ମା’ ଲକ୍ଷ୍ମୀ କ୍ରୋଧ ହେବା କ୍ଷଣି ମିଳେ ଏହି ସଙ୍କେତ, ଭୁଲରେ ମଧ୍ୟ ଏହାକୁ କରନ୍ତୁ ନାହିଁ ଅଣଦେଖା

ବନ୍ଧୁଗଣ, ମା ଲକ୍ଷ୍ମୀଙ୍କର କୃପା ଯେଉଁ ବ୍ୟକ୍ତି ମାନଙ୍କ ଉପରେ ହୁଏ, ତାଙ୍କ ଜୀବନରେ ଧନର କେବେ ମଧ୍ୟ ଅଭାବ ହୁଏ ନାହିଁ । ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ବହୁତ ସରଳ ହୋଇଥାଏ । ମା ଲକ୍ଷ୍ମୀ ସନ୍ତୁଷ୍ଠ ହେଲେ ମନଲାଖି ଉପହାର ଦେଇଥାନ୍ତି । ସେଥିପାଇଁ ଅଧିକାଂଶ ବ୍ୟକ୍ତି ଶୁକ୍ରବାର ଦିନ ସ୍ଵୋଛ ମନରେ ମା ଲକ୍ଷ୍ମୀଙ୍କର ପୂଜାର୍ଚନା କରିଥାନ୍ତି । ଏହା ଫଳରେ ମା ଲକ୍ଷ୍ମୀ ସେହି ଘରେ ବାସ କରିଥାନ୍ତି । ଏବଂ ସେହି ଘରେ କୌଣସି ପ୍ରକାରର ଧନର ଅଭାବ ହୋଇ ନଥାଏ । କିନ୍ତୁ ବନ୍ଧୁଗଣ କେତେକ ସମୟରେ ମା ଲକ୍ଷ୍ମୀ ବ୍ୟକ୍ତି ମାନଙ୍କର ଭୁଲ କର୍ମ ଦ୍ଵାରା ଅତ୍ୟନ୍ତ କ୍ରୋଧ କରିଥାନ୍ତି ।

ଏହି କାରଣ ମାନଙ୍କରୁ ମା ଲକ୍ଷ୍ମୀ ସେହି ଘରୁ ରୁଷ୍ଟ ହୋଇ ପଳାୟନ କରିଥାନ୍ତି । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହି ସବୁ ଲକ୍ଷଣ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ଜାଣିପାରିବେ ଯେ, ମା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧ କରିଛନ୍ତି ।

୧- ଯଦି ଆପଣ ଆପଣଙ୍କ ଘରେ ମନି ପ୍ଳାଣ୍ଟ ଗଛ ଲଗାଇଛନ୍ତି ଏବେ ତାହାର ସମସ୍ତ ଯତ୍ନ ନେବା ପରେ ମଧ୍ୟ ସେହି ଗଛଟିର ପତ୍ର ଝଡୁଅଛି ତେବେ ଆପଣ ବୁଝି ନିଅନ୍ତୁ ଯେ, ମା ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଠ ଅଛନ୍ତି ଏବଂ ଆପଣଙ୍କ ଘରେ ଅବସ୍ଥିତ ନାହାନ୍ତି । ଏବଂ ଏହାଦ୍ଵାରା ଆପଣଙ୍କର ଆର୍ଥିକ ସମସ୍ଯା ଲାଗିରହିବ । ଏହା ଆର୍ଥିକ ହାନି ସଙ୍କେତ ହୋଇଥାଏ ।

୨- ଯଦି ବାର ବାର ଆପଣଙ୍କ ଶରୀରର କୌଣସି ଅଙ୍ଗ ଉପରେ ଝିଟିପିଟି ପଡିଥାଏ, ତେବେ ଏହା ମଧ୍ୟ ଆପଣଙ୍କ ଉପରେ ଆର୍ଥିକ ସଙ୍କେଟ ଆସିବାର ଇସାରା ଅଟେ । ୩- ଯଦି ଆପଣଙ୍କ ଘର ଛାତରେ କିମ୍ବା ଅଗଣାରେ କାଉତି ଦକ୍ଷିଣ ମୁଖ କରି ବସିଥାଏ, ତେବେ ଏହା ମଧ୍ୟ ଆର୍ଥିକ ସଙ୍କଟ ଆସିବାର ଇଶାରା ଅଟେ । ଏମିତିରେ ଆପଣ କୌଣସି କ୍ଷେତ୍ରରେ ଧନ ନିବେଶ ପୂର୍ବରୁ ଭଲରେ ଭାବି ବିଚାରୀ ସେହି କାର୍ଯ୍ୟ ରେ ଧନ ନିବେଶ କରନ୍ତୁ ।

