ପରଟାରେ ଦେଖାଦେଲେ ପ୍ରଭୁ Jagannath, ଏମିତି ଭିନ୍ନ ରୂପରେ ହେଲେ ପ୍ରକଟ

ଜଗନ୍ନାଥ ଙ୍କ କଥା ଆମେ ଜାଣିଛେ ସେ ହେଉଛନ୍ତି ଭକ୍ତ ବଶ୍ଚଳ । ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ତାଙ୍କୁ ଯିଏ ଯେଉଁ ଭାବେ ପୂଜା କରି ଥାଏ ସେ ତାକୁ ସେହି ଭଳି ଦର୍ଶନ କରି ଥାନ୍ତି । ଭଗବାନ ଏହାର ପ୍ରମାଣ ଅନେକ ଥର ଦେଇଛନ୍ତି । ଏହାକୁ ଆମେ ବାର ବାର ଦୋହରାଇବା ଦରକାର ନାଇ । ମାତ୍ର ଆମେ ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଆମେ ଯାହାକୁ ଭି ମାନରୁ ପୂଜା କରିବା ସେ ଆମକୁ ନିଶ୍ଚିତ ଭାବେ ଦର୍ଶନ ଦେବ ।

ତେବେ ଏହା ଆମ ପାଇଁ ବହୁତ ଭଲ କଥା କି ଆମେ ଆମର ଆତମାରୁ ଯଦି ଭଗବାନ ଙ୍କୁ ଡାକୁଛେ ତେବେ ସେ ଆସୁଛନ୍ତି । ମାତ୍ର ଆମ ଜଗନ୍ନାଥ ଙ୍କ କଥା ନିଆରା ସେ ନିଜ ଭକ୍ତ ପ୍ରେମ ରେ ଏହି ଭଳି ଲୀନ ଥାନ୍ତି କି କେହି ଭି କେଉଁ ସମୟରେ ଡାକିଲେ ମନରୁ ଆସି ଯାଇଥାନ୍ତି ।

କେତେବେଳେ ସବାର ଘରେ ତ କେତେବେଳେ ନିଜ ବନ୍ଧୁ ଘରେ ପହଞ୍ଚି ଯାଇ ଥାନ୍ତି । ତେବେ ଯଦି ଆମେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଭଗବାନ ଙ୍କ ପାଖରେ ଆମେ ପହଞ୍ଚିବା ଏତେ ସାଧାରଣ କଥା ନୁହେଁ କାରଣ ଏହା କଳିଯୁଗ ଚାଲିଛି ।

ଏହି କଳିହୁଗ ସାଧାରଣ ଭାବେ ଆମେ ଭଗବାନ ଙ୍କ ଦର୍ଶନ ପାଇବା ବିରଳ ଅଟେ ମାତ୍ର ଏହା ସମ୍ଭବ ହୋଇଛି । ଜଗତପୁର ଅଞ୍ଚଳରେ ଥିବା ଶ୍ରୀ ବେହେରାଙ୍କ ଘରେ । ତାଙ୍କ ବୋହୁ ଖାଇବା ବନାଉ ଥିଲେ । ସବୁ ହୋଇ ସାରିବା ପରେ ଖାଇବା ବାଢିବା ବେଳେ ସେ ଦେଖିବା ପାଇଁ ପାଇଲେ କି ତାଙ୍କ ହାତ ତିଆରି ପରଟା ରେ ।

ଜଗନ୍ନାଥ ଙ୍କ ମୁହଁ ଦେଖା ଯାଇଛି ଏହା ସେ ଯାଇକି ପରିବାର ର ଅନ୍ୟ ସଦସ୍ୟ ମାନଙ୍କୁ କହିଥିଲେ । ଏହା ପରେ ଏହି ଘଟଣା ସବୁ ଆଡେ ପବନ ବେଗରେ ବ୍ୟାପୀ ଯାଇ ଥିଲା । ଏହା ଦେଖିବା ପାଇଁ ଅନେକ ଲୋକମାନେ ।

ସେହି ଜାଗାକୁ ଆସି ଥିଲେ ଓ ସେହି ଜାଗାରେ ଅନେକ ଲୋକମାନେ ରୁଣ୍ଡ ହୋଇ ଯାଇ ଥିଲେ ଏହାକୁ ଦେଖିବା ପାଇଁ । ଏହାକୁ ଦେଖିବା ପରେ ସଭିଙ୍କ ମୁହଁରୁ କଥା ବନ୍ଦ ହୋଇ ଯାଇ ଥିଲା ଏହା ସତରେ ଭଗାବ ଜଗନ୍ନାଥ ଙ୍କ ମୁହଁ ର ଅବିକଳ ହୋଇ ଥିଲା ।

ଏହା ଦେଖିବା ପରେ ଲୋକମାନେ କହିଲେ କି ଏହା କେବଳ ସତ ନୁହେଁ କି ଜଗନ୍ନାଥ କେବଳ ଆମକୁ ପୁରୀ ଗଲେ ହିନ ମିଳିବେ ଆମେ ଯଦି ଦେଖିବା ପାଇଁ ଯିବା ତ ଆମକୁ ଏହା ଆଶ୍ଚର୍ଯ୍ୟ ଜନକ ଦେଖା ଯାଉ ଥିବ ମାତ୍ର ଏହା ସତ୍ୟ ଅଟେ ।

Leave a Reply

Your email address will not be published. Required fields are marked *