‘2 ବର୍ଷ ଧରି ମଜା ନେଲା, ଟଙ୍କା ଲୁଟିଲା ବୁଲେଇ ବୁଲେଇ ଛାଡିଦେଲା, ଆଉ ଏବେ ସେ…’ ଦେଖନ୍ତୁ ଅଭିନେତା Suman ଙ୍କ ବିଷୟରେ କଣ କହୁଛନ୍ତି ଏହି ଅଭିନେତ୍ରୀ, ଦେଖନ୍ତୁ Video

ପ୍ରଥମ ପ୍ରେମ ଆଉ ଏହା ପରେ ପ୍ରେମ କରିବା ପରେ ପ୍ରତାରଣା । ଏହାକୁ ନେଇକି ଅଭିଯୋଗ କରିଛନ୍ତି ଏକ ପ୍ରେମିକା । ଏହି ପ୍ରେମିକା ଜଣଙ୍କ ସାଧାରଣ ଲୋକର ପ୍ରେମିକା ନୁହଁନ୍ତି ସେ ହେଉଛନ୍ତି ଏକ ଅଭିନେତା ଙ୍କ ପ୍ରେମିକା ତାଙ୍କ ଅଭିଯୋଗ ଏବେ ସବୁଙ୍କୁ ଆଶ୍ଚର୍ଯ୍ୟ କରାଇ ଦେଇଛି । ସେ କହିଛନ୍ତି କି ତାଙ୍କ ସହ ସମ୍ପର୍କ ରେ ରହିବା ପାଇଁ ସେ ଖୁବ ଚେଷ୍ଟା କରିଥିଲେ ମାତ୍ର ପ୍ରେମିକା ସମ୍ପର୍କ ରେ ରହିବା ପାଇଁ ମନା କରି ଦେଇଥିଲେ ।

ଏହା ପରେ ସେ ଆଉ ଏକ କଥା ଚିନ୍ତା କରିକି ତାଙ୍କୁ କହିଥିଲେ କି ମୁ ତୁମକୁ ବିବାହ କରିବି ଆମ ସମ୍ପର୍କ ରେ କେବେହେଲେ କିଛି ଭି ଫାଟ ଆସିବନି । ଏହା ସହ ଏହା ମଧ୍ୟ କହିଥିଲେ କି ତୁମ ଘର ଲୋକଙ୍କ ସହ ମୁ କଥା ହେବି ପ୍ରେମିକା ଏହା ପାଇଁ ପ୍ରେମିକା ରାଜି ହୋଇ ଯାଇଥିଲା ।

ମାତ୍ର ତାଙ୍କ ବ୍ୟବହାର ରେ ପରିବର୍ତ୍ତନ ଦେଖିକି ପ୍ରେମିକା ତାଙ୍କ ନାମ ରେ କେସ ଦେଇଛନ୍ତି । ତାଙ୍କ ମତ ଅନୁସାରେ 23 ତାରିଖ ପରେ ଏମ ସୁମନ ଆସୁ ନଥିଲେ ଓ ଏହା ପରେ ସେ ପ୍ରେମିକା ଙ୍କ ଠାରୁ ଦୂରେଇ ଯାଇଥିଲେ । ଘରକୁ ମଧ୍ୟ ଫେରି ନଥିଲେ ।

ଏହା ପରେ ସେ ଏହି ନିଷ୍ପତ୍ତି ନେଇ ଥିଲେ ଯେ ତାଙ୍କ ଜୀବନ ସହ ଖେଳିଥିବା ପୁଅ କୁ ସେ କେବେହେଲେ ସାହାଜରେ ଛାଡିବେନି । ଭୁବନେଶ୍ବର ଠାରେ ସେମାନେ ଘର ଭଡା ନେଇକି ରହୁଥିଲେ । ମାତ୍ର ଶୁଟିଙ୍ଗ ସେଟ ରେ ଯେହେତୁ ସେ ଅନ୍ୟ ଝିଅ ଙ୍କ ସହ ମିଳା ମିଶା ଆରାମ୍ଭ କରି ଦେଇଥିଲେ ।

ତାହା ପାଇଁ ନିଜ ପ୍ରେମିକା କୁ ଧୋକା ଦେଉଥିଲେ । ଏହା ଆଗରୁ ମଧ୍ୟ ତାଙ୍କର ଅନେକ ଝିଅ ଙ୍କ ସହ ସମ୍ପର୍କ ଥିଲା ମାତ୍ର ସେ ଏହାକୁ କାହାକୁ ଦେଖାଉ ନଥିଲେ । ଏହା ସହ ଘରକୁ ଆସିବା ବନ୍ଦ କରିଦେଲେ । ତାଙ୍କ ଘରକୁ ଯାଇଥିଲେ ମହିଳା ଘର ଲୋକମାନେ ମଧ୍ୟ କିଛି କହି ନଥିଲେ ।

କୁଆଁରୀ ବୋହୁ ରେ ସେ ସାଇ ଚରିତ୍ରରେ ଅଭିନୟ କରୁଥିଲେ ଏବେ ଭି ଆଉ ଏକ ସିରିୟାଲ ସେ ପାଇଛନ୍ତି । ସେ ନିଜ ଦୁନିଆରେ ଏତେ ବ୍ୟସ୍ତ ଥାଇ ମଧ୍ୟ ସବୁ ବେଳେ ନିଜ ଭଲ ପାଇବା କୁ ସମ୍ମାନ ଦେଉଥିଲେ ମାତ୍ର ଏବେ ସବୁଥିରୁ ତାଙ୍କୁ ବ୍ଲକ କରିଦେଇଛନ୍ତି ।

ତାଙ୍କ ଠାରୁ ଅନେକ ପଇସା ମଧ୍ୟ ନେଇଛନ୍ତି । ଗାଡି ପାଇଁ ଘର ପାଇଁ ବାଇକ ପାଇଁ ଓ କ୍ୟାଶ ମଧ୍ୟ ନେଇଥିଲେ । ହଠାତ କଣ ହେଲା ସେ କହି ପାରିବେନି । ବାହା ହେବା ପାଇଁ କଥା ଦେଇ ଓହରି ଯାଇଛନ୍ତି ସୁମନ । କୋର୍ଟ ରେ ଭି ବାହା ହୋଇ ନାହାନ୍ତି ଆଉ ସୁମନ । କିଛି ଦିନ ପରେ ବାହା ହୋଇଥାନ୍ତେ ମାତ୍ର ପଇସା ନାଇ ତ ବାହାଘର ମଧ୍ୟ ।

Leave a Reply

Your email address will not be published. Required fields are marked *