ଗରିବୀ ଓ ଦରିଦ୍ରତା ଆସିବାର କିଛି ସଙ୍କେତ, ଏବେ ଚେକ କରନ୍ତୁ ଆପଣଙ୍କ ଘରେ ଏହି କାର୍ଯ୍ୟ ହେଉ ନାହିଁ ତ?

ଦୁନିଆରେ ବହୁତ ପ୍ରକାର ଯିବ ଜନ୍ତୁ ଅଛନ୍ତି ଓ ମଣିଷ ଜୀବନରେ ଯିବ ଜନ୍ତୁ ମହତ୍ଵ ବହୁତ ହୋଇଥାଏ କାହିଁକିନା ଶାସ୍ତ୍ର ଅନୁଯାଇ ଜୀବ ଜନ୍ତୁ ଆମ ପରିସ୍ଥିତି ଓ ଆସନ୍ତା ସଙ୍କଟ ବିଷୟରେ ବହୁତ କିଛି କହିଥାନ୍ତି, ତେବେ ଆଜି ଆମେ ଆପଣଙ୍କୁ କିଛି ଯିବ ଜନ୍ତୁ ଦେଖିବାର ଅର୍ଥ ବିଷୟରେ କିଛି କହିବାକୁ ଯାଉଛୁ ଯଦି ଆପଣଙ୍କୁ ଏହି ଜୀବ ଜନ୍ତୁ ଦେଖା ଦିଅନ୍ତି ତେବେ ଏହାର ଅର୍ଥ କଣ ତାହା ଆମେ ଆପନାଙ୍କୁ କହିବାକୁ ଯାଉଛୁ ।

ତେବେ ଶାସ୍ତ୍ର ଅନୁଯାଇ ବହୁତ ଏମିତି କାମ ହୋଇଥାଏ ଯାହା ଦ୍ଵାରା ମାତା ଲକ୍ଷ୍ମୀ ଘର ଛାଡି ଯାଇ ଥାନ୍ତି ତେବେ କୌଣସି ମଣିଷ ଜାଣିକି ଏହି କାର୍ଯ୍ୟ କରିନଥାଏ ।

Image Courtesy: Google

କିନ୍ତୁ ଏହି କାମ ଗୁଡିକ ଜାଣି ରଖିବା ଉଚିତ ଯାହା ଦ୍ଵାରା ଆପଣ ଭୁଲରେ ମଧ୍ୟ ଏହି ଭଳି କାମ ନକରି ପାରନ୍ତୁ ଯାହା ଦ୍ଵାରା ଭଗବାନ ଆପପଣଙ୍କ ଘର ତ୍ୟାଗ କରନ୍ତୁ କାହିଁକିନା ଭଗବାନ ଘର ତ୍ୟାଗ କଲେ ଆପଣଙ୍କ ଘରେ ଦରିଦ୍ରତା ବାସ କରିଥାଏ । ତେବେ କାଉ ଦେଖିଲେ ଲୋକ ଅନୁମାନ କରିଥାନ୍ତି ଯେ ଘରେ କୌଣସି କୁନିଆ ଆସିବାର ଅଛନ୍ତି, ଠିକ ସେମିତି ଅନ୍ୟ ପ୍ପ୍ରାନୀ ମାନଙ୍କ ବିଷୟରେ ମଧ୍ୟ ଶାସ୍ତ୍ରରେ ବହୁତ କିଛି କୁହା ଯାଇଛି ।

Image Courtesy: Google

ତେବେ ଭୁଲରେ ବି କୌଣସି ନିରୀହ ପ୍ରାଣୀ ହତ୍ୟା କରିବେ ନାହିଁ ନଚେତ ତା ପାପ ଆପଣଙ୍କୁ କେବେ ଖୁସିରେ ବଞ୍ଚିବାକୁ ଡାବ ନାହିଁ । ଏହା ଛଡା ଖାଇବା ଆଗରୁ ଗାଈ ପାଇଁ କିଛି ବାହାର କରି ଖାଇବା ଉଚିତ ନଚେତ ଆପଣଙ୍କ ଋଣ କେବେ ସୁଜା ଯାଇ ପାରିବ ନାହିଁ । ଗାଈକୁ ମାତା ଲକ୍ଷ୍ମୀଙ୍କ ରୂପ କୁହା ଯାଇଥାଏ ସେଥିପାଇଁ ଗାଇକୁ ଭୁଲରେ ବି ମାରିବେ ନାହିଁ ।

Image Courtesy: Google

ଯେଉଁ ଲୋକ ତାର କ୍ରୋଧରେ ନିୟତ୍ରଣ ରଖିପାରେନି, ତାକୁ ଜୀବନରେ କେବେ ସଫଳତା ମିଳେନି । ଏହି ବ୍ୟବହାର  ପାଇଁ ସମାଜରେ  ଶତ୍ରୁ ହୁଅନ୍ତି । କଥା କଥାରେ  ରାଗୁଥିବା ବ୍ୟକ୍ତି ଜୀବନର କ୍ଷଣକ ସୁଖକୁବି ଦୁଖରେ ବଦଳାଇ ଦିଅନ୍ତି । ଯଦି ମଣିଷ ଭିତରେ ସନ୍ଦେହ ଆସିଯାଏ ତ ଜୀବନରେ କେବେବି ସୁଖର ପ୍ରାପ୍ତି ହୁଏନାହିଁ। ସନ୍ଦେହ ମଣିଷକୁ ପୂରାପୂରି ଖୋଳ କରିଦିଏ । ସନ୍ଦେହ ନିଜ ପ୍ରିୟଜନ ଓ ନିଜଭିତରେ ସନ୍ଦେହର ବୀଜ ବୁଣିଥାଏ । କ୍ରୋଧ ଦ୍ଵାରା ଲୋକର ବୁଝିବା ଶକ୍ତି କ୍ଷୀଣ ହୋଇଯାଏ ।

Image Courtesy: Google

ଯାହାଫଳରେ ସେ ସବୁବେଳେ ଚିନ୍ତିତ ରହିଥାଏ । ମହାଭାରତରେ ଦୁର୍ଜ୍ୟାଧନ ସବୁବେଳେ ପାଣ୍ଡବଙ୍କର ଅପମାନ କରିବା ସହିତ ନୀଚ ଭାବୁଥିଲା । ଯେଉଁ ଲୋକ ଅନ୍ୟଲୋକଠୁ ନିଜକୁ  ବଡ ଭବିଥାଏ ଓ ତାକୁ ମୂର୍ଖ ଭାବି ଅପମାନ କରିଥାଏ । ଏହି ଭଳି ଲୋକ ସବୁବେଳେ ଦୁଃଖ ଓ ଚିନ୍ତାରେ ଡୁବି ରହିଥାନ୍ତି । ସମୟ ଆସିଲେବି ତାର ସାହାର୍ଯ୍ୟ କେହି କରନ୍ତି ନହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *