନ୍ତି ଜୀବନରେ ଥିବା ବୃହସ୍ପତି ଗ୍ରହର ଚିନ୍ତା ଦୂର ହେବ । ଏହା ସହ ବ୍ରୁସପତି ଗ୍ରହ ମଜବୁତ ହେବା ସହ ବେପାର ଓ ଚାକିରି କ୍ଷେତ୍ର ରେ ଲାଭ ଦେଖିବାକୁ ମିଳିବ । ଯଦି ଆପଣ ମାନସିକ ଚିନ୍ତାରେ ଘେରି ରହିଛନ୍ତି ସ୍ନାନ କରିବା ସମୟରେ ହଳଦି ମିଶାଇ ସ୍ନାନ କରନ୍ତୁ । କ୍ଯାରିୟର ରେ ରହିଥିବା ସମସ୍ଯାର ସମାଧାନ ପାଇଁ ପ୍ରତି ଦିନ ହଳଦୀ ଟୀକା ଲାଗନ୍ତୁ ।

ଯଦି ଆପଣଙ୍କ ଘରେ କୌଣସି ଖରାପ ଶକ୍ତିର ବାସ ରହିଛି ତେବେ ହଳଦୀରେ ସ୍ଵସ୍ତି ଚିହ୍ନ ଘରର ମୁଖ୍ୟ ଦ୍ଵାରାରେ ଆଂକିବା ଦ୍ଵାରା ଏହା ଦୂର ହୋଇଥାଏ । ଯଦି ଆପଣଙ୍କର ବିବାହରେ ସମସ୍ଯା ଆସୁଥାଏ ତେବେ ସୂର୍ଯ୍ୟ ଦେବତାଙ୍କୁ ହଳଦି ମିଶା ଜଳ ଅର୍ପଣ କରନ୍ତୁ । ମା ଲକ୍ଷ୍ମୀଙ୍କର ବାସ ଘରେ ରହିବା ପାଇଁ ଗୁରୁବାର ଦିନ ହଳଦି ପାଣି ଘରେ ସିଂଚନ କରନ୍ତୁ ।

ମା ଲକ୍ଷ୍ମୀଙ୍କ କୃପା ଲାଭ ପାଇଁ ଗୁରୁବାର ଦିନ ଧଳା କାଗଜରେ ହଳଦୀରେ ଗଙ୍ଗାଜଳ ବା ଗୋଲାପ ଜଳ ମିଶାଇ ଶ୍ରୀ ଲେଖିବେ । ଏହାକୁ ପୂଜା କରି ଧନ ରଖୁଥିବା ଜାଗାରେ ବା ପର୍ସରେ ରଖିବେ । ଏହା ଦ୍ଵାରା ଧାନ ଜନିତ ସମସ୍ଯା ରହିବା ନାହି । ଗୁରୁବାର ଦିନ ଗାଈକୁ ଚଣା ଖାଇବାକୁ ଦେଲେ ସନ୍ତାନ ସମସ୍ଯା ଦୂର ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *