ଆଶ୍ଚର୍ଯ୍ୟ, ସଫାରି ଭିତରକୁ ଚାଲି ଆସିଲା ସିଂହ, ଆଉ ତା’ପରେ ଯାହା ହେଲା ଦେଖି ଆପଣ ନିଜ ଆଖିକୁ ବିଶ୍ଵାସ କରି ପାରିବେନି…ଦେଖନ୍ତୁ Video

ଆପଣ ଜାଣି ଛନ୍ତି କଣ ସିଂହ ଏକ ହିଂସ୍ର ପ୍ରାଣୀ । କାରଣ ଆପଣ ଜାଣି ଥିବେ କି ଆମେ ଏହାକୁ ଦେଖିଲେ ଡଋ ଯାଇ ଥାଉ କାଳେ ସେ ଆମକୁ ଖାଇଯିବ । କିନ୍ତୁ କିଛି ଜଣ ଅଛନ୍ତି ଯେଉଁ ମାନେ ଏହାକୁ ବିଶ୍ବାଶ କରି ପାରିବେନି ଯାହା ଆମେ ଦେଖୁଛେ । ଆପଣ ଏହା ଜାଣିକି ଓ ଦେଖିକି ଆଶ୍ଚର୍ଯ୍ୟ ହେବେ କି ଏକ ସିଂହ କିଭଳି ଏକ ସାଧାରଣ ଲୋକଙ୍କ ସହ ଆସିକି ନିଜ ଫୋଟୋ ଉଠାଇଛି । କିଛି ଜଣ ଅଛନ୍ତି ଏହାକୁ ନ ଦେଖିଲେ ।

ଆଶ୍ଚର୍ଯ୍ୟ ଅବିଶ୍ଵସନୀୟ । ହଠାତ ଭିତରକୁ ଆସି ଗଲା ସିଂହ । ପଶୁପକ୍ଷୀ ତ ସାମାନ୍ଯ ମାତ୍ର ବଡ ବଡ ଜୀବମାନେ ମଧ୍ୟ ଚାଲି ଯାଇ ଥାନ୍ତି । ଜଙ୍ଗଲ କୁ କିଛି ଲୋକମାନେ ଯାଇ ଥିଲେ ମାତ୍ର ସିଂହ ଆସିକି ପଶି ଯାଇଥିଲା ତା ଭିତରେ । ଏହା ଦେଖିକି କିଛି ଲୋକମାନେ ଭୟ କରିବା ସ୍ଵାଭାବିକ କଥା ।

ମାତ୍ର ସେ କାହାକୁ କିଛି କରି ନଥିଲା । ଦେଖାଯାଉଛି କି ସଫାରି ରେ ଏକ ଯାତ୍ରା ବାହୀ ଗାଡିରେ କିଛି ଦର୍ଶକ ମାନେ ସିଂହ ଦେଖିବା ପାଇଁ ଯାଇ ଥିଲେ ସେହି ଗାଡି ର ଆଗ ଭାଗ ଖାଲି ଥିବାରୁ ସିଂହ ଆସିକି ପଶି ଯାଇଥିଲା ଗାଡି ଭିତରେ ମାତ୍ର ତାକୁ କେହି କିଛି କହି ନଥିଲେ ।

ସବୁ ଦରିକି ଭାରି ଭି ପାରୁ ନଥିଲେ । ଏହି ଭଳି ଘଟଣା ଆମ ସହ ହେଲେ ବୋଧେ ହୁଏ କିଛି ଲୋକ ମାନେ ଦରିକି ମାରି ଯାଇ ପାରନ୍ତି ମାତ୍ର ସିଂହ ଯାଇକି ଗାଡିରେ କଣ କରୁଛି ଆସନ୍ତୁ ଜାଣିବା ଆଗକୁ । ସେ ଭିତରକୁ ଯିବା ପରେ ସିଂହ ତାଙ୍କ ଉପରେ ଆକ୍ରମଣ କରି ନଥିଲା କି କାହା କୁ ଶିକାର ମଧ୍ୟ କରୁନି ।

ସେ କାର କୁ ଯାଇକି ସେମାନଙ୍କ ସହ ଫୋଟୋ ଉଠାଇବା ସହ ତାଙ୍କ ପାଖରେ ଗେଲ ହେଉଛି । ଏହା ଦେଖିବା ପରେ ଲୋକଙ୍କ ଡର କମି ଯାଇ ଥିଲା । ଏହା ସହ ସିଂହ ପଛ ସିଟ ରେ ବସିଥିଲା ଓ ସେମାନଙ୍କ ସହ ମୁଣ୍ଡ ଲଗାଇକି ଗେଲ ମଧ୍ୟ ହୋଇ ଥିଲା । ଏହା ଦେଖିବା ସତରେ ବହୁତ ଭଲ କଥା ।

ଏକ ଛୋଟ ଅବୁଝା ଛା ଭଳି ସିଂହ ଗେଲ ହେଉଛି ଲୋକମାନେ ମଧ୍ୟ ଏତେ ବଡ ସିଂହ ସହ ବହୁତ ଭଲ ସମୟ ବିତାଇଥିଲେ । ଏବେ ଆମେ ଏହି ଭିଡିଓ ରୁ ଦେଖିଲୁ କି ଆମେ ଯଦି ଭଲ ପାଇବା ଦେଇ ପାରିବା । ଏହା ର ବଦଳରେ ଭଲ ପାଇବା ମିଳିଯିବ ଆମକୁ ନିଶ୍ଚିତ ଭାବେ । ଏବେ ଆମେ ଏହି ଭଳି ଦୃଶ୍ୟକୁ ଦେଖିକି ନିଶ୍ଚିତ ଭାବେ ଆପଣ କଣ ସବୁ ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

Leave a Reply

Your email address will not be published. Required fields are marked *