ମହିଳାମାନେ ରାତିରେ ଶୋଇବା ପୂର୍ବରୁ ଅବଶ୍ୟ କରନ୍ତୁ ଏହି କାମ, ଜୀବନରେ କେବେ ହେବନି ଧନର ଅଭାବ- Vastu Shastra

ମହିଳାଙ୍କୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ କୁହା ଯାଏ କାହିଁକିନା ମାତା ଲକ୍ଷ୍ମୀ ମହିଳାଙ୍କ ଉପରେ ଅଧିକ କୃପା କରିଥାନ୍ତି ଆଉ ମହିଳା ମାନେ ଘର ସମ୍ଭାଳି ଥାନ୍ତି । କଣ ଆପଣ ଜାଣିଛନ୍ତି ମହିଳାଙ୍କ ପାଇଁ ବାସ୍ତୁ ଶାସ୍ତ୍ରରେ ବହୁତ ନିୟମ ଲେଖା ହୋଇଛି ଯାହା ଯେଉଁ ମହିଳା ପାଳନ କରିଥାନ୍ତି ତାଙ୍କ ଘରେ ସୁଖ ଶାନ୍ତି ଆଉ ସମୃଦ୍ଧି ଆସିଥାଏ । ତେବେ ଜୀବନରେ ଯେତେ କଷ୍ଟ ଆସିଲେ ମଧ୍ୟ ମହିଳା ମାନେ ତାକୁ ନିଜ ପର୍ଯ୍ୟନ୍ତ ରଖିଥାନ୍ତି ନିଜ ଲୋକଙ୍କ ଉପରେ ଏହାକୁ ଆସିବାକୁ ଦିଅନ୍ତି ନାହିଁ । କିନ୍ତୁ କିଛି ବାସ୍ତୁ ଶାସ୍ତ୍ର ଭୁଲ ଅନୁଯାଇ ପୁରା ଘର ପରିବାରକୁ ଦୁଃଖ ସହିବାକୁ ପଡିଥାଏ ଆସନ୍ତୁ ଜାଣିବା ତାହା କଣ ଅଟେ ବୋଲି ।

୧. ମହିଳା ଘରେ ରୁହନ୍ତି ତେଣୁ ଯିଏ ରାଶାନ ମାଗିବାକୁ ଆସିଥାଏ ତାଙ୍କୁ ହିଁ ମାଗିଥାଏ, କଣ ଆପଣ ଜାଣିଛନ୍ତି ଯେ ମହିଳାଙ୍କୁ ରାତିରେ କ୍ଷୀର, ଦହି, ପିଆଜ ଭଳି ଜିନିଷ ଦାନ କରିବା ବା ଉଧାରୀ ଦବା ଉଚିତ ନୁହ ଏହା ଦ୍ଵାରା ଆପଣଙ୍କ ଘର ସୁଖ ଶାନ୍ତି ଯାଇଥାଏ ଆଉ ଆପଣଙ୍କ ପରିବାର ଦୁଃଖରେ ବୁଡି ଯାଇଥାଏ ।

୨. ବହୁତ ମହିଳାଙ୍କୁ ଏହା ଅଭ୍ୟସ ହୋଇଥାଏ ଯେ ସେ ଚୁଟି ଖୋଲା ରଖନ୍ତି ତେବେ ଭୁଲରେ ବି ରାତିରେ ଚୁଟି ଖୋଲା କରି ସୁଆନ୍ତୁ ନାହିଁ ନଚେତ ମତ ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ହୋଇବେ ।

୩. ଆପଣ ମାନଙ୍କ ସମସ୍ତଙ୍କ ଘରେ ଝାଡୁ ଥିବ । ତେବେ ଝାଡୁ ଦିନ ସାରା ଯେଉଁଠି ରଖିଲେ ଚାଲିବ କିନ୍ତୁ ରାତିରେ ଝାଡୁକୁ ଖୋଲାରେ ରଖନ୍ତୁ ନାହିଁ ରାତିରେ ଝାଡୁକୁ ଉତ୍ତର ପଶ୍ଚିମ ବା ଦକ୍ଷିଣ କଣରେ ଲୁଚାଇ ରଖନ୍ତୁ ଯେମିତି କାହା ନଜର ଝାଡୁ ଉପରେ ନ ପଡୁ ।

୪. ମହିଳା ମାନେ ଆଜିକା ସମୟରେ ବାହାରେ କାମ କରୁଛନ୍ତି ତା ପରେ ଘରେ ଆସି ରୋଷେଇ କରୁଛନ୍ତି ସେଥିପାଇଁ ଥକି ଯାଉଛନ୍ତି କୀଟୁ ଭୁଲରେ ବି ଅଇଁଠା ବାସନ ଅଧୂଆ ରଖନ୍ତୁ ନାହିଁ ଆପଣ ଯେଉଁ ବାସନରେ ରୋଷେଇ କରୁଛନ୍ତି ତାକୁ ପାଣି ଦେଇ ଛାଡି ଦିଅନ୍ତୁ କିନ୍ତୁ ଅଇଁଠା ବାସନ ଧୋଇ ନିଅନ୍ତୁ ।

୫. ମହିଳା ମାନଙ୍କୁ ଯଦି ନିଜ ଘର ସୁଖ ସମୃଦ୍ଧି ଦରକାର ହୋଇଥାଏ ତେବେ ଶୋଇବା ଆଗରୁ ନିଜ ରୋଷେଇ ଘରେ ଗୋଟେ ବାସନରେ ଫୁଲ ପାଣି କରି ରଖି ଦିଅନ୍ତୁ ଏହା ପରେ ସକାଳେ ଉଠି ସେହି ପାଣି ଗଛରେ ପକାଇ ଦିଅନ୍ତୁ ଆପଣଙ୍କ ଘର ସବୁ ନକାରାତ୍ମକ ଊର୍ଜା ପଳେଇବ ।

Leave a Reply

Your email address will not be published. Required fields are marked *