ରାଣୀ ମୁଖାର୍ଜୀ ଘର ପାଣି ମଧ୍ୟ ପିଅନ୍ତି ନାହିଁ କାଜୋଲ ଏତେ ରାଗ କଣ ପାଇଁ ? କାରଣ ଜାଣି ଉଡିଯିବ ହୋସ

ବଲୀଉଡ ଦୁନିଆ ଏମିତି ଗୋଟେ ଦୁନିଆ ଯେଉଁଠି ଟଙ୍କା କଥା କହିଥାଏ, ତେବେ ଏଠାରେ ଟଙ୍କା ଦ୍ଵାରା ସମ୍ପର୍କ ବହୁତ ଶୀଘ୍ର ହୋଇଥାଏ ଓ ଟଙ୍କା ନଥିଲେ ଆପଣ କିଏ କେହି ଜାଣିବେ ନାହିଁ । ତେବେ କଜୋଲ ଓ ରାଣୀ ମୁଖାର୍ଜୀ କଜନ ଭଉଣୀ ଅଟନ୍ତି, କିନ୍ତୁ ଦୁହିଙ୍କୁ ବହୁତ କମ ଜାଗାରେ ଦେଖା ଯାଇଛି ଆଉ କ୍ୟାମେରା ସାମ୍ନାରେ ମଧ୍ୟ ଦୁହିଙ୍କ ସମ୍ପର୍କ ଏତେ ଭଲ ନୁହ । ତେବେ ଏହାର କାରଣ କଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

Image Courtesy: Google

ଆପଣ ମାନେ ଏହା ଭଲ ଭାବରେ ଜାଣିଛନ୍ତି ଯେ ଜମି ଏମିତି ଗୋଟେ ଜିନିଷ ଯାହା ପାଇଁ ଭାଇ ଭାଇରେ ଝଗଡା ହବା ସ୍ଵାଭାବିକ ଅଟେ କିନ୍ତୁ କଣ ଆପଣ ଜାଣିଛନ୍ତି ରାଣୀ ମୁଖାର୍ଜୀ ଓ କାଜୋଲ ପରିବାରରେ ମଧ୍ୟ ଜମି ପାଇଁ ବହୁତ ଝଗଡା ହଉଥିଲା ଯାହା କାରଣରୁ ଏହି ଦୁଇ ଅଭିନେତ୍ରୀ ମାନଙ୍କ ମଧ୍ୟରେ ସମ୍ପର୍କ ଭଲ ରହିଲା ନାହିଁ । ତେବେ କାଜୋଲ ଯଶ ରାଜ ଫିଲ୍ମ୍ସରେ ବହୁତ ଭଲ କାମ କରିଥିଲେ ।

Image Courtesy: Google

ତେବେ କାଜୋଲ ଯଶ ରାଜ ଫିଲ୍ମ୍ସରେ ଦିଲବାଲେ ଦୁଲହନିଆ ଲେ ଯାଏଙ୍ଗେ ଓ ଫନା ଓ କଭି ଖୁସି କଭି ଗମ ଭଳି ଫିଲ୍ମ କରିଥିଲେ ଯାହା ଦ୍ଵାରା କାଜୋଲ ବହୁତ ପ୍ରସିଦ୍ଧ ହୋଇଥିଲେ । ତେବେ ଯଶ ରାଜ ଫିଲ୍ମ୍ସରେ କୁଛ କୁଛ ହୋତା ହୈ ଫିଲ୍ମରେ କାଜୋଲ ଓ ରାଣୀ ଦୁହିଙ୍କୁ କାମ ମିଳିଥିଲା କିନ୍ତୁ ରାଣୀ ମୁଖର୍ଜି ର ପ୍ରେଜେନ୍ସ ପାଇଁ କାଜୋଲ ଅଭିଯୋଗ କରିଥିଲେ କିନ୍ତୁ ଯଶ ରାଜ କଥା ସମ୍ଭାଳିଲେ କାହିଁକିନା ତାଙ୍କ ପୁଅ ଆଦିତ୍ୟ ରାଣୀ ମୁଖାର୍ଜୀଙ୍କୁ ଭଲ ପାଉଥିଲେ ତେବେ ଏହା ପରେ କାଜୋଲ ଓ ରାଣୀ ମୁଖର୍ଜି ସମ୍ପର୍କ ଆଉ ଖରାବ ହେଲା ।

Image Courtesy: Google

ଯାହା ପରେ ବହୁତ ଏମିତି ଜାଗା ଆସିଲା ଯେଉଁଠି ଦୁହିଙ୍କ ଝଗଡା ତାଙ୍କ ଫିଲ୍ମ୍ସ ଉପରେ ମଧ୍ୟ ପ୍ରଭାବ ପକାଇଲା । ତେବେ ଯଶ ରାଜଙ୍କ ମୃତ୍ୟୁ ପରେ ଯଶ ରାଜ ଫିଲ୍ମ୍ସରୁ କାଜୋଲ ଗାୟବ ହୋଇଗଲେ ଆଉ ତାଙ୍କ ସହ ଆଦିତ୍ୟ କାମ କଲେ ନାହିଁ ଏହାର ଏକ ମାତ୍ର କାରଣ ରାଣୀ ମୁଖର୍ଜି ଅଟନ୍ତି ବୋଲି କୁହା ଯାଏ, ତେବେ ଦୁହିଙ୍କୁ ନିଜ କେରିଅର ବହୁତ ପସନ୍ଦ ସେଥିପାଇଁ ଦୁହେଁ ନିଜ ନିଜ କେରିଅର ଗଢିବାରେ ବ୍ୟସ୍ତ ରହିଲେ ଓ କାଜୋଲ ରାଣୀ ମୁଖାର୍ଜୀ ସମ୍ପର୍କ ପର୍ଶନଲ ରୁ ପ୍ରୋଫେସନଲ ଝଗଡାରେ ପରିଣତ ହୋଇଥିଲା ।

Leave a Reply

Your email address will not be published. Required fields are marked *