ମହିଳା ମାନଙ୍କର ହାତର ଚୁଡି ଭାଙ୍ଗିଲେ କେଉଁ ସଂକେତ ମିଳିଥାଏ ? Ajira Anuchinta

ବନ୍ଧୁଗଣ ନାରୀ ମାନେ ଯେଉଁ ଚୁଡି ବ୍ୟବହାର କରିଥାନ୍ତି ତାହାର କିଛି ଶୁଭ ଅଶୁଭ ସଙ୍କେତ ରହିଥାଏ । ଚୁଡି ବହୁତ ପ୍ରକାରର ହୋଇଥାଏ । ଯାହାର ଅଲଗା ଲଗା ମହତ୍ଵ ହୋଇଥାଏ । ଚୁଡି କଛରେ ହୋଇଥାଏ, ପ୍ଲାଷ୍ଟିକ ହୋଇଥାଏ ଏମିତି ଅନେକ ପ୍ରକାରର ଧାତୁ ରେ ତିଆରି ହୋଇଥାଏ । ସାଧାରଣତ ମହିଳା ମାନେ କାଚ ଚୁଡି ବା ସୁନା ଚୁଡି ପିନ୍ଧି ବାକୁ ପସନ୍ଦ କରିଥାନ୍ତି । ଆଉ କିଛି ସ୍ତ୍ରୀ ମାନେ ଇମିଟେସନ ଚୁଡି ପିନ୍ଧିବାକୁ ପସନ୍ଦ କରିଥାନ୍ତି ଯାହା ଆଜିକାଲିର ଫ୍ୟାସନ ହୋଇ ଗଲାଣି ।

କିନ୍ତୁ ସବୁଠାରୁ ବଡ କଥା ହେଉଛି ଚୁଡି ବିବାହିତା ସ୍ତ୍ରୀ ଙ୍କ ପାଇଁ ବହୁତ ମହତ୍ଵ ପୂର୍ଣ୍ଣ ହୋଇଥାଏ । ଯଦି ଚୁଡି ଗୋଡ ବାଜିଯାଏ ତେବେ ପ୍ରଣାମ କରି କ୍ଷମା ମାଗିବା ଉଚିତ । କାରଣ ଏହା ବିବାହିତା ସ୍ତ୍ରୀଙ୍କର ଏକ ନିଶାନି ଅଟେ । ଚୁଡି ର ସୌନ୍ଦର୍ଜ୍ୟ ବିବାହିତ ନାରୀ ଙ୍କ ସହ ଯୋଡି ହୋଇ ରହିଥାଏ । ଗୋଟେ ବିବାହିତ ସ୍ତ୍ରୀ ପାଇଁ ଚୁଡି କେବଳ ସଜେଇ ହେବାର ବସ୍ତୁ ନାହି ଏହା ପଛର ଅନେକ ସାରା କାରଣ ରହିଥାଏ । ବିବାହ ପରେ ସ୍ତ୍ରୀ ମାନଙ୍କୁ ସୁନାର ଚୁଡି ସହ ଅନେକ ପ୍ରକାରର ଚୁଡି ପିନ୍ଧି ବାକୁ କୁହା ଯାଇଥାଏ ।

ମାନ୍ୟତା ଅଛି କି ବିବାହ ପରେ ସ୍ତ୍ରୀ ମାନେ କାଚ ଚୁଡି ପିନ୍ଧିବା ଦ୍ଵାରା ସ୍ଵାମୀ ଓ ସନ୍ତାନ ଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ ।  ଯଦି ଆମେ ଏହାର ବୈଜ୍ଞାନିକ କାରଣ ବିଷୟରେ ଜାଣିବା ତେବେ ମହିଳା ମାନେ ରହୁଥିବା ବାତାବରଣ ଓ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିଥାଏ । ଚୁଡି ପଜେଟିଭ ଏନର୍ଜି କୁ ବାତାବରଣ ଆଡ କୁ ଆଣିଥାଏ । ଏହା ସହ ଚୁଡି ନାରିଙ୍କ ବିଭନ୍ନ ଅଙ୍ଗ ଉପରେ ପ୍ରଭାବ ପକାଇଥାଏ । ଯାହା ଦ୍ଵାରା ସେମାନଙ୍କର ସ୍ୱାସ୍ଥ୍ୟ ଭଲ ରହିଥାଏ । ଚୁଡି ର ବିପରୀତ ବିଷୟରେ ଜାଣିବା ନିହାତି ଜରୁରୀ ଅଟେ ପ୍ରତେକ ମହିଳା ଙ୍କ ପାଇଁ ।

କୁହାଯାଏ କି ଯଦି କେବେ ଚୁଡି ଫାଟିଯାଏ ବା ଭାଙ୍ଗି ଯାଏ ତେବେ ଏମିତି ମାନ୍ୟତା ଆସି କି ଚୁଡି ଭାଙ୍ଗିବା ଦ୍ଵାରା ସେହି ସ୍ତ୍ରୀ ଓ ତା ସହ ଜଡିତ ଲୋକ ମାନଙ୍କ ପାଇଁ ଅଶୁଭ ସଂକେତ ଆଣିଥାଏ । ଚୁଡି ଭାଙ୍ଗିବା ଓ ଫାଟିବା କୁ ଅଶୁଭ ମାନା ଯାଇଥାଏ । ଏମିତି ହେବା ଦ୍ଵାରା ଚୁଡି କୁ ହାତରୁ କାଢିବା ପାଇଁ କୁହା ଯାଇଥାଏ । ଯଦି ଚୁଡି ଭାଙ୍ଗିବା ପରେ ସ୍ତ୍ରୀ ନିଜ ହାତରୁ ନ ବଦଳାନ୍ତି ତେବେ ତାଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *