‘ସୁନ୍ଦର୍ ଝିଅ ଦେଖି ଫସିଗଲି, ବାସର ରାତି ଆଗରୁ ସେ ପର ପୁରୁଷ ସହ…’ ନିଜ ନବ ବିବାହିତ ପତ୍ନୀ ବିଷୟରେ ଯୁବକ ଜଣକ ଯାହା କହୁଛନ୍ତି ଶୁଣିଲେ ମୁଣ୍ଡରେ ହାତ ଦେବେ…ଦେଖନ୍ତୁ Video

ବନ୍ଧୁଗଣ ନନ୍ଦିନୀ ନାମକ ଝିଅ ସହ ଜଣେ ଯୁବକଙ୍କ ବିବାହ ହୋଇଥିଲା ଗତ ୧୨ ତାରିଖରେ । କିନ୍ତୁ ଯୁବକ ଜଣକ ଜାଣି ଥିଲେ କି ନବ ବିବାହତ ସ୍ତ୍ରୀ ଏମିତି କିଛି କାଣ୍ଡ ଘଟାଇବେ ଯାହା ସେ ସ୍ଵପ୍ନରେ ସୁଧା ଭାବି ନ ଥିଲେ । କିନ୍ତୁ ବିବାହର ଚତୁର୍ଥୀ ରାତିରେ ନବ ବିବାହିତ ସ୍ତ୍ରୀ ନିଜ ଭିଣେଇଙ୍କ ସହ ନ୍ୟୁଡ ଭିଡିଓ କଲରେ ମାତିଥିବା ବେଳେ ହଠାତ ସ୍ବାମୀଙ୍କ ନିଦ ଭାଙ୍ଗି ଯାଇଥିଲା । ଆଉ ଏହା ପରେ ସ୍ଵାମୀ ସ୍ତ୍ରୀରେ ଏଭଳି ଉଲଗ୍ନ ରୂପ ଦେଖି ଅବାକ ହୋଇ ଯାଇଥିଲା ଆଉ ରାଗିକି ପଚାରି ଥିଲେ ଏ ସବୁ କଣ ଚାଲିଛି ।

ତେବେ ସ୍ବାମୀଙ୍କୁ ଏପରି ରାଗିବାର ଦେଖି ସ୍ତ୍ରୀ ଜଣକ ତାଙ୍କୁ କ୍ଷମା ଯାଚନା କରିବା ସହ ଏହି ବିଷୟରେ କାହାକୁ କିଛି ନ କହିବା ଅନୁରୋଧ କରିଥିଲେ । ତେବେ ନୂଆ ବିବାହ କରି ଆସିଥିବା ସ୍ତ୍ରୀର ଅନୁରୋଧ ରକ୍ଷା କରି ସ୍ଵାମୀ ଚୁପ ହୋଇ ଯାଇଥିଲେ । ପର ଦିନ ସକାଳେ ନନ୍ଦିନୀ ସ୍ଵାମୀଙ୍କୁ ତାଙ୍କର ଦୀର୍ଘ ଆୟୁଷ କାମନା କରି ମାନସିକ କରିଛନ୍ତି ବୋଇଲି କହିବାରୁ ତାଙ୍କ ସ୍ଵାମୀ ତାଙ୍କୁ ନେଇ ଯାଇଥିଲେ ।

କିନ୍ତୁ ଲିଙ୍ଗରାଜ ମନ୍ଦିରରେ ମାନସିକ କରିଛନ୍ତି ବୋଲି ନନ୍ଦିନୀ କହିବା ପରେ ସ୍ଵାମୀ ନେଇ ଯାଇଥିଲେ । ସେଠାରେ ତାଙ୍କ ସହ ନନ୍ଦିନୀଙ୍କ ପୁରା ପରିବାର ମଧ୍ୟ ଉପସ୍ଥିତ ଥିଲେ । ମନ କରିବାକୁ ନନ୍ଦିନୀ ତାଙ୍କଉ ଚାପୁଡା ଉପରେ ଚାପୁଡା ମାରିବାକୁ ଲାଗିଲେ । ଏହା ପରେ ପବ୍ଲିକ ସେଠାରେ ଜମା ହେବା ପରେ ନନ୍ଦିନୀଙ୍କ ପରିବାର ଲୋକେ ଯୁବକଙ୍କୁ ଜୋର ଜବରଦସ୍ତି ଗାଡିରେ ବସାଇବାକୁ ଚେଷ୍ଟା କରୁଥିଲେ ।

ସେଠାରେ ଉପସ୍ଥିତ ଥିବା ପୋଲିସ ଆଉ ଲୋକେ ସେମାନଙ୍କୁ ଜବତ କରି ଥାନାକୁ ନେଲେ । ଏହା ପରେ ଥାନାରେ ଏଫାୟାର ଦିଆଯାଇଛି । ଯୁବକ ଜଣକ କହିଛନ୍ତି ସେ ତାଙ୍କ ସ୍ତ୍ରୀ ନନ୍ଦିନୀ ବହୁତ ସୁନ୍ଦର ଝିଅ ଯାହାକୁ ଦେଖି ସେ ଫସି ଯାଇଛନ୍ତି ।

ଯୁବକ ଜଣକ କହିଛନ୍ତି ହୁଏ ତ ତାଙ୍କ ଶ୍ଵଶୁର ଘର ଲୋକେ ତାଙ୍କୁ ଟଙ୍କା ପାଇଁ ଜବରଦସ୍ତି ଗାଡିରେ ବସାଇ ନେବାକୁ ଚେଷ୍ଟା କରୁଥିଲେ । କାରଣ ବିବାହ ସମୟରେ ଯୌତୁକା ବାବଦରେ କିଛି ଦେଇପାରିବେ ନାହି ବୋଲି ନନ୍ଦିନୀଙ୍କ ପରିବାର ଲୋକେ କହିଥିଲେ ।

ଏହା ପରେ ଯୁବକଙ୍କ ପରିବାର ଲୋକେ ଦୁହିଙ୍କର ବିବାହ କରାଇଥିଲେ । ତେବେ ସୁନ୍ଦର ଚେହେରା ଦେଖି ଯୁବକ ଜଣକ ଫସି ଯାଇଛନ୍ତି ଆଉ ଏମିତି ଷଡଯନ୍ତ୍ର କରାଯାଇଛି ପୁରା ମାରିବା ପାଇଁ ଚକ୍ରାନ୍ତ କରିଛନ୍ତି ବୋଲି ଯୁବକ କହିଛନ୍ତି । ଏହା ସହ ବିବାହରେ ଯେଉଁ ବନ୍ଦାଣ ପଇସା ଦେଢ ଲକ୍ଷ ଟଙ୍କା ମିଳିଥିଲା ଆଉ ବାକି ସୁନା ହାର, ମୁଦି, ପାଉଁଜି ଦୁଇ ହଳ ସବୁ ନନ୍ଦିନୀ ନେଇ ଯାଇଛନ୍ତି ।

ଯେଉଁ ଯୁବକଙ୍କ ସହ ଏପରି ଘଟିଛି ସେ ହେଉଛନ୍ତି ବଳରାମ ଯାହାଙ୍କ ସହ ଏତେ ଅନ୍ୟାୟ ହେବା ପରେ ପୋଲିସ ନନ୍ଦିନୀ ଆଉ ତାଙ୍କ ପରିବାରକୁ ଛାଡି ଦେଇଛନ୍ତି ବୋଲି ସେ କହିଛନ୍ତି । ବନ୍ଧୁଗଣ ଆପଣଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *