ମହିଳା ମାନଙ୍କ ଏହି ଅଙ୍ଗ ଛୁଇଁଲେ କୋଟିପତି ହୋଇଯାଏ ମଣିଷ- Chanakya Niti

ବନ୍ଧୁଗଣ ମହିଳା ମାନେ ପ୍ରାଏ ମା ଲକ୍ଷ୍ମୀଙ୍କ ରୂପସ୍ୱୋରୂପ ଅଟନ୍ତି । ଗୋଟିଏ ନାରୀ ଘରଟିକୁ ସଜାଡି ପାରେ ନଚେତ ବିଗାଡି ପାରେ । ନାରୀ ସବୁ ଦୁଖ କଷ୍ଟରେ ଧର୍ଯ୍ୟ ସହିତ ସମସ୍ତ କାର୍ଯ୍ୟ ସମାପ୍ତ କରିଥାଏ । ପରିବାରର ସମସ୍ତ ଛୋଟ ବଡ ଲୋକଙ୍କର ସେ ଉଚିତ ଭାବେ ଧ୍ୟାନ ରଖିଥାଏ । ଏଣୁ କଥାରେ କୁହା ଯାଇଛି ନାରୀ ନୁହେଁ ତୁ ନାରାୟଣୀ । ବନ୍ଧୁଗଣ ଆଜି ଆମେ ନାରୀ ମାନଙ୍କର ଦୁଇଟି ଭଲ ଗୁଣ ଅଥବା ଭଲ ଜିନିଷ ବିଷୟରେ କହିବାକୁ ଯାଉଛି ।

ବନ୍ଧୁଗଣ ମହିଳା ମାନଙ୍କ ପାଖରେ ଏପରି ୨ଟି ଜିନିଷ ଅଛି ଯାହାକୁ ଛୁଇଁଲା ମାତ୍ରେ ଆପଣଙ୍କ ଭାଗ୍ୟ ବଦଳି ଯାଇଥାଏ । ଆପଣ ଅଚାନକ ଗରିବରୁ ଧନୀରେ ପରିଣତ ହୋଇଯାନ୍ତି । ଆପଣଙ୍କ ସମସ୍ତ ଅସମ୍ପୂର୍ଣ କାର୍ଯ୍ୟ ପୂରଣ ହୋଇଯାଏ । ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ରରେ ନାରୀ ମାନଙ୍କ ମହତ୍ଵ ବିଷୟରେ କୁହାଯାଇଛି । ନାରୀ ହେଉଛି ଜଣେ ଖୋଲା ଖାତା ଭଳି ଯାହାକୁ ଆପଣଙ୍କୁ ଖାଲି ବୁଝିବା ବାକି ରହିଯାଇଥାଏ । ଯଦି ଆପଣ ନାରୀ ମାନଙ୍କୁ ଉଚିତ୍ ଭାବେ ବୁଝି ତାଙ୍କ ସହିତ ଉଚିତ ବ୍ୟବହାର କରିବେ ତେବେ ଆପଣ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।

ବନ୍ଧୁଗଣ ମାତ୍ର ନାରିଙ୍କ ମନକୁ ବୁଝିବା ବହୁତ କଷ୍ଟ ହୋଇଥାଏ । ବନ୍ଧୁଗଣ ଶାସ୍ତ୍ର ମାନଙ୍କରେ କୁହାଯାଇଛି ଯେ ମହିଳା ମାନଙ୍କ ପାଦରେ ସୁଖ ସମୃଦ୍ଧି ବାସ କରିଥାଏ । ମହିଳା ମାନଙ୍କ ପାଦକୁ ଛୁଇଁଲେ ଆପଣଙ୍କୁ କୋଟି ପୂଣ୍ୟ ମିଳିଥାଏ । ମହିଳା ମାନଙ୍କ ଏହି ଦୁଇଟି ଛୁଇଁଲେ କୋଟି ପାପରୁ ମୁକ୍ତି ମିଳିଥାଏ । ବନ୍ଧୁଗଣ ଯଦି ଆପଣ ମହିଳାଙ୍କ ପାଦକୁ ଛୁଇଁଥାନ୍ତି ଏବଂ ଯଦି ସେହି ମହିଳା ଜଣକ ନିଜର ସମ୍ପୂର୍ଣ ହୃଦୟର ସହିତ ତାହାର ଆଶୀର୍ବାଦର ହାତ ଆପଣଙ୍କ ମସ୍ତକ ଅଥବା ମୁଣ୍ଡ ଉପରେ ରଖିଦେଇଥାଏ ତେବେ ଆପଣଙ୍କୁ ବହୁତ ଆଶିଷ ମିଳିଥାଏ ।

ଏହା ଫଳରେ ଆପଣଙ୍କୁ ଭଲ ଭଲ ସୁଫଳ ସବୁ ମିଳିଥାଏ । ଆପଣ କୌଣସି କାର୍ଯ୍ୟ କଲେ ମଧ୍ୟ ସେଥିରେ ସଫଳ ସୁନିଶ୍ଚିତ ହୋଇଥାଏ । ବନ୍ଧୁଗଣ ଆପଣ ଜାଣନ୍ତି କି ମହିଳା ମାନଙ୍କ ଦୁଇ ପାଦକୁ ଛୁଇଁବା ଦ୍ଵାରା ଆମ ଶରୀର ମଧ୍ୟରେ ଗୋଟେ ଶକ୍ତି ଜାତ ହୋଇଥାଏ । ଏହି ଅଲୌକିକ ଶକ୍ତି ଆମ ପାଇଁ ବହୁତ ଲାଭଦାୟକ ଅଟେ । ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ରରେ ଏହି କଥା ଉଲ୍ଲେଖ ହେବା ବ୍ଯତୀତ ଏହାର ଏକ ବୈଜ୍ଞାନିକ କାରଣ ମଧ୍ୟ ରହିଅଛି ।

ସେହି କାରଣଟି ହେଉଛି ଯେ,ଯଦି ଆମେ ଅତି ଆଦରଣୀୟ ବ୍ୟକ୍ତିଙ୍କ ପାଦ ଛୁଇଁ ଥାଉ ତେବେ ତାହାଙ୍କର ଆଶୀର୍ବାଦର ହାତ ଯଦି ଆମ ମସ୍ତକ ଉପରେ ରହିଥାଏ ତେବେ ତାହାଙ୍କ ଠାରୁ କିଛି ସକାରତ୍ମକ ଊର୍ଜା ଆସି ଆମ ପାଖରେ ଜାଗୃତ ହୋଇଥାଏ । ଏହା ବ୍ଯତୀତ ଆମର ମାନସିକ ବିକାଶ ମଧ୍ୟ ବଢିଯାଇଥାଏ । ବନ୍ଧୁଗଣ ମହିଳା ମାନଙ୍କର ପାଦ ଅଥବା ଚରଣ ଏବଂ ତାଙ୍କର ଆଶୀର୍ବାଦର ହାତ ଦୁଇଟି ବହୁତ ଲାଭ ଦାୟକ ହୋଇଥାଏ । ଏହି ବିବରଣୀଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *