କ୍ଷୀର ରେ ଏହି ଜିନିଷ ମିଶାଇ ପିଇଲେ ତୁରନ୍ତ ଗର୍ଭ ରେ ଛୁଆ ରହିଥାଏ- Pregnancy Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଜିନିଷ ସମ୍ବନ୍ଧରେ କହିବୁ ଯାହା ଫର୍ଟିଲିଟି ନିମନ୍ତେ ବରଦାନ ସଦୃଶ ହୋଇଥାଏ । ଅନେକ ଚିକିତ୍ସା ପଦ୍ଧତି ତଥା ପ୍ରାଚୀନ ଘରୋଇ ଉପଚାର ରେ ମଧ୍ୟ ଫର୍ଟିଲିଟି ପାଇଁ ଏହି ଜିନିଷ ର ବ୍ୟବହାର କରା ଯାଉଥିଲା । ତେବେ ଏହି ଜିନିଷ ଟି ହେଉଛି ‘ଜାଇଫଳ’ । ଏହାକୁ ପ୍ରାୟତଃ ମିଠା ଦ୍ରବ୍ୟ ତିଆରି କରିବାରେ ବ୍ୟବହାର କରାଯାଇଥାଏ । କାରଣ ଏହାର ବାସ୍ନା ବହୁତ ଭଲ ହୋଇଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଉଭୟ ପୁରୁଷ ଏବଂ ମହିଳା ମାନଙ୍କୁ ନିଜର ଫର୍ଟିଲିଟି କ୍ଷମତା ବଢ଼ାଇବା ନିମନ୍ତେ ଜାଇଫଳ ର ବ୍ୟବହାର କିପରି କରିବା ଉଚିତ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଜାଇଫଳ ର ୩ଟି ବିଶେଷ ଚମତ୍କାରୀ ଗୁଣ ରହିଛି ।

୧. ପ୍ରଥମତଃ, ଏହା ଆଣ୍ଟି ଡିପ୍ରେସନଣ୍ଟ ଭଳି କାର୍ଯ୍ୟ କରିଥାଏ । ଫର୍ଟିଲିଟି ରେ ଡିପ୍ରେସନ ବହୁତ ମାତ୍ରା ରେ ଅସୁବିଧା ସୃଷ୍ଟି କରାଇଥାଏ । ୪୦ ପ୍ରତିଶତ ଅନଫର୍ଟିଲିଟି କେସ ଡିପ୍ରେସନ କାରଣରୁ ହୋଇଥାଏ । ଜାଇଫଳ ଏଭଳି କିଛି ଟାଟା ରହିଥାଏ ଯାହା ଡିପ୍ରେସନ କୁ ଦୁର କରିଥାଏ ଏବଂ ହରମୋନ କୁ ରିଲିଜ କରିଥାଏ ।

୨. ଦ୍ୱିତୀୟତଃ, ଉଭୟ ମହିଳା ଏବଂ ପୁରୁଷ ମାନଙ୍କ ମଧ୍ୟରେ ଯଦି ଯୌନନ କ୍ଷମତା କମ ରହିଥାଏ । ତେବେ ଏହା ଫର୍ଟିଲିଟି କ୍ଷେତ୍ରରେ ବାଧା ସୃଷ୍ଟି କରିଥାଏ । ତେଣୁ ଏପରି କ୍ଷେତ୍ରରେ ଜାଇଫଳ ସେବନ କରିବା ଦ୍ୱାରା ଏହା ଉଭୟ ମହିଳା ଓ ପୁରୁଷ ମାନଙ୍କ ଯୌନ କ୍ଷମତା ବଢାଇବାରେ ସହାୟକ ହୋଇଥାଏ ।

୩. ତୃତୀୟତଃ, ଏହା ଓଭେରୀ ରେ ଅଣ୍ଡା ତିଆରି କରିବାରେ ସହାୟକ ହୋଇଥାଏ । ଏହା ସହିତ ଜଡ଼ିତ ଯେଉଁ ସମସ୍ୟା ରହିଛି ତାହା ଦୁର ହୋଇଥାଏ । ଏହା ମହିଳା ମାନଙ୍କ ଓଭେରୀ କୁ ବୁଷ୍ଟ୍ କରିବାରେ ସହାୟକ ହୋଇଥାଏ ଏବଂ ଏହା ସହିତ ପୁରୁଷ ମାନଙ୍କ ପୋଟେନସିଆଲ କୁ ମଧ୍ୟ ବଢାଇଥାଏ ।

ଜାଇଫଳ ର ସେବନ ଉଚିତ ମାତ୍ରାରେ କରିବା ଆବଶ୍ୟକ । ଅଧିକ ମାତ୍ରାରେ ଏହାର ସେବନ କରିବା ଦ୍ୱାରା ଏହା ହାନିକାରକ ମଧ୍ୟ ହୋଇଥାଏ । ଏହାକୁ ସେବନ କରିବା ପାଇଁ ପୁରୁଷ ଓ ମହିଳା ମାନଙ୍କ ମଧ୍ୟରେ କିଛି ଅନ୍ତର ରହିଛି । ତେବେ ଆସନ୍ତୁ ଜାଣିବା କିପରି ଏହାର ସେବନ କରିବା । ପୁରୁଷ ମାନେ ଜାଇଫଳ କୁ ପ୍ରତିଦିନ ମାତ୍ର ଗୋଟିଏ ଚୁଟକି ସେବନ କରିବା ଉଚିତ । ଆପଣ ଏହାକୁ କ୍ଷୀର ରେ ମିଶାଇ ସେବନ କରି ପାରିବେ । ଏହାକୁ ସେବନ କରିବାର ଉଚିତ ସମୟ ସକାଳ ର ସମୟ ହୋଇଥାଏ ।

ତେଣୁ ଆପଣ ବ୍ରେକଫାଷ୍ଟ ରେ ନିଜ ଖାଦ୍ୟ ପଦାର୍ଥ ରେ ମଧ୍ୟ ମିଶାଇ ଏହାର ସେବନ କରି ପାରିବେ । କିନ୍ତୁ କ୍ଷୀର ରେ ଏହାକୁ ମିଶାଇ ସେବନ କରିବା ଅଧିକ ଅନୁକୂଳ ହୋଇଥାଏ । ସେହିପରି ଭାବରେ ମହିଳା ମାନେ ଏହାର ସେବନ ନିଜ ଧର୍ମ ମାସର ପ୍ରଥମ ଦିନରୁ ନେଇ ୮ ଦିନ ପର୍ଯ୍ୟନ୍ତ କରନ୍ତୁ । ଏହାକୁ କ୍ଷୀର ବା ଅନ୍ୟ ଖାଦ୍ୟ ପଦାର୍ଥ ରେ ମଧ୍ୟ ମିଶାଇ ସେବନ କରି ପାରିବେ । ମହିଳା ମାନେ ଜାଇଫଳ ର ଦୁଇ ଚୁଟକି ସେବନ କରନ୍ତୁ ।

Leave a Reply

Your email address will not be published. Required fields are marked *