ମାତା ଲକ୍ଷ୍ମୀଙ୍କର କୃପା ପାଇବା ପାଇଁ କେବଳ ଶନିବାର ଦିନ କରନ୍ତୁ ଏହି ଉପାୟ, ଆର୍ଥିକ ସ୍ଥିତି ରହିବ ମଜବୁତ

ଏହି ସଂସାରରେ ସବୁ ବ୍ୟକ୍ତିମାନଙ୍କୁ କଠିନ ପରିସ୍ଥିତି ମଧ୍ୟ ଦେଇ ଯିବାକୁ ପଡିଥାଏ । ଯେତେବେଳେ ବ୍ୟକ୍ତିର ଜୀବନରେ ଖୁସି ଥାଏ, ତାହାକୁ କୌଣସି କଥାର ଚିନ୍ତା ନ ଥାଏ କିନ୍ତୁ ଯେତେବେଳେ ବ୍ୟକ୍ତିଙ୍କ ଜୀବନରେ ସମସ୍ୟା ଆସିଥାଏ ସେତେବେଳେ ବ୍ୟକ୍ତି ସେହି ସମସ୍ୟାରୁ ବଞ୍ଚିବା ପାଇଁ ଚେଷ୍ଟା କରିଥାଏ । ଜ୍ୟୋତିଷ ଶାସ୍ତ୍ରରେ ଏମିତି ବହୁତ ଉପାୟ ବିଷୟରେ କୁଆଯାଇଛି ଯାହାକୁ ଆପଣ ଯଦି ସଠିକ ଭାବରେ କରିବେ ତେବେ ଆପଣ ଯେ କୌଣସି ବି ପରିସ୍ଥିତିରୁ ବାହାରି ପାରିବେ ।

ଆଜି ଆମେ ଆପଣଙ୍କୁ ଶନିବାର ଦିନ କରାଯାଉଥିବା କିଛି ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ଘରେ ଅତି ସହଜରେ କରିବା ଦ୍ଵାରା ଆପଣଙ୍କୁ ମାତା ଲକ୍ଷ୍ମୀଙ୍କର କୃପା ନିଶ୍ଚିତ ଲାଭ ହେବ ।

ଆସନ୍ତୁ ଜାଣିବା ଶନିବାର ଦିନ କେଉଁ ସବୁ ଉପାୟ ଗୁଡିକ କରିବା

·    ଯଦି ଆପଣ ଅଧିକ ଧନ ପ୍ରାପ୍ତି କରିବାର ଇଛା ରଖୁଛନ୍ତି ତେବେ ଏଥିପାଇଁ ଆପଣ ଶନିବାର ଦିନ ଦ୍ଵିପହର ସମୟରେ ନିଜ ଘରର ଐଶାନ୍ୟ କୋଣରେ ଭୋଜନ ପାତ୍ରରେ ଶ୍ରୀ ଯନ୍ତ୍ର ତିଆରି କରି ଶ୍ରଦ୍ଧାର ସହିତ ତାହାକୁ ପୂଜା କରନ୍ତୁ । ଆପଣଙ୍କର ସବୁ ଇଛା ପୂରଣ ହୋଇଯିବ ।

·    ଆପଣ ଶନିବାର ଦିନ ସନ୍ଧ୍ୟା ସମୟରେ ଏକ ଓସ୍ଥ ଗଛ କିମ୍ବା ଘାସର ମୂଳକୁ ଏକ ଚାନ୍ଦି ଡବାରେ ଭର୍ତ୍ତିକରି ନିଜର ପୂଜା ସ୍ଥାନରେ ରଖି ତାହାକୁ ନିୟମିତ ରୂପରେ ପୂଜା କରନ୍ତୁ ଏହିଭଳି କରିବା ଦ୍ଵାରା ଆପଣଙ୍କର ନବଗ୍ରହ ଶାନ୍ତ ହେବ ଓ ଆପଣଙ୍କୁ ଜୀବନରେ ସଫଳତା ହାସଲ ହେବ ।

·    ଏହା ଛଡା ଅମାବାସ୍ୟା ଶନିବାର ଦିନ ସକାଳ ସମୟରେ ସ୍ନାନ କରି ୨୫୦ ଗ୍ରାମର କଳା ବିରିକୁ କଳା କପଡାରେ କୌଣସି ଗରିବକୁ ଦାନ କରି ଦିଅନ୍ତୁ କିମ୍ବା ଏହି କପଡାକୁ ଶନି ମନ୍ଦିରରେ ଚୁପଚାପ ରଖି ଦିଅନ୍ତୁ ।

·    ଆପଣ ନିଜ ଘରେ ପଦ୍ମ ଫୁଲ ମଞ୍ଜୀର ମାଳା,  ଛୋଟ ନଡିଆ, ଦକ୍ଷିଣାବର୍ତ୍ତି ଶଙ୍ଖ, ଶ୍ରୀ ଯନ୍ତ୍ର, କୁବେର ଯନ୍ତ୍ର, ଲକ୍ଷ୍ମୀ ଯନ୍ତ୍ର ଇତ୍ୟାଦି ସ୍ଥାପିତ କରନ୍ତୁ ଓ ସବୁଦିନ ଏହାର ପୂଜା କରନ୍ତୁ ।

·    ଯଦି ଆପଣ ନିଜର ଶତୃମାନଙ୍କ ଠାରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଶନିବାର ଦିନ ପାଖାପାଖି ରାତି ୧୧ ଟା ବେଳେ କଳା ଲଙ୍କାର ୨୧ ଟି ଦାନାକୁ ନେଇ ‘ଓଁ କ୍ଲୀଂ’ ମନ୍ତ୍ରର ଜାପ କରି ଘରର ସବୁ ସଦସ୍ୟଙ୍କ ମୁଣ୍ଡରୁ ବୁଲାଇ ଘରର ଦକ୍ଷିଣ ଦିଗରେ ବାହାରେ ଫୋପାଡି ଦିଅନ୍ତୁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲ୍ ଟି ପସନ୍ଦ ଆସିଥିବ ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *