କେଉଁ ପ୍ରକାରର ଝିଅଙ୍କ ପ୍ରତି ପୁଅମାନେ ଅଧିକ ଆକର୍ଷିତ ହୁଅନ୍ତି- Psychology Test

ପୁଅ ମାନେ ଝିଅମାନଙ୍କର ଯେଉଁ ପ୍ରଥମ କଥା ଦେଖିଥାନ୍ତି ସେ ହୋଇଥାଏ ଲୁକ । କିନ୍ତୁ କୁହାଯାଏ ପ୍ରେମ ଅନ୍ଧ ହୋଇଥାଏ ସେ ଏସବୁ ଜିନିଷ ଦେଖିନଥାଏ କିନ୍ତୁ ଆକର୍ଷଣତ ଅନ୍ଧ ହୋଇନଥାଏ ନା । ସେ ସବୁ କିଛି ଦେଖିଥାଏ, ଯଦି ଆପଣ ସାମ୍ନା ଲୋକ ସହିତ ଯଦି ଆକର୍ଷିତ ନହେବେ ତାହେଲେ ପ୍ରେମ କେମିତି ହେବ । ଶେଥି ପାଇଁ ଆପଣ ଚେଷ୍ଟା କରନ୍ତୁ ଫିଟ ରହିବା ପାଇଁ ।

ଯଦି ଆପଣ ସ୍ପୋର୍ଟ୍ସ ଖେଳୁଛନ୍ତି କି ଡ୍ୟାନ୍ସ କରୁଛନ୍ତିକି ଜିମ ଯାଉଛନ୍ତି ଯଦି କିଚିବି ଏମିତି ଏକ୍ଟିଭିଟି କରୁଛନ୍ତି ଏମିତି ଝିଅ ମାନଙ୍କୁବି ପୁଅ ମାନେ ବହୁତ ପସନ୍ଦ କରନ୍ତି । ଯଦି ଆପଣ ଫିଟ ନୁହନ୍ତି କି ଫିଟନେସ ଉପରେ ଧ୍ୟାନ ଦେଉ ନାହାନ୍ତି କିଛି କଥା ନହିଁ ।

ଦିତୀୟ ପଏଣ୍ଟ ହେଉଛି ପୁଅ ମାନେ ଦେଖନ୍ତି ଝିଅ ମାନେ କେମିତି କଥା ବାର୍ତା ହୋଇଥାନ୍ତି । ଆପଣ ଦେଖିଥିବେ କିଛି ଝିଅ ମାନେ ବହୁତ ସୁନ୍ଦର କଥା କହିଥାନ୍ତି, ଭୋଳିଭଳି କଥା କରିଥାନ୍ତି । ଏହିଭଳି ଝିଅ ପୁଅମାନଙ୍କର ବହୁତ ପସନ୍ଦ ହୋଇଥାନ୍ତି । ଝିଅ ମାନଙ୍କ ପେହେଚାନ କଥାରୁ ହିଁ ହୋଇଥାଏ । ଆପଣ ଯେତେ ସୁନ୍ଦର ହୁଅନ୍ତୁ ନା କାହିଁକି ଯଦି ଆପଣ ଠିକ ଭାବେ କଥା ହେଉ ନାହାନ୍ତି ତେବେ କିଏବି ଆପଣଙ୍କ ଆଡକୁ ଆକର୍ଷିତ ହେବେନି ।  । କାରଣ ସୁନ୍ଦରତା କେବଳ ଆଖିକୁ ଭଲ ଲାଗିଥାଏ କିନ୍ତୁ କଥା ହ୍ରୁଦୟକୁ ସୁକୁନ ଦେଇଥାଏ ।

ଯଦି ଆପଣଙ୍କୁ ସୁନ୍ଦର କଥା କହି ଆସେନି କିନ୍ତୁ ଆପଣ ପୁଅମାନଙ୍କର ପ୍ରିୟ ହେବାକୁ ଚାହୁଁଛନ୍ତି । ଆପଣ ସେଇ ଝିଅ ମାନଙ୍କ ଠାରୁ ଶିଖନ୍ତୁ ସେ କେମିତି ବହୁତ ଭଲ ଓ ସୁନ୍ଦର କଥା କହୁଛନ୍ତି । ଝିଅ ମାନଙ୍କର ଚଞ୍ଚଳତା ବା କିଉଟନେସ ପୁଅ ମାନଙ୍କୁ ବହୁତ ପସନ୍ଦ ଆସିଥାଏ । ଏହି କିଉଟନେସ ଆଣିବା ପାଇଁ ଆପଣଙ୍କୁ ଏଥିରେ ଟିକେ ଭୋଲି, ପ୍ୟାରି, ଯେଉଁଭଳି ଛୋଟ ଛୁଆ ମାନେ କଥା ହୁଅନ୍ତି ନା ଠିକ ସେହିଭଳି କରିବେ । ସବୁବେଳେ ଏମିତି ହେବେନି ବହୁତ କମ ହେବେ ନହେଲେ ସେ ବହୁତ ଶୀଘ୍ର ଚିଡିଯିବେ ।

ଯେଉଁ ଝିଅ ମାନେ ଗୁଡ ସେନ୍ସ ଅଫ ହ୍ୟୁମର ବାଲି ହୋଇଥାନ୍ତି ସେଇ ମାନଙ୍କ ପ୍ରତି ପୁଅମାନେ ବହୁତ ଆକର୍ଷିତ ହୋଇଥାନ୍ତି । ଆପଣ ଯେତେ ସୁନ୍ଦର ହୁଅନ୍ତୁ ନା କାହିଁକି ଆପଣଙ୍କ ବ୍ୟବହାର ଯଦି ଠିକ ନଥିବ ଆପଣଙ୍କୁ କେହିବି ପସନ୍ଦ କରିବେ ନହିଁ । ବିଉଟି ପ୍ଲସ ବ୍ରେନ ଏହି କମ୍ବିନେସନ ଏତେ ଭଲ ହୋଇଥାଏଯେ ଯଦି ଏହି ଗୁଣ ବଢେଇଥାଏ ଆପଣ ସମସ୍ତଙ୍କ ପ୍ରିୟ ହୋଇବେ ।

ପୁଅ ମାନେ ଯାହା ପ୍ରଥମରୁ ନୋଟିସ କରିଥାନ୍ତି ସେ ହେଲା ଡ୍ରେସିଂ ସେନ୍ସ । ଏହାର ମାନେ କେଉଁ ଭଳି ଡ୍ରେସ ଆପଣଙ୍କ ଉପରେ ସୁଟ କରିଥାଏ ଓ କେଉନଭଳି କପଡା ଆପଣଙ୍କ ଉପରେ ସୁଟ କରିନଥାଏ । ମେକ ଅପ ବାଲି ଝିଅ ମାନଙ୍କ ଠାରୁ ସିମ୍ପଲ ଓ କିଉଟ ଝିଅ ମାନେ ପୁଅମାନଙ୍କୁ ବହୁତ ପସନ୍ଦ ଆସିଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *