ଇନ୍ଟରଭିୟୁର ପ୍ରଶ୍ନ କାଫି ମୁସ୍କିଲ ଅଟେ ଓ ଦିମାଗ ଖରାପ ହୋଇଯାଏ । ସେଥିପାଇଁ ଆଇଏଏସରେ ଇନ୍ଟରଭିଉରେ ପଚରା ଯାଉଥିବା କିଛି ଏମିତି ପ୍ରଶ୍ନର ଜବାବ ନେଇକି ଆସିଛୁ ଯାହା ଟ୍ରିକି ହେବା ସହିତ ମଜାଦାର ମଧ୍ୟ ଅଟେ । ଏହାକୁ ଜାଣି ଆପଣ ମାନଙ୍କୁ ମଜା ଆସିବ ଓ ସୂଚନା ମଧ୍ୟ ମିଳିବ । ଏହି ଟ୍ରିକି ପ୍ରଶ୍ନ ଆପଣଙ୍କ ଦିମାଗର ଯାଞ୍ଚ ପାଇଁ ପଚରାଯାଏ ।
ତେବେ ଦେଖିବା ଏହା ଭିତରୁ ଆପଣ କେତୋଟିର ଉତ୍ତର ଠିକ ଭାବେ ଦେଇ ପାରୁଛନ୍ତି । ଆଜି ଆପଣଙ୍କ ପାଇଁ ପ୍ରଶ୍ନ, ପ୍ରଶ୍ନର ଉତ୍ତର ଯଦି ଜଣା ଅଛି କିମ୍ବା ବୁଝିପାରୁନଥିଲେ । ତେବେ କମେଣ୍ଟରେ କୁହନ୍ତୁ ।

୧. ତାହା କଣ ଯାହା ଜଣେ ବାଳକକୁ ବୃଦ୍ଧ କରି ଦେଇଥାଏ ?
ଉତ୍ତର : ବୟସ ।
୨. ସେ କିଏ ଯାହାର ମୁଣ୍ଡ ନାହିଁ କିନ୍ତୁ ଟୋପି ପିନ୍ଧିଥାଏ ?
ଉତ୍ତର : ବୋତଲ
୩. ଏମିତି ଗୋଟେ ଫଳର ନାମ କୁହନ୍ତୁ ଯାହାର ପ୍ରଥମ ଅକ୍ଷର କାଟି ଦେଲେ ଓଡିଶାର ଗୋଟେ ଜିଲ୍ଲାର ନାମ ହୋଇଥାଏ ?
ଉତ୍ତର : ସପୁରି ।
୪. ସେ କିଏ ଯିଏ କାନ୍ଥ ଉପରେ ଚାଲେ କିନ୍ତୁ ଆଗକୁ ଯାଇ ନଥାଏ ?
ଉତ୍ତର : କାନ୍ଥ ଘଣ୍ଟା

୫. ହାତରେ ନଧରି ମଧ୍ୟ ଅଟକାଇ ପାରିବା । ତାହା କଣ ଅଟେ ?
ଉତ୍ତର : ନିଶ୍ଵାସ
୬. ତାହା କଣ ଯାହାକୁ ବାନ୍ଧିବା ପରେ ମଧ୍ୟ ଚାଲିଥାଏ ?
ଉତ୍ତର : ହାତ ଘଣ୍ଟା
୭. ଦାଶ କିଲୋ ଲୁହା ଓ ଦାଶ କିଲୋ ତୁଳା ମଧ୍ୟରୁ କାହାର ଓଜନ ବେସୀ ହୋଇଥାଏ ?
ଉତ୍ତର : ଉଭୟ ସମାନ
୮. ଗାଁ ସହରରେ ବୁଲୁଥାଏ ମନ୍ଦିର ଯିବାକୁ ଡରିଥାଏ । ତାହା କଣ ?
ଉତ୍ତର : ଚପଲ ।

୯. ଗୋଟିଏ ଗଛରେ ୫ଟି ଚଢେଇ ବସିଥିଲେ । ୨ଟି ଚଢେଇ ଉଡିଯିବାକୁ ସ୍ଥିର କଲେ । ଗଛରେ ଆଉ କେତେଗୋଟି ଚଢେଇ ରହିଲେ ?
ଉତ୍ତର : ୫ଟି ।
୧୦. ତାହା କଣ ଯାହା ନିଆଁ ଜଳେଇବା ପାଇଁ ଓ ନିଆଁ ଲିଭେଇବା ପାଇଁ ବ୍ୟବହାର କରାଯାଏ ?
ଉତ୍ତର : ଫୁଙ୍କିବା ।
୧୧. ଟିକି ବାଛୁରି ବେକରେ ପଘା, ଟିକି ଦାନ୍ତରେ କାମୁଡେ ଲୁଗା ?
ଉତ୍ତର : ଛୁଞ୍ଚି
୧୨. ଗୋଟିଏ ଥାଳିରେ ଦୁଇଟି ଅଣ୍ଡା, ଗୋଟିଏ ଦରମ ଅନ୍ୟଟି ଥଣ୍ଡା ?
ଉତ୍ତର : ସୂର୍ଯ୍ୟ ଏବଂ ଚନ୍ଦ୍ର
୧୩. ନହ ନହକା ପତର ବଙ୍କା, ତା ଫଳ ବିକାଏ ମୁଠାଏ ଟଙ୍କା ?
ଉତ୍ତର : ଧାନ
୧୪. କାଟିଲେ ରକତ ନାହିଁ କୁଟିଲେ ହାଡ ବି ନାହିଁ କେଉଁ ଜୀବ କୁହ ଭାଇ ?
ଉତ୍ତର : ଚିଙ୍ଗୁଡି
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।