୪- ଘରର ପାଣି ନାଳ ଯଦି ଲିକ କରୁଛି ତେବେ ବୁଝି ଯାଆନ୍ତୁ ଯେ, ଆପଣଙ୍କ ଉପରେ ମା ଲକ୍ଷ୍ମୀ ରୁଷ୍ଟ ଅଛନ୍ତି । ଏହା ଫଳରେ ଆପଣଙ୍କୁ ନାନା ସମସ୍ଯା ର  ସମ୍ମୁଖୀନ ହେବାକୁ ପଡିବ ତେଣୁ ସମୟ ଥାଉ ଥାଉ ଯଦି ଆପଣଙ୍କ ପାଣି ନଳ ଖରାପ ଅଛି ତେବେ ତାହାକୁ ଠିକ କରି ନିଅନ୍ତୁ ।

୫- ଯଦି ଆପଣଙ୍କ ଘରେ ପିଲାମାନେ ଘରର କାନ୍ଥ କିମ୍ବା ଭୂମିରେ ପେନସିଲ କିମ୍ବା ପେନ ସାହାଯ୍ୟରେ ଗାର ଟାଣିଥାନ୍ତି ତେବେ ଏହା ଆର୍ଥିକ ସମସ୍ୟାର ଲକ୍ଷଣ ଅଟେ । ସେହିଭଳି ଘରର କାନ୍ଥ ଯଦି ଫାଟି ଯାଇଥାଏ ତେବେ ତାହା ମଧ୍ୟ ଆର୍ଥିକ ସମସ୍ଯା ର ସଙ୍କେତ ଅଟେ । ବନ୍ଧୁଗଣ ଯଦି ପିଲା ମାନେ ଘରେ ଗାରେଇଥାନ୍ତି ତେବେ ତାହା ମାତା ପିତାଙ୍କ ପାଇଁ ଅଶୁଭ ହୋଇଥାଏ ।

ବନ୍ଧୁଗଣ ମା’ ଲକ୍ଷ୍ମୀ ରୁଷ୍ଟ ହେଲେ ଆପଣ ଚିନ୍ତିତ ହୁଅନ୍ତୁ ନାହିଁ । ଏହି ଉପାୟ ଗୁଡିକ ଅବଲମ୍ବନ କରନ୍ତୁ ଏହା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଉପାୟ ଗୁଡିକ ହେଉଛି;- ୧- ଶୁକ୍ରବାର ଦିନ କମଳ ଅର୍ଥାତ ପଦ୍ମ ଫୁଲ ମା ଲକ୍ଷ୍ମୀଙ୍କୁ ଅର୍ପିତ କରନ୍ତୁ ଏହା ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି । ୨- ଶୁକ୍ରବାର ଦିନ ଲକ୍ଷ୍ମୀ ମା ଙ୍କର ବ୍ରତ କରିବା ଦ୍ଵାରା ମା ପ୍ରସନ୍ନ ହୋଇଥାନ୍ତି । ସେଥିପାଇଁ ଆପଣ ସଂପୂର୍ଣ୍ଣ ନୀତିନିୟମ ସହିତ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କର ବ୍ରତ ରଖନ୍ତୁ ।

୩- ପିପଳ ଏବଂ ଅଂଳା ଗଛରେ ଶୁକ୍ରବାର ଦିନ ଆପଣ କିଛି ଜଳ ଅର୍ପିତ କରନ୍ତୁ । କାରଣ ଏହି ବୃକ୍ଷ ମାନଙ୍କରେ ମା ଲକ୍ଷ୍ମୀଙ୍କର ବାସ ମାନାଯାଏ । ବନ୍ଧୁଗଣ ଏହି ନିୟମ ଗୁଡିକୁ ପାଳନ କରନ୍ତୁ ଆପଣଙ୍କ ସମସ୍ଯା ଦୂର ହେବ । ଏହି ବିବରଣୀଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *