ଝିଅମାନଙ୍କର ଚାଲିବା ଶୈଳୀରୁ ଜାଣନ୍ତୁ ସେମାନେ କିପରି

କିଛି ଝିଅ ମାନଙ୍କୁ ସ୍ପୀଡ ଯିବାକୁ ପସନ୍ଦ ହୋଇଥାଏ ଓ କିଛି ଝିଅ ମାନଙ୍କୁ ଧୀରେ ଧୀରେ । କେତେକ ଝିଅ କଣରେ ହେଡଫୋନ ଦେଇ କାହା ସହିତ କଥା ହୋଇଚାଲିଥାନ୍ତି ଆଉ କେତେକ ଝିଅ ବହୁତ ଭାବୁକ ହୋଇ ମୁଣ୍ଡ ତଳକୁ କରି ଚାଲିଥାନ୍ତି । କଣ ଆପଣ ଜାଣିଛନ୍ତି ଗୋଟେ ପରିକ୍ଷଣରୁ ଜଣା ପଡିଛିକି ତାଙ୍କର ଚାଲିବା ଶୈଳୀରୁ ତାଙ୍କର ପରସନାଲିଟି ବିଷୟରେ ବହୁତ କଥା ଜାଣି ପାରିବେ ।

ଝିଅ ମାନଙ୍କର ଚାଲିବା ସ୍ଟାଇଲରୁ ମଧ୍ୟ ତାଙ୍କ ମାନସିକ ସ୍ଥିତି ବିଷୟରେ ଜାଣିପାରିବେ ଝିଅଟି ରାଗିଚିକି, ଖୁସି, କି ଦୁଃଖୀ ଅଛି । ତାର ଚାଲିବା ସ୍ଟାଇଲରୁ ତାର ଉଦାସିର ବି ଅନ୍ଦାଜ କରିହେବ । ଗୋଟେ ରିସର୍ଚ ଅନୁସାରେ ଝିଅର ଚାଲିବା ଶୈଳୀରୁ ତାର ସ୍ଵଭାବ ବିଷୟରେ ଜାଣିହୁଏ । ଏହି ଲେଖାରେ ଆମେ ତାଙ୍କର ସ୍ଵଭାବ ବିଷୟରେ ଜାଣିବା ।

ଫାଷ୍ଟ ୱାକର :- ଯେଉଁ ଝିଅ ମାନେ ବହୁତ ସ୍ପୀଡ ଚାଲିଥାନ୍ତି ସେମାନେ ବହୁତ କମ କଥା କହିଥାନ୍ତି । ଏହି ଝିଅ ମାନେ କେବେ ଭାବି ନଥାନ୍ତି ଲୋକ ତାଙ୍କ ବିଷୟରେ କଣ ଭବିବେ । ସେ କେବଳ ତାର କାମରେ ମତଲବ ରଖିଥାଏ । ଏହି ଝିଅ ମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ଆଉ କିଚିବି କମ ଅଧା ଛାଡି ନଥାନ୍ତି  । ସ୍ପୀଡ ଚାଲୁଥିବା ଝୈ ମାନେ ତାଙ୍କ ପରିବାର ପ୍ରତି ସମର୍ପିତ ରହିଥାନ୍ତି ।

ସ୍ଲୋ ୱାକର :- ଯେଉଁ ଝିଅ ମାନେ ଧୀରେ ଧୀରେ ଚାଲିଥାନ୍ତି ସେ ଅଧିକ କଥା କହିଥାନ୍ତି । ସେ ଏକା ଚଳିବାକୁ ପସନ୍ଦ କରିନଥାନ୍ତି ସେ ସବୁବେଳେ କାହାକୁ ନା କାହାକୁ ସାଥିରେ ଧରି ଚାଲିବାକୁ ପସନ୍ଦ କରିଥାନ୍ତି । ଚାଲିବା ସମୟରେ ଏମାନଙ୍କୁ କଥା ହୋଇ ଚଳିବାକୁ ବହୁତ ପସନ୍ଦ ହୋଇଥାଏ । ଧୀରେ ଚାଲୁଥିବା ଝିଅ ମାନେ ବହୁତ ଜଲ୍ଦି କାହା ଉପରେବୀ ଭରସା କରିଦିଅନ୍ତି । ଏଥିଲାଗି ସେ ବହୁତାବର ଅସୁବିଧାରେ ମଧ୍ୟ ପଡିଥାନ୍ତି । ଏହି ଝିଅ ମାନେ ସ୍ଵାର୍ଥୀ ହୋଇନଥାନ୍ତି ଏମାନେ ସମସ୍ତଙ୍କୁ ସାହାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି । ଧୀରେ ଚାଲୁଥିବା ଝିଅ ମାନେ ସବୁ କାମକୁ ଧୀରେ କରିବାକୁ ପସନ୍ଦ କରିଥାନ୍ତି ।

ଏକ୍ଟିଭ :- ଏହି ମହିଳା ମାନେ ରାସ୍ତାରେ ଗଲାବେଳେ ଏକା କେବେ ଚାଲି ନଥାନ୍ତି । ଏମାନେ ଗଲାବେଳେ ଚିହ୍ନା ପରିଚ ଯେଉଁ ବ୍ୟକ୍ତି ମିଳିଥାନ୍ତି । ସେ ସେମାନଙ୍କ ସହିତ କଥା ହୋଇ ହାଏ  ହାଲୋ କହି ରାସ୍ତାରେ ଚାଲିଥାନ୍ତି । ଏହି ମହିଳା ମାନେ ଚଞ୍ଚଲ ସ୍ଵଭାବର ହୋଇଥାନ୍ତି । ସମଯରେ ନିଜର କେମିତି ଛବି ରଖିବାର ଅଛି ତାଙ୍କୁ ବହୁତ ଭଲଭାବରେ ଜଣା ଅଛି । କେଉଁ ବ୍ୟକ୍ତିକୁ କେତେ ମହତ୍ଵ ଦେବାର ଅଛି ଏମାନଙ୍କୁ ବହୁତ ଭଲ ଭାବରେ ଜଣା ଅଛି ।

ମଲ୍ଟି ଟାସ୍କର :- ମଲ୍ଟି ଟାସ୍କର ଝିଅ ସେଇମାନେ ହୋଇଥାନ୍ତି ସେମାନେ ଚାଲିବା ସମୟରେ ନିଜ ସମୟ ବର୍ବାଦ କରିନଥାନ୍ତି । ଚାଲିବା ସମୟରେ ଏମାନେ କାହା ସହିତ ଫୋନରେ କଥା ହୋଇଥାନ୍ତି ଯଦି କିଛି କାମ ଜରୁରୀ ନଥାଏ ସେ ଘରୁ ବାହାରକୁ ବାହାରନ୍ତି ନହିଁ । ଯଦି ଘରୁ ବାହାରି ଥାନ୍ତି ଯେତେବୀ କାମ ଥାଉ ସେ ସବୁ ସେସ କରି ଘରକୁ ଯାଇଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *