LIC ଆଣିଲା ସବୁଠାରୁ ଦମଦାର ସ୍କିମ, ମାତ୍ର 200 ଟଙ୍କା ଦେଇ ପାଇ ପାରିବେ 31 ଲକ୍ଷ ଟଙ୍କା, କେମିତି ଜାଣନ୍ତୁ

ଆମ ଭାରତ ହେଉ କିମ୍ବା ଆଉ କେଉଁ ଜାଗା ହେଉ ଆମ ପାଇଁ ପିଲା ଙ୍କ ଭବିଷ୍ୟତ ଆଗ ମାନେ ରଖି ଥାଏ । ବାପା ମା ମାନେ ପିଲା ଙ୍କ ପାଇଁ ସବୁ ବେଳେ ଚିନ୍ତାରେ ଥାନ୍ତି । ଯେଉଁ ମାନେ କିଛି ଭି କରିବା ପାଇଁ ପ୍ରସ୍ତୁତ ହୋଇ ଥାନ୍ତି ସେମାନେ ନିଜ ପରିବାର ର ସୁରକ୍ଷା କଥା ଆଗ ଚିନ୍ତା କରି ଥାନ୍ତି । ମାତ୍ର ଯଦି କନ୍ୟା ସନ୍ତାନ ହୋଇ ଥାନ୍ତି ତେବେ ଏହା ଧିକ ଚିନ୍ତାର କଥା ହୋଇ ଯାଇ ଥାଏ ବାପା ମା ଙ୍କ ପାଇଁ । ସେମାନେ ଭାବି ଥାନ୍ତି କି ଝିଅ ମାନେ ସବୁ ବେଳେ ଚିନ୍ତା ଦେଇ ଥାନ୍ତି ମାତ୍ର ବିବାହ ଥାଏ ମୂଳ ସମସ୍ଯା ।

ବାହାଘର ପାଇଁ ବହୁତ ଚିନ୍ତାରେ ଥିବା ଲୋକମାନେ ଅନେକ ଜାଗାରେ ପଲିଶି କରି ଥାନ୍ତି ସେମାନେ ଅନ୍ୟ ଅନ୍ୟ ଜାଗାରେ ପଇସା କୁ ନିବେଶ କରି ଥାନ୍ତି ମାର ଅନେକ ବାର ସେମାନେ ଏହାକୁ ହରାଇ ଦେଇ ଥାନ୍ତି । ଆମେ ଯଦି ଦେଖିବା ତ ଏଲଆଇସି ଆମ ପାଇଁ ଏକ ଭଲ ସ୍କିମ ନେଇକି ଆସିଛି ଯାହା ଦ୍ଵାରା ଆମେ ଆମ କନ୍ୟା ସନ୍ତାନ ମାନଙ୍କ ବିବାହ ପାଇଁ କିଛି କିଛି ପଇସା କୁ ରଖି ପାରିବା ।

ଏହାକୁ ସାଧାରଣ ଲୋକ ମଧ୍ୟ ନେଇ ପାରିବେ ସେହି ଭଳି ଏହାକୁ ସରଲ କରା ଯାଇଛି । ଏହାକୁ ନେବା ଲୋକାମାନେ ଯଦି 1 ବର୍ଷ ରୁ ଅଧିକା କନ୍ୟା ସନ୍ତାନ ର ମାତା ପିତା ଅଟନ୍ତି ତେବେ ସେମାନେ ଏହାକୁ ନେଇ ପାରିବେ କିଛି ପ୍ରତିବନ୍ଧକ ନାଇ । ଏହାକୁ ଆପଣ 25 ବର୍ଷର ଅବଧିରେ ନେବେ ମାତ୍ର ଆପଣ ଏହାକୁ କେବଳ 22 ବର୍ଷ ଯାଏ ।

ଏହାର କିସ୍ତି କୁ ଭରିବେ ସମୟରେ । ଏହାକୁ ଆପଣ ନିକଟସ୍ଥ ଏଲଆଇସି ଅଫିସ ରେ ଯାଇକି ଆବେଦନ କରି ପାରିବେ । ଆପଣାଙ୍କ ପଲିଶି ପୁରା ହୋଇଯିବା ପରେ ଆପଣ ଏହାକୁ ଉଠାଇ ପାରିବେ । ଏହା ଆପଣ ଙ୍କୁ ପ୍ରାୟ ଲକ୍ଷ ଟଙ୍କା ଯାଏ ଫେରସ୍ତ କରି ଦେବ । ଏତିକି ଟଙ୍କାରେ ଆପଣ ଆରାମ ରେ ନିଜର କନ୍ୟା ସନ୍ତାନ ମାନଙ୍କ ବିବାହ କରି ପାରିବେ ।

ଯାହା ଚାହିଁବେ ଯେଉଁ ଭଳି ଚାହିଁବେ ସେହି ଭଳି କରି ପାରିବେ । ଆପଣ ଯଦି ଏହାକୁ କମ ସେ କମ ରେ 30 କିମ୍ବା 35 ବର୍ଷ ବୟଶ ରେ ନେଉଛନ୍ତି ତେବେ ଆପଣ ଆପଣ ଏହାକୁ ଫେରସ୍ତ ପାଇବା ବେଳେ 55 ବର୍ଷ କିମ୍ବା 60 ବର୍ଷ ରେ ପାଇ ଯିବେ ।

ତେବେ ଏହାକୁ ଆପଣ ଆବେଦନ କରିବା ପାଇଁ ଶାଧାରଣ ଭାବେ ନିଜର ଓ ନିଜ ଜୀବନ ସାଥି ଙ୍କ ପ୍ରମାଣ ପତ୍ର ଦେବେ ଓ ଏହା ପରେ ଆପଣ ନିଜର ପାସପୋର୍ଟ ସାଇଜ ଫୋଟୋ ଦେବେ ଏହା ସହ ଆପଣ ନିଜ କନ୍ୟା ସନ୍ତାନ ର ସବୁ ପ୍ରକାର ପ୍ରମାଣ ପତ୍ର ଦେଇ ପାରିବେ । ଯେଉଁ ଭଳି କି ଆପଣ ଯଦି ଜନ୍ମ ପ୍ରମାଣ ପତ୍ର ରଖିଛନ୍ତି ତାକୁ ଦେବେ ଏହା ସହ ଆପଣ ଯଦି ଆଧାର କାର୍ଡ ଅକରେଇ ଛନ୍ତି ଏହାକୁ ମଧ୍ୟ ଆପଣ ଦେଇ ପାରିବେ ।

ତେବେ ଏହାକୁ କରିବା ଦ୍ଵାରା ଆପଣ ନିଜ କନ୍ୟା ସନ୍ତାନ ର ଭବିଷ୍ୟତ ସୁରକ୍ଷିତ କରି ପାରିବେ ଓ ନିଜର ଚିନ୍ତା କୁ କମ ମଧ୍ୟ କରି ପାରିବେ । ଆପଣ ଯଦି ଏହା ବିସୟରେ ଅଧିକା ଜାଣିବା ପାଇଁ ଚହୁଁଛନ୍ତି ଏହାକୁ ଆପଣ ପାଖ ଏଲଆଇସି ଅଫିସ ରେ ମଧ୍ୟ ଯାଇକି ବୁଝି ପାରିବେ । ଏହି ସ୍କିମ ର ନାମ ହେଉଛି କନ୍ୟାଦାନ ପଲିଶି ।

Leave a Reply

Your email address will not be published. Required fields are marked *