ଚୋରି କରିବାର ହାଇପରସୋନିକ୍ ଟେକନିକ୍, ନା ଅଛି ଧରାପଡ଼ିବାର ଡର.. ନା ପଡୁଛି କଷ୍ଟ! ଦେଖନ୍ତୁ Video

ଚୋରୀ କରିବାର କାରଣ ଅନେକ ଅଛି । ଏହା ସହ ଆମେ ଆଉ ଏକ କାରଣ ଥାଏ କି ସେମାନଙ୍କ ସଉକ । ଏବେ ତ ଡିଜିଟାଲ ରେ ସବୁ କିଛି କାମ କରିଥାଏ ମାତ୍ର କିଛି କାମ କେବଳ ନୁହେଁ ବହୁତ ସାରା କାମ ଏବେ ଆମ ଇସାରାରେ ହେବାର କାରଣ ଡିଜିଟାଲ । ତ ଏବେ ଆସନ୍ତୁ ଜାଣିବା ଚୋରୀ କରିବାର ହାଇପରସୋନିକ ଟେକନିକ । ନା ଅଛି ଧାରା ପଡିବାର ଡର ନା ପଡୁଛି କଷ୍ଟ । ବୁଲ୍ଦୋଜର ଉଠାଇନେଲେ ଏଟିଏମ ମେସିନ । ସିସିଟିଭି ସାମ୍ନାରେ ଲୁଟି ନେଲେ 27 ଲକ୍ଷ ଟଙ୍କା ।

ଏଟିଏମ ରେ କ୍ୟାମେରା ଲାଗିଛି ମାତ୍ର ଚୋରୀ କରିବାର କାମ ପୁରା ପୁରୀ ଭାବେ ପ୍ରଫେସନ ରେ କାମ କରିବାର ନୂଆ ତାରିକା କାଢିଛନ୍ତି ଚୋର ମାନେ । ଏହା ଦେଖିବା ପରେ ଆପଣଙ୍କ ହୋସ ଉଡିଯିବ । କାରଣ ହେଉଛି କି ଲୁହା ରଡ ନୁହେଁ ବୁଲ୍ଦୋଜର ଲଗାଇକି ଲୁଟିନେଲେ ସବୁ ଟଙ୍କା । ବୁଲ୍ଦୋଜର ଯାହା ଦ୍ଵାରା ଟଙ୍କା ଚୋରୀ ହେଲା ତାହା ମଧ୍ୟ ଚୋରୀର ଥିଲା ।

ହୁଏ ତ ଏହା ଟିକେ ଆଶ୍ଚର୍ଯ୍ୟ ଲାଗିବ ମାତ୍ର ଏହା ସତ ଅଟେ । ମହାରାଷ୍ଟ୍ର ର ଏକ ମିରତ ଅଞ୍ଚଳରେ ଏହା ଦେଖା ଯାଇଛି । ପୁରା ଏଟିଏମ କୁ ମୂଳରୁ ଉପାଡି ଦେଇ ଫୋପାଡି ଦେଲେ । ଏହା ସହ ସାରା ମାଲ ମଧ୍ୟ ଚାଲି ଯାଇଛି । ନୂଆ ଢଙ୍ଗରେ ଚୋରୀ କରିବା ବେଳେ ଚୋରା ମାନଙ୍କୁ ଧରାପଡିବାର ଜମା ଦର ଭି ନାଇ ।

ଯଦି ଆମେ ଦେଖିବା ପାଇଁ ଯିବା ତ ଯେଉଁ ଭଳି ଭାବେ ଆମେ ଆମ ସମାଜକୁ ବଞ୍ଚାଇ ବା ଚାହୁଁ ସେହି ଭଳି ଅସାମାଜିକ ଲୋକଙ୍କ ପାଖରେ ମଧ୍ୟ ଅନେକ ପ୍ରକାର ର ତାରିକା ଅଛି ନିଜ କଥାକୁ ମନେଇବା ପାଇଁ । ଆପଣ ଦେଖିଥିବେ କି ଅନେକ ଜାଗାରେ ଏହା ଠାରୁ ମଧ୍ୟ ଅଲଗା ପ୍ରକାର ଚୋରୀ ହୋଇଛୀ ।

 

ଏହି ଭଳି ଲୋକମାନେ ଯଦି ଭଲ କାମାରେ ଏହା କୁ ଲାଗାଇବା ଦ୍ଵାରା ସେମାନେ ବହୁତ ଭଲ ହେବ ଆମ ସମାଜ ପାଇଁ । ଆଜି ଆମେ କହିବା କି ଏହି ଭଳି ଚୋରୀ ହୁଏ ତ ଅନ୍ୟ ଜାଗାରେ ଦେଖିବା ପାଇଁ ମିଳିବେ । କିନ୍ତୁ ନୂଆ ତାରିକା ରେ ଚୋରୀ କରିବାରେ କାହାକୁ ଡର କି ସମାଜ ରେ କାହାକୁ ଭୟ ନାଇ । ଦେଖନ୍ତୁ ଏହି ଭିଡିଓ ଏହା ଆପଣଙ୍କ ମୁହଁ ଖୋଲିକି ରଖୀ ଦେବ ସବୁ କିଛି ଆପଣଙ୍କ ଆଗରେ ସଫା ହୋଇଯିବ । ଏହି ଚୋରୀ ପାଇଁ ପୁରା ବରେନ ଲଗାଇଛନ୍ତି ଚୋରମାନେ ।

Leave a Reply

Your email address will not be published. Required fields are marked *