୧୦ ଟଙ୍କାରେ ଦୂର ହେବ ଆର୍ଥିକ ସମସ୍ୟା, କେମିତି ଜାଣିବା ପାଇଁ ପଢନ୍ତୁ ସମ୍ପୁର୍ଣ୍ଣ ଖବର

୧୦ ଟଙ୍କା ଖର୍ଚ କଲେ ଦେଢ ଲକ୍ଷ ଟଙ୍କା, ଅଧିକାଂଶ ଲୋକ ଏଫଡି କିମ୍ବା ଅନ୍ୟ ତାରିକାରେ ଟଙ୍କା ନିବେଶ କରିଥାନ୍ତି । ଯେଉଁଠି ତାଙ୍କୁ ଏକ ଭଲ ଋଟର୍ନ ମିଳିପାରିବ ।କିନ୍ତୁ ଫାଇନାନସିଆଲ ବଜାରରେ  ଏହିଭଳି ନିବେଶ ଜରୁରୀ ନୁହେଁକି, ତାହା ସୁରକ୍ଷିତ ହୋଇପାରେ । ଏହିଭଳି ପରିସ୍ତିତିରେ ସ୍ୱଳ୍ପ ସଞ୍ଚୟ ଯୋଜନ ଗୁଡିକବି ଆପଣଙ୍କ ବହୁତ କାମରେ ଆସିପାରେ । ଯଦି ଆପଣ କମ ଟଙ୍କା ନିବେଶ କରି ଅଧିକ ଲାଭ ଉଠେଇବାକୁ ଚହୁଁଛନ୍ତି । ତେବେ ପୋଷ୍ଟ ଅଫିସର ଏହି ଯୋଜନାରେ ଆପଣଙ୍କ ଟଙ୍କା ନିବେଶ କରିପାରିବେ । ଯେଉଁଠି ଆପଣଙ୍କର ଟଙ୍କା ଉପରେ ଅଧିକ ସୁଧ ମିଳିବ ।

ଗୁରୁତ୍ଵପୂର୍ଣା କଥା ହେଉଛି ପୋଷ୍ଟ ଅଫିସର ପ୍ରତୀଟି ଟଙ୍କା ଉପରେ ସୁରକ୍ଷା ଗ୍ୟାରେଣ୍ଟି ସରକାରଙ୍କ ତରଫରୁ ମିଳିବ ।

Image Courtesy: Google

ପୋଷ୍ଟ ଅଫିସର ସବୁଠୁ ଶସ୍ତା ଯୋଜନା

ପୋଷ୍ଟ ଅଫିସର ଏହି ଯୋଜନାଟିକୁ ଆପଣ ମାତ୍ର ୧୦ ଟଙ୍କାରୁ ମଧ୍ୟ ଆରମ୍ଭ କରିପାରିବେ । ଏହି ସ୍କିମରେ ଆପଣ ମାସକୁ ମାତ୍ର ୧୦ ଟଙ୍କା ନିବେଶ କରିପାରିବେ । ସେହିପରି ପ୍ରତିମାସ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ । ଯାହାକି ନିବେଶକଙ୍କ ସେଭିଙ୍ଗ ଉପରେ ନିର୍ଭର କରିଥାଏ ଏବଂ ପ୍ରତି ମାସ ଏଥିରେ ଏକ ନିର୍ଧାରିତ ପରିମାଣର ରାସୀ ନିବେଶ କରିପାରିବେ ।

Image Courtesy: Google

କେଉଁଠି ଓ କେମିତି ଖୋଳିବେ ଖାତା

ତେବେ ଏହି ଆକାଉଣ୍ଟ ଆପଣ ଡାକ ଘର ଯାଇ କିମ୍ବା ଅନଲାଇନ ଜରିଆରେ ଖୋଲିପାରିବେ । ଯଦି ଆପଣ ପୋଷ୍ଟ ଅଫିସରେ ଆରଡି ଖୋଲୁଛନ୍ତି ତେଣୁ ଆପଣ ଉଭୟ କ୍ୟାସ ବା ଚେକ ଦେଇବି ଖୋଲି ପାରିବେ । ଆପଣଙ୍କ ଆକାଉଣ୍ଟ ଗୋଟିଏ ପୋଷ୍ଟ ଅଫିସରୁ ଆଉ ଗୋଟେ ପୋଷ୍ଟ ଅଫିସ ଟ୍ରାନ୍ସଫର ହୋଇପାରିବ । ଏଠି ସହିତ ଆପଣ ଦୁଇଜଣ ଆଡଲ୍ଟ ନାମରେ ଜୟେନ୍ଟ ଆକାଉଣ୍ଟ ଖୋଲି ପାରିବ ।

Image Courtesy: Google

ତେବେ ଏଥିରେ ଆକାଉଣ୍ଟ ଖୋଲିବା ସମୟରେ ହିଁ ଏକ ନିର୍ଦ୍ଧିଷ୍ଟ ସମୟ ସୀମା ହୋଇଥାଏ । ଟାଇମ ପିରିୟର୍ଡ ସେସ ହେବ କ୍ଷଣି ଆପଣଙ୍କୁ ସୁଧ ସମେତ ସମ୍ପୂର୍ଣ ପେମେଣ୍ଟ ମିଳିଯିବ । ଆରଡି ଦସ ବର୍ଷ ପର୍ଯ୍ୟନ୍ତ ମଧ୍ୟ ହୋଇପାରେ ।ଏଥିରେ ଏକ ଦୀର୍ଘ ସମୟ ପର୍ଯ୍ୟନ୍ତ ମଧ୍ୟ ପ୍ଳାନ ତିଆରି କରାଯାଇ ପାରିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *