ଆଜିକା ସମୟରେ ଲୋକ ହସିବା ଭୁଲି ଯାଇଛନ୍ତି ସମସ୍ତେ ନିଜ କାମରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ସାଙ୍ଗ ବା ଘର ଲୋକଙ୍କୁ ସମୟ ଦେଇ ପାରୁ ନଥିଲେ ଓ ବର୍ତମାନ ସମୟରେ କୋରୋନ ଭାଇରସ ଦ୍ଵାରା ଲୋକଙ୍କ ଆରଥି ଓ ମାନସିକ ସ୍ଥିତି ଏତେ ଖରାପ ହୋଇଛି ଯେ ସମସ୍ତେ କିଛି ନା କିଛି ଟେନସନରେ ଅଛନ୍ତି ।
ତେବେ ଆଜି ଆମେ ଆପଣଙ୍କ ମୁଡ କିଛି ଭଲ କରିବା ପାଇଁ ଏମିତି କିଛି ଜୋକ୍ସ ଆଣିଛୁ ଯାହା ଆପଣଙ୍କୁ ପସନ୍ଦ ଆସିବ ।

ଜୋକ-୧
ପତ୍ନୀ( ଜଜ କୁ ) – ମୋତେ ଏବେ ତାଙ୍କଠାରୁ କିଛି ନେବାର ନାହିଁ !!!
ବାସ ଏବେ ସେ ମୋତେ ସେଇ ଅବସ୍ଥାରେ ଛାଡି ଦିଅନ୍ତୁ, ଯେଉଁ ଅବସ୍ଥାରେ ମୁଁ ତାଙ୍କୁ ମିଳିଥିଲି !
ଜଜ – ତମେ କେଉଁ ଅବସ୍ଥାରେ ମିଳିଥିଲ…?
ପତ୍ନୀ – ବିଧବା!!!
ଜଜ ସାହବ ବେହୋସ !!!

ଜୋକ-୨
ସ୍ତ୍ରୀ – ତମେ ମୋତେ ଏମିତି ଦୁଇଟି କଥା କୁହକି
ଗୋଟେ କଥାରେ ମୁଁ ଖୁସି ହୋଇଜୀବୀ ଓ ଆଉଗୋଟେ କଥାରେ ମୁଁ ରାଗି ଜୀବି ।
ସ୍ଵାମୀ କହିଲା – ତମେ ମୋର ଜୀବନ ଅଟ ।
ଓ ଏମିତି ଜୀବନ ପାଇଁ ଧିକାର କରୁଛି .!!!

ଜୋକ-୩
ସ୍ତ୍ରୀ ସ୍ଵାମୀକୁ ମେସେଜ କଲା – ତୁମର ପଡୋଶୀ କେମିତି ଲାଗୁଛି ?
ସ୍ତ୍ରୀ କୁ ଖୁସି କରିବା ପାଇଁ ସ୍ଵାମୀ ଉତ୍ତରରେ କହିଲା – ବିଲକୁଲ ମାଙ୍କଡ ଭଳି ଲାଗୁଛି .!
ସ୍ତ୍ରୀ – ଠିକ ଅଛି ଆସିଲାବେଳେ ମୋ ପାଇଁ ଦୁଇଟି ଶାଢୀ ଧରିକି ଆସିବ,
ନହେଲେ ଏହି ମେସେଜ ପଡୋଶିନିକୁ ଦେଖାଇଦେବି …!!

ଜୋକ-୪
ଭଗବାନ ଗୋଟେ ବୁଢାକୁ କହିଲେ – ଏବେ ତମେ ବୁଢା ହୋଇଗଲଣି…
କର୍ମ ହିସାବରେ ତୁମକୁ ଗୋଟେ ରୋଗ ନେବାକୁ ହେବ!
ସେମିତିରେ ତୁମ ଭକ୍ତି ଲାଗି ଦୁଇଟିରୁ ଗୋଟିଏ ରୋଗ ପସନ୍ଦ କରିବାର ମଉକା ମିଳିବ ….
ବୁଢା – କଣ କଣ ….?
ଭଗବାନ – ତୁମ ସ୍ମରଣଶକ୍ତି ହରେଇବ ନହେଲେ ହାତ ଗୋଡ ଥରିବ ….

ବୁଢାଟି ତାର ସାଙ୍ଗର ପରାମର୍ଶ ପାଇଁ ସେଠାରୁ ଚାଲି ଗଲା …
ସେ ଆସି ତାର ମିତ୍ରକୁ କହିଲା ତ ସେ କହିଲା ହାତ ଗୋଡ ଥରିବା ରୋଗ ମାଗିବୁ ॥
କାରଣ ଗିଲାସରେ ଗୋଟେ ପେଗ ଚହଲି ଗଲେ କିଛି ନାହିଁ …
କିନ୍ତୁ ବୋତଲ କେଉଁଠି ରଖିଲୁ, ଯଦି ଭୁଲିଗଲୁ ବହୁତ ଅସୁବିଧା ହୋଇଯିବ …!!!

ଜୋକ-୫
ମୋହନ- ମତେ ଲାଗୁଛି ମୋ ସ୍ତ୍ରୀ ମୋ ସହ ଧୋକା କରୁଛି
ସୋହନ- କେମିତି ?
ମୋହନ- କାଲି ରାତିରେ ସେ ବହୁତ ଡେରିରେ ଘରକୁ ଫେରିଲା ତ ମୁ ପଚାରିଲି କୁଆଡେ ଯାଇଥିଲୁ ?
ସେ କହିଲା ଅଞ୍ଜଳି’ ଘରକୁ ଯାଇଥିଲି
ସୋହନ- ତ ?
ମୋହନ- କିନ୍ତୁ ଅଞ୍ଜଳି ଘରେ ତ ମୁଁ ଥିଲି
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